ଏହି ଲିକ୍ୟୁଡ୍ ଡିଟଜେଣ୍ଟରେ ମିଳିବ କପଡାର ଝକାସ ସଫେଇ, ଛାଡିବ କଡା ଦାଗ ଓ ଛାଡିବ ନାହିଁ ରଙ୍ଗ

0

Get real time updates directly on you device, subscribe now.

କପଡାର ଚମକଦାର ସଫାଇ ପାଇଁ ବଢିଆ କ୍ୱଲିଟିର ଲିକ୍ୟୁଡ୍ ଡିଟରେଜେଣ୍ଟ ହେବା ଆବଶ୍ୟକ|ତାକୁ ୱସିଙ୍ଗ ମେସିନରେ କପଡା ସଫା ପାଇଁ ବ୍ୟବହାର କରାଯାଇ ପାରେ|ଏହାର ବ୍ୟବହାର ଫଳରେ କପଡାରେ ମହଜୁଦ ଥିବା କଡା ଦାଗ ମଧ୍ୟ ସହଜରେ ଛାଡି ଯାଏ|ଏହା ଜେଣ୍ଟଲ ହୋଇଥାଏ ଓ ରଫ ହେବାରୁ ବଞ୍ଚାଇଥାଏ|ଏହାର ବ୍ୟବହାର ଫଳରେ କପଡ଼ାରେ ଲମ୍ବା ସମୟ ପର୍ଯ୍ୟନ୍ତ ଚମକ ରହିଥାଏ|ଆସନ୍ତୁ ସେ ବିଷୟରେ ଜାଣିବା:

Surf Excel Matic Front Load Liquid Detergent :

ଏହା ୨ ଲିଟର ବିଶିଷ୍ଟ ଅଟେ|ଏହାକୁ ଫ୍ରଣ୍ଟ ଲୋଡ ୱସିଙ୍ଗ ମେସିନରେ ବ୍ୟବହାର କରାଯାଏ|ଏହା ୪.୫ ଷ୍ଟାର ୟୁଜର ରେଟିଙ୍ଗ ପାଇଛି|ଏହା ସହଜରେ କଡା ଦାଗକୁ ଲିଭାଇ ଦିଏ|ଏଥିରେ ପାୱାର ଫୁଲ ଷ୍ଟେନ ରିମୁଭେବଲ ଟେକ୍ନୋଲୋଜି ମିଳେ ଯାହା କପଡା ଭିତରକୁ ଯାଇ ସହଜରେ ସଫା କରେ|

Genteel Liquid Detergent Bottle for Bucket & Machine : ଏହା ଅଧିକ ମାଇଲ୍ଡ ଓ ବିନା ସୋଡାଯୁକ୍ତ ଡିଟରଜେଣ୍ଟ|
ଏଥିରେ ଆପଣଙ୍କୁ ଏଡେଡ୍ ଫେବ୍ରିକ କଣ୍ଡିସନର ବି ମିଳେ ଯାହା କପଡାକୁ ନରମ ରଖେ|ଏହାକୁ ବ୍ୟବହାର ଫଳରେ ଆପଣଙ୍କ କପଡା ଚମକ ରହିଥାଏ|ଏହାକୁ ବାଲଟି ଓ ୱସିଙ୍ଗ ମେସିନରେ ବ୍ୟବହାର କରି ପାରିବେ|

Ariel Matic Liquid Detergent Front Load Washing Machine :

ଏହା ୨ ଲିଟର ବୋତଲରେ ଉପଲବ୍ଧ ଓ ଏଥିରେ ୫୦୦ ମିଲିମିଟର ମାଗଣା ମିଳୁଛି|ଏହାକୁ ଥଣ୍ଡା ପାଣିରେ ବ୍ୟବହାର କରିବା ଦରକାର|ଏହା କପଡାକୁ ସୁନ୍ଦର ସଫାଇ ଦେଇଥାଏ|ଏହାକୁ ଫ୍ରଣ୍ଟ ଓ ଟପ ଲୋଡ ୱସିଙ୍ଗ ମେସିନରେ ବ୍ୟବହାର କରି ପାରିବେ|

Safewash Liquid Detergent By Wipro :

ଏହା ୧ ଲିଟର ପ୍ୟାକ ବିଶିଷ୍ଟ ୨ ଟି ବୋତଲରେ ଉପଲବ୍ଧ|ଏହାକୁ ୧୦୦୦୦ ରୁ ଉର୍ଦ୍ଧ୍ବ ଲୋକ ପସନ୍ଦ କରୁଛନ୍ତି ଓ ୪.୬ ଷ୍ଟାର ରେଟିଙ୍ଗ ଦେଇଛନ୍ତି|ଏଥିରେ ଭଲ କପଡା ସଫା ହେବାସହ ଫେବ୍ରିକକୁ ମଜବୁତ ରଖିବାରେ ସଫଳ ହୋଇଥାଏ|

HYDE-XL LIQUID DETERGENT 5 Litres, Suitable for Wash : ଏହା ୫ ଲିଟର ଡବାରେ ଉପଲବ୍ଧ|ଏହାକୁ ଉଭୟ ହାତରେ ଓ ୱସିଙ୍ଗ ମେସିନରେ ବ୍ୟବହାର କରାଯାଇଥାଏ|ଏହାକୁ ଉଭୟ ଟପ ଓ ଫ୍ରଣ୍ଟ ଲୋଡ ୱସିଙ୍ଗ ମେସିନରେ ବ୍ୟବହାର କରି ପାରିବେ|ଏହା କପଡା ଭିତରେ ପଶି ଭଲ ସଫା କରିଥାଏ|ଏହାର ସୁଗନ୍ଧ କପଡାକୁ ଫ୍ରେସନେସ ଦେଇଥାଏ|ଏଥିରେ ୧୫୦ ଥରରୁ ଉର୍ଦ୍ଧ୍ବ କପଡା ସଫା କରାଯାଇଥାଏ|

Leave A Reply

Your email address will not be published.