ବାଧ୍ୟ କରି ଭାଉଜ ସାଙ୍ଗରେ ସ-ମ୍ପର୍କ ରଖୁଥିଲା ଦିଓର…ଶେଷରେ ପୋ-ଲିସ ଗି-ରଫ କରିଲା ଦିଅରକୁ

0

Get real time updates directly on you device, subscribe now.

ଦିଓରକୁ ଭଲ ଲାଗୁଥିଲା ଭାଉଜ। ସେଥିପାଇଁ ଭାଉଜ ସହିତ ଶା-ରୀରି-କ ସ-ମ୍ପର୍କ ରଖିବା ପାଇଁ ବାରମ୍ବାର ବାଧ୍ୟ କରୁଥିଲା ଦିଅର। ଭାଉଜ ଏଥିରେ ରାଜି ନ ହେବାରୁ ଜୀବନରୁ ମା-ରିଦେବାର ଧ-ମକ ମଧ୍ୟ ଦେଲା। ଶେଷରେ ଏହି ଧମକ ଦେଇ ଦେଇ ଜବ-ରଦ-ସ୍ତି ସ-ମ୍ପର୍କ ରଖି ଚାଲିଥିଲା ଦିଅର। କିନ୍ତୁ ଏସବୁ ଅସହ୍ୟ ହେବା ପରେ ମାମ-ଲା ଏସି ଥା-ନାରେ ପହଞ୍ଚିଛି।

ପୀ-ଡ଼ି-ତା ଭାଉଜ ଆସି ଥା-ନାରେ ଏକ ସାଙ୍ଘା-ତିକ ଅଭି-ଯୋଗ କରିଛନ୍ତି। ଯାହା ଭାଉଜ-ଦିଓର ସମ୍ପ-ର୍କ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଥା-ନା ଶ୍ରଦ୍ଧାପୁର ଅଞ୍ଚଳରୁ ଏମିତି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହାକୁ ନେଇ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୁଚନା ଅନୁସାରେ ଧରାକୋଟ ଥା-ନାରେ ପୀ-ଡ଼ି-ତା ଭାଉଜ ଏସି ଅଭି-ଯୋଗ କରିଛନ୍ତି। ସେହି ଆଧାରରେ ପୋ-ଲି-ସ ମା-ମ-ଲା ରୁ-ଜ୍ଜୁ କରି ଅଭି-ଯୁକ୍ତ ଦିଅରଙ୍କୁ ଧରିବାରେ ସଫଳ ହୋଇଛି।

ଏହା ସହିତ ଦିଅରଙ୍କୁ କୋର୍ଟ ଚା-ଲା-ଣ କରାଯାଇଛି ବୋଲି ଥା-ନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଯେଉଁଠି ଭାଉଜ-ଦିଅରର ସମ୍ପର୍କକୁ ପବିତ୍ର ମନାଯାଏ। ଯେଉଁଠି ଭାଉଜଙ୍କୁ ମାଆର ଆଖ୍ୟା ଦିଆଯାଏ। ସେଇଠି ଭାଉଜ-ଦିଅରର ସମ୍ପର୍କରେ କଳ-ଙ୍କର ଛିଟା ଲଗାଇଦେଇଛି।

Leave A Reply

Your email address will not be published.