ବଜାରରୁ ପଣସ ଆଣିଥିଲେ, କିନ୍ତୁ ପଣସ ଖରାପ ବାହାରିବାରୁ ଦୋକାନୀକୁ କଲେ ହ-ତ୍ୟା

0

Get real time updates directly on you device, subscribe now.

ଆପଣ ତ ନିଶ୍ଚୟ ଜାଣିଥିବେ ଯେ ପରିବା କିଣିବା ବେଳେ ଦୋକାନୀ ଗ୍ରାହକଙ୍କୁ ପ୍ରାୟ ଠକିବାକୁ ଚେଷ୍ଟା କରିଥାନ୍ତି । ତାପରେ ଠକା-ମୀର ଶି-କାର ହେବାପରେ ଗ୍ରାହକ ଦୋକାନୀ ସହ ପା-ଟିତୁ-ଣ୍ଡ କରିବା ଭଳି ଘ-ଟଣା ଅନେକ ଥର ଦେଖିବାକୁ ମିଳିଛି । କିନ୍ତୁ ଏଇଭଳି ପା-ଟିତୁ-ଣ୍ଡରେ ଗ୍ରାହକ ଦୋକାନୀର ଜୀବନ ନେଇଯିବ, ଏ କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରକୃତରେ ଜଣେ ବ୍ୟକ୍ତି ପରିବା କିଣିବା ବେଳେ ଦୋକାନୀ ପାଖରୁ ଗୋଟିଏ ପଣସ ଆଣିଥିଲେ । କିନ୍ତୁ ପଣସ ଖରାପ ପଡ଼ିବାରୁ ଗ୍ରାହକ ଏବଂ ଦୋକାନୀଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ଏବଂ ଝ-ଗ-ଡା ହୋଇଗଲା । ଏହି ଝ-ଗ-ଡା ଏତେ ଉଗ୍ର ରୂପ ନେଲା ଯେ ଶେଷରେ ଗ୍ରାହକ ଦୋକାନୀଙ୍କ ଜୀବନ ନେବାକୁ ମଧ୍ୟ ପଛାଇ ନଥିଲେ ।

ତେବେ ଗୋଟିଏ ଖରାପ ପଣସ ପାଇଁ ଗ୍ରାହକ ଦୋକାନୀଙ୍କ ଜୀବନ ନେଇଥିବା ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏଭଳି ଗୋଟିଏ ଆଶ୍ଚର୍ଯ୍ୟଜନକ ଘ-ଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଦୋକାନୀ ଜଣେ ଗ୍ରାହକଙ୍କୁ ଖରାପ ପଣସ ଦେଇଥିବାରୁ ଗ୍ରାହକ ଜଣକ ଦୋକାନୀକୁ ଏଲଇଡି ଲାଇଟ ଷ୍ଟାଣ୍ଡ ଦ୍ଵାରା ଆକ୍ରମଣ କରି ଜୀବନ ନେଇଛନ୍ତି । ଏହାକୁ ନେଇ ଦୋକାନୀଙ୍କ ପୁଅ କବିନଗର ଥା-ନାରେ ଅଭି-ଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, କବିନଗର ଥା-ନା ଅନ୍ତର୍ଗତ ବାପଧାମ ସ୍ଥିତ ମେରତା ଗ୍ରାମରେ ରହୁଥିବା ଅନିଲଙ୍କ ସହ ଏପରି ଅଘ-ଟଣ ଘ-ଟିଛି । ଅନିଲଙ୍କର ଗୋଟିଏ ପରିବା ଦୋକାନ ଥିଲା । ଗତ ଜୁନ 23 ତାରିଖରେ ଜଣେ ବ୍ୟକ୍ତି ଅନିଲଙ୍କ ଦୋକାନରୁ ଗୋଟିଏ ପଣସ କିଣି ଘରକୁ ନେଇଥିଲେ । କିଛି ସମୟ ପରେ ସେହି ବ୍ୟକ୍ତି ପଣସ ଖରାପ ବାହାରିବା କଥା କହି ପା-ଟିତୁ-ଣ୍ଡ ଆରମ୍ଭ କରିଦେଇଥିଲେ ।

ଦୁହିଁଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହେଉଥିବା ସମୟରେ ଗ୍ରାହକ ଦୋକାନରେ ଥିବା ଏଲଇଡି ଲାଇଟ ଷ୍ଟାଣ୍ଡ ଉଠାଇ ପରିବା ଦୋକାନୀଙ୍କୁ ଆକ୍ର-ମଣ କରିଥିଲେ । ଦୋକାନୀଙ୍କ ଚି-ତ୍କାର ଶୁଣି ସ୍ଥାନୀୟ ଲୋକେ ଘଟ-ଣାସ୍ଥ-ଳରେ ପହଞ୍ଚି ଦୋକାନୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଚିକିତ୍ସା ଦିନ ଦୋକାନୀଙ୍କ ମୃ-ତ୍ୟୁ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.