ଇ-ଶ୍ରମ କାର୍ଡ଼ ଧାରକଙ୍କ ଲଟେରୀ ଲାଗିଗଲା, ସରକାର ଦେଉଛନ୍ତି ଏହିସବୁ ଫାଇଦା। ଜଲଦି କରନ୍ତୁ ଆବେଦନ:-

0

Get real time updates directly on you device, subscribe now.

ସରକାର କୃଷକ, ଦିନ ମଜୁରିଆ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଖରେ ଲାଭ ପହଞ୍ଚାଇବା ପାଇଁ ଇ-ଶ୍ରମ କାର୍ଡ଼ ଯୋଜନା ଆରମ୍ଭ କରିଥିଲେ। ଏବେଏବେ ଇ-ଶ୍ରମ କାର୍ଡ଼ର ଚତୁର୍ଥ କିସ୍ତି ଖାତାକୁ ପଠା ଯାଇସାରିଛି। ଏବେ ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କୁ ଏହାର ପଞ୍ଚମ କିସ୍ତି ଅପେକ୍ଷା ରହିଛି। ଆପଣଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଉଠୁଥିବ ଯେ, ପଞ୍ଚମ କିସ୍ତି କେବେ ଆସିବ। ଏମିତିରେ ଆପଣ ତୁରନ୍ତ ଖାତା ଚେକ କରନ୍ତୁ ଟଙ୍କା ଆସିଛି କି ନାହିଁ।

E Sharam କାର୍ଡ଼ ବନାଇବାର ଫାଇଦା:-

E Shram କାର୍ଡ଼ ଯୋଜନା ଅନ୍ତର୍ଗତ ସରକାର ଲୋକଙ୍କୁ ଆର୍ଥିକ ସାହାର୍ଯ୍ୟ କରୁଛନ୍ତି।

E Shram କାର୍ଡ଼ ବନାଇବା ପରେ ଆପଣ ବହୁତ ସାରା ଯୋଜନାର ଫାଇଦା ଉଠାଇ ପାରିବେ।

ଏହି ଯୋଜନା ଅନ୍ତର୍ଗତ ଆପଣ ବୃଦ୍ଧ ବୟସରେ ପେନସନ ର ଲାଭ ମଧ୍ୟ ଉଠାଇ ପାରିବେ।

ସରକାର ମଜୁରିଆଙ୍କ ଝିଅ ହେଉ କିମ୍ବା ପୁଅ, ତାଙ୍କର ପଢ଼ିବା ପାଇଁ ସାହାର୍ଯ୍ୟ କରିବେ। ସରକାର ତାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବେ।

ଘର ବନାଇବା ପାଇଁ ସରକାର ସୁଧ ରାଶି ମୁହୟା କରାଇବେ। ଯଦି କାହାର ମୃତ୍ୟୁ ହୋଇଯାଉଛି ତାହେଲେ ସରକାର 200000 ଟଙ୍କା ପରିବାରକୁ ସାହାର୍ଯ୍ୟ ପ୍ରଦାନ କରିବେ। ଯଦି କୌଣସି ଶ୍ରମିକ ଦୁର୍ଘ-ଟଣାରେ ବିକ-ଳାଙ୍ଗ ହୋଇଯାଉଛନ୍ତି ତାହେଲେ ତାଙ୍କୁ 100000 ଟଙ୍କା ଦିଆଯିବ।

ସରକାର ଫ୍ରି ସାଇକେଲ ଓ ଫ୍ରି ସିଲେଇ ମେସିନର ଲାଭ ମଧ୍ୟ ପ୍ରଦାନ କରୁଛନ୍ତି।

E Shram କାର୍ଡ଼ ପାଇଁ ଆବେଦନ କେମିତି କରିବା?:-

ସର୍ବପ୍ରଥମେ ଆପଣ ସରକାରୀ ପୋର୍ଟାଲ eshram.gov.in ରେ ଭିଜିଟ କରନ୍ତୁ।

ଏହାର ହୋମ ପେଜରେ ରେଜିଷ୍ଟର ଅନ E Shram ରେ କ୍ଲିକ କରନ୍ତୁ।

ଏଥିରେ ଆପଣ ନିଜ ଆଧାରର ରେଜିଷ୍ଟର ମୋବାଇଲ ନମ୍ବର ଓ କାପଚା କୋଡ଼ କୁ ଦର୍ଜ କରାନ୍ତୁ। ଏହାପରେ send otp ଅପ୍ସନରେ କ୍ଲିକ କରନ୍ତୁ।

ଏହାପରେ ପରବର୍ତ୍ତୀ ପେଜରେ ଆପଣଙ୍କୁ ସୂଚନା ଦେଖାଦେବ ଓ ଏହାକୁ ଆପଣ Accept କରିପାରିବେ।

ଏବେ ଆପଣଙ୍କୁ ରେଜିଷ୍ଟର ଫର୍ମ ଦେଖିବାକୁ ମିଳିଯିବ। ଏବେ ଆପଣଙ୍କ ସାମ୍ନାରେ ଇ ଶ୍ରମ କାର୍ଡ଼ ବନାଇବାର ଫର୍ମ ଦେଖାଦେବ।

ଏଠାରେ ଆପଣଙ୍କୁ ସବୁ ଡ଼ିଟେଲସ ଷ୍ଟେପ ବାଏ ଷ୍ଟେପ ଭରିବାକୁ ହେବ।

ଆପଣଙ୍କୁ ଆଧାରକାର୍ଡ ସହିତ ଜଡ଼ିତ ସମ୍ପୂର୍ଣ୍ଣ ସୂଚନା, ଆପଣଙ୍କ ବ୍ୟକ୍ତିଗତ ସୂଚନା, ଆଡ୍ରେସ, ଏଜୁକେସନ କ୍ବାଲିଫିକେସନ, ରୋଜଗାର, ବିଜନେସ, ସ୍କିଲ ଓ ବ୍ୟାଙ୍କ ଡ଼ିଟେଲସ ସବୁ ଭରିବାକୁ ହେବ।

ଏବେ ଆପଣ ଇ ଶ୍ରମ କାର୍ଡ଼ର Pdf କୁ Print କରାନ୍ତୁ। ଏବେ ସବୁ ସୂଚନା ଭରିବା ପରେ ସେଭ ବଟନରେ କ୍ଲିକ କରନ୍ତୁ।

ଏହିପରି ଭାବରେ ଆପଣଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯିବ।

Leave A Reply

Your email address will not be published.