ଟ୍ରେନରେ ପସିଲା ,ଡିଆସିଲି ବାହାର‌ କଲା ଓ ଲଗାଇଲା ନି-ଆଁ,ରେଳ ଷ୍ଟେସ-ନରେ ଉତ୍ପା-ତର ଭିଡିଓ ଭାଇରାଲ୍

0

Get real time updates directly on you device, subscribe now.

Agnipath Scheme Protest: ସେନାରେ ଭର୍ତ୍ତି ପାଇଁ ଅଣାଯାଇଥିବା କେନ୍ଦ୍ର ସରକାରଙ୍କ ଯୋଜନା,”ଅଗ୍ନିପଥ” ବିରୁ-ଦ୍ଧରେ ଦେଶର ବହୁ ଅଞ୍ଚଳରେ ଜମେଇକି ବି-ରୋ-ଧ ପ୍ରଦର୍ଶନ ଦେଖିବାକୁ ମିଳିଛି|ଏହି ସ୍କିମର ବି-ରୋ-ଧ କରି ତେଲେଙ୍ଗାନାରେ ମଧ୍ୟ ଉଗ୍ର ପ୍ରଦର୍ଶନ ହୋଇଥିଲା

ପ୍ରଦର୍ଶନକାରୀ ସିକନ୍ଦରାବାଦ ରେଳ ଷ୍ଟେସ-ନରେ ମଧ୍ୟ ଜମେଇକି ଉତ୍ପାତ ମଚାଇଲେ|ପ୍ରଦର୍ଶନକାରୀ ନା କେବଳ ଷ୍ଟେସ-ନରେ ହ-ଙ୍ଗାମା କଲେ ଏହାସହ ଟ୍ରେନ ଡବାରେ ନି-ଆଁ ଲଗାଇଲେ|ଏଵେ ଏ‌ହି ଘଟ-ଣାର ଆଶ୍ଚର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଦର୍ଶନକାରୀଙ୍କୁ ଟ୍ରେନ ଡବାରେ ନି-ଆଁ ଲଗାଉଥିବା ଦେଖାଯାଇଛି|

ରେଲୱେ ପୋ-ଲି-ସ ଟ୍ରେନରେ ପସି ଡବାରେ ନି-ଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଗି-ରଫ କରିଛି|ଆରପିଏଫ୍ କହିଛନ୍ତି ଆଗକୁ ଆହୁରି ଗି-ରଫ ହେବେ|

ରେଲୱେ ପୋ-ଲିସ ଅନୁସାରେ ଏହି ଭିଡିଓ ୧୭ ଜୁନ୍ ଅଟେ ଯେଉଁଦିନ ହିଂ-ସା ପ୍ରଦର୍ଶିତ ହୋଇଥିଲା|ଭିଡିଓରେ ଦେଖାଯାଏ କିପରି ଜଣେ ଯୁବକ ଟ୍ରେନରେ ପଶି ଡବାରେ ପସି ବଗିରେ ନି-ଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି|ଜଣେ ଯୁବକ ସୀଟରେ କାଗଜ ରଖିଲେ ଓ ଅନ୍ୟ ଜଣେ ମ୍ୟାଚିସ ଲଗାଇ ନି-ଆଁ ଲଗାଇଲେ|ଆଉଜଣେ ବ୍ୟକ୍ତି ଏହାର ଭିଡିଓ ସୁଟ କରିଥିଲେ|

ଅନ୍ୟ ଏକ ଭିଡ଼ିଓରେ ସେହି ଯୁଵକ ରେଳ ଷ୍ଟେସ-ନରେ ତୋଡଫୋଡ କରୁଥିବା ଦେଖାଯାଏ|ଯୁଵକ ମୁଣ୍ଡରେ ଏକ ଝରକା ଉଠାଉଥିବା ଦେଖାଯାଏ|ସେ ସେହି ଝରକା ଫୋପାଡି କାଚ ଭା-ଙ୍ଗୁଥାଏ|ଗୋଟିଏ ଜାଗାରେ ପଥର ଫୋପାଡୁଥିବା ଦେଖାଯାଏ|ଯୁଵକ ବାଡିରେ କାଚ ଝରକା ଭା-ଙ୍ଗୁଥିବା ଦେଖାଯାଏ|

ଏହି ଭିଡିଓକୁ ଟୁଇଟରରେ @TelanganaMaata ନାମକ ଏକାଉଣ୍ଟରେ ସେୟାର କରାଯାଇଛି|ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି|ବହୁ ଲୋକ ଏହା ବିରୁ-ଦ୍ଧରେ ପଦକ୍ଷେପ ନେବାପାଇଁ କହିଛନ୍ତି|

ଏଵେ ସିକନ୍ଦରାବାଦ ରେଳ ଷ୍ଟେସ-ନରେ ତା-ଣ୍ଡବ ମଚାଇଉଥିବା ଯୁବକକଙ୍କୁ ଗି-ରଫ କରାଯାଇଛି|ଆରପିଏଫ ଟୁଇଟ କରି କହିଛନ୍ତି ଯେ ଭିଡ଼ିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କ ନାମ ସନ୍ତୋଷ ଓ ପୃଡବୀ ଅଟେ|ଏହି ମାମ-ଲାରେ ୬୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗି-ରଫ କରାଯାଇଛି|
ଆଗକୁ ଆହୁରି ଗି-ରଫ ହୋଇପାରନ୍ତି|

Leave A Reply

Your email address will not be published.