ପବିତ୍ର ସରଜୁ ନଦୀରେ ବୁଡ଼ ପକାଇବା ବେଳେ ସ୍ତ୍ରୀକୁ କି-ସ୍‌ କରୁଥିଲେ ସ୍ୱାମୀ,ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ।

0

Get real time updates directly on you device, subscribe now.

ବେଳେବେଳେ ଆମ ସମାଜ ରେ ଆମ ଦେଶରେ ଏ ଭଳି ସବୁ ଘ-ଟଣା ଘଟେ । ଯାହା ଆମେ କେବେ ଭାବି ନଥିବା। ଦେଶ ଯେତେ ଆଗକୁ ଯାଉଛି ।ଆମ ଦେଶରେ ଲୋକଙ୍କର କାର୍ଯ୍ୟ. ସେତେ ତଳକୁ ଯାଉଛି। ତେବେ ଆଜି କାଲ ଯୁଗରେ ଭଲ ପାଇବା ,କିସ କରିବା ଆଦି ସମସ୍ତଙ୍କ କ୍ଷେତ୍ରରେ ଦେଖା ଦେଉଛି।

ତେବେ ସେହି ସବୁ ଭିତରୁ କିଛିଙ୍କର ଏହି ଭଳି ଅସା-ମାଜିକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଚଛି। ତ ଆଉ କିଛି ଭିଡିଓ ପାଇଁ ଲୋକ ଜେ-ଲ ମଧ୍ୟ ଯାଉଛନ୍ତି। ତେବେ ଦେଖିବା କୁ ଗଲେ ସୋସିଆଲ ମିଡିଆରେ କିସ ର ଭିଡିଓ ବେଶୀ ଦେଖିବାକୁ ମିଳୁଛି। ତେବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି ଅଯୋଧ୍ୟାରେ।ଲୋକମାନେ ରା-ଗି ଯାଇ ସେହି ଲୋକକୁ ମା-ଡ ମଧ୍ୟ ମା-ରିଛନ୍ତି।ଏବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଅତି ମାତ୍ରାରେ ଭାଇରଲ ହୋଇଛି। ଆଉ ଲୋକଙ୍କର ବହୁତ କମେଣ୍ଟ ମଧ୍ୟ ଆସୁଛି।

ତେବେ ଭିଡିଓ ରେ ଦେଖିବା କୁ ମିଳୁଛି କି ଦୁଇ ଜଣା ଦମ୍ପତି ଅଯୋଧ୍ୟା ଭଳି ପବିତ୍ର ସ୍ଥାନ କୁ ବୁଲିବା କୁ ଯାଇଛନ୍ତି। ତେବେ ସେଠାରେ ଥିବା ସରଜୁ ନଦୀରେ ଲୋକ ମାନେ ସ୍ନାନ କରନ୍ତି। ତେବେ ସେଇ ଦମ୍ପତି ଦୁଇ ଜଣା ମଧ୍ୟ ସ୍ନାନ ପାଣି ପଶି ଯାଇ ସ୍ନାନ କରିବା ସମୟ ରେ ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ କି-ସ କରୁ ଥିଲେ।

ତେବେ ସେଇ ସମୟ ରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଏହି ସବୁ ଘ-ଟଣା ଦେଖି ରା-ଗି ଯାଇ ତାଙ୍କ ସ୍ୱାମୀ ଙ୍କୁ ମା-ଡ଼ ମା-ରିବାକୁ ଲାଗିଲେ। ତେବେ ମା-ଡ଼ ଖାଉ ଥିବା ସ୍ୱାମୀ ଙ୍କୁ ବଞ୍ଚାଇବା କୁ ଯାଇ ସ୍ତ୍ରୀ ମଧ୍ୟ ବହୁତ ଅ-ପଶ-ବ୍ଦ ଶୁଣିବା କୁ ପଡିଥିଲା। ତେବେ ସେହି ଲୋକ ମାନେ ରା-ଗି ଯାଇ ତାଙ୍କ ସ୍ୱାମୀ ଙ୍କୁ ପାଣି ରୁ ବାହାରକୁ ଘୋଷାଡ଼ି ଆଣିଥିଲେ। ଆଉ ପି-ଟିବାକୁ ଲାଗିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଭିଡ଼ରେ ଥିବା ଲୋକଙ୍କ ଉପରେ ବି ବି-ର-କ୍ତ ହେଉଥିବା ଦେଖାଯାଇଛି।

ସେହିପରି ଆଉ କିଛି ଏହି ଦମ୍ପତିଙ୍କ ଉପରେ ରା-ଗୁଛନ୍ତି। ଜଣେ ୟୁଜର ଲେଖିଛନ୍ତି-ଆପଣ ଭକ୍ତି କରିବାକୁ ଯାଇଥିଲେ ନା ୟାଙ୍କୁ ଦେଖିବାକୁ ଯେ କେତେ ବେଳେ ସ୍ୱାମୀ ତା’ ସ୍ତ୍ରୀକୁ କି-ସ୍‌ କରିବ ଓ ତାକୁ ଆପଣମାନେ ପି-ଟିବେ। ତେବେ ଏହି ଭିଡିଓ ଟି ଭାଇରଲ ହେବା ପରେ ସ୍ଥାନୀୟ ପୋ-ଲିସ ଏହାର୍ ତ-ଦ-ନ୍ତ ଜାରି ରଖିଛି।

Leave A Reply

Your email address will not be published.