ବଡ଼ ଭଉଣୀକୁ ବିବାହ କରିବାକୁ ଆସିଥିଲା ବର କିନ୍ତୁ ସାନ ଭଉଣୀକୁ ସହିତ ବିବାହ କରି ଚାଲିଗଲା। ଜାଣନ୍ତୁ କାରଣ:-

0

Get real time updates directly on you device, subscribe now.

ମୋ ସାନ ଭଉଣୀ ମୁଁ ତତେ ପ୍ରଥମେ ବାହା କରିବି ଓ ପରେ ନିଜେ ବାହା ହେବି। ଏହିକଥା ସେହି ବଡ଼ ଭଉଣୀର ଅଟେ ଯାହାର ବିବାହ ଜୁନ 21 ତାରିଖରେ ହେବାର ଥିଲା। କିନ୍ତୁ ନିୟତିକୁ ଦେଖନ୍ତୁ, ବଡ଼ ଭଉଣୀ ଦ୍ୱାରା କୁହାଯାଇଥିବା ଶବ୍ଦ ବିବାହ ଦିନ ସତ ହୋଇଯାଇଛି। ବର ବଡ଼ ଭଉଣୀକୁ ସେଦିନ ବାହା ହେବାର ଥିଲା କିନ୍ତୁ ସେଦିନ ଏମିତି ହୋଇଥିଲା ଯେଉଁଦିନ ବର ଛୋଟ ଭଉଣୀକୁ ବାହା ହୋଇଥିଲା।

ବଡ଼ ଭଉଣୀକୁ ଛାଡ଼ି ସାନ ଭଉଣୀକୁ ବାହା ହେଲା ବର:-

ଭାବୁକ କରୁଥିବା ଏହି ମାମଲା ୟୁପିର ପିଲିଭିତର ଅଟେ। ଏଠାରେ ସେହରାମଉ କ୍ଷେତ୍ରର ଏକ ଗ୍ରାମରେ ରହୁଥିବା ପିତା ନିଜ ଝିଅ ରୀନାଙ୍କ ବିବାହ ମଜମ୍ମୁଦ ନିବାସୀ ଅନୁପ ସହିତ ହୋଇଥିଲା। ବିବାହ ଦିନ ରୀନାର ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡ଼ି ଯାଇଥିଲା।

ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ଏଠାରେ ବିବାହର ସବୁ ଆୟୋଜନ ପରେ ବର ଓ କନ୍ୟା ପକ୍ଷ ଚିନ୍ତିତ ଥିଲେ। କାହାକୁ ବି ଅନ୍ଦାଜ ନଥିଲା ଏବେ କଣ କରାଯିବ। ଏହାପରେ ପରସ୍ପର ବୁଝାମଣା ସହିତ ତୟ କରାଗଲା କି, ସାନ ଭଉଣୀ ମୀନା ସହିତ ବିବାହ କରାଯିବ।

ବଡ଼ ଭଉଣୀ ସେପଟେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁର ଲଢେ଼ଇ ଲଢ଼ୁଥିଲା। ସେପଟେ ଛୋଟ ଭଉଣୀର ବିବାହ ସେହି ମଣ୍ଡପରେ ଛୋଟ ଭଉଣୀ ସହିତ କରାଗଲା। ଏବେ ବିବାହ ଯେମିତି ସେମିତି ତୟ ହୋଇଗଲା ଓ ଛୋଟ ଭଉଣୀ ଶାଶୁ ଘରେ ପହଞ୍ଚିବାପରେ ତା’ଉପରେ ଦୁଃଖର ପାହାଡ଼ ଲଦି ହୋଇଗଲା।

ଛୋଟ ଭଉଣୀର ବେଦି ଉଠିବା ସମୟରେ ବଡ଼ ଭଉଣୀର ଶବ ଉଠିଲା:-

ସେପଟେ ସାନ ଭଉଣୀ ଶାଶୁ ଘର ଯିବାପରେ ଏପଟେ ବଡ଼ ଭଉଣୀ ହସ୍ପିଟାଲରେ ପ୍ରାଣ ହାରି ବସିଲା। ଏହି ଖବର ପାଇ ସାନ ଭଉଣୀ ପାଦରୁ ମାଟି ଖସି ଯାଇଥିଲା ଓ ସେ ଚିତ୍କାର କରି କାନ୍ଦିବା ଆରମ୍ଭ କରିଦେଇଥିଲା। ଦୁଇ ଭଉଣୀଙ୍କ ଭିତରେ ବହୁତ ସାରା ପ୍ରେମ ରହିଥିଲା।

ବିବାହର ଖୁସିର ମୁହୂର୍ତ୍ତ ଅଚାନକ ଶୋକରେ ପରିଣତ ହୋଇଗଲା। ମୀନାକୁ ବାରମ୍ବାର ରୀନାର କଥା ମନେ ପଡ଼ୁଥିଲା ଓ ସେ କହି କାନ୍ଦିଲା କି, ବଡ଼ ଭଉଣୀ ତାଙ୍କୁ କହୁଥିଲେ, ହୁଏତ ମୁଁ ବଡ଼ କିନ୍ତୁ ତୋ ବିବାହ ପ୍ରଥମେ କରାଇବି।

ପରିବାରକୁ ବିଶ୍ବାସ ହେଉନାହିଁ ଯେ, ଭଗବାନ ତାଙ୍କର ଏମିତି ପରୀକ୍ଷା ନେଉଛି। ଗୋଟିଏ ଭଉଣୀର ବିବାହ ଦୋଳି ଉଠିଥିବା ବେଳେ ଆଉଜଣଙ୍କର ମର ଶରୀର ଉଠିଛି। ବର୍ତ୍ତମାନ ସାରା ପରିଜନ କାନ୍ଦି କାନ୍ଦି ବେହାଲ ହୋଇଯାଇଛନ୍ତି। ଖାଆସ କରି ମୀନା ଦୁଃଖ ଶେଷ ହେବାର ନାଁ ନେଉନାହିଁ ସେ ବାରମ୍ବାର ବଡ଼ ଭଉଣୀ କଥା ମନେ ପକାଉଛି।

Leave A Reply

Your email address will not be published.