ଜଙ୍ଗଲରେ ଲୁଚି ରହିଛି ଗଧିଆ, କେବଳ ଚାଲାକ ଲୋକ ହିଁ ଖୋଜି ପାରିବେ। କଣ ଆପଣଙ୍କ ପାଖରେ ଖୋଜିବାର ଦମ ଅଛି?

0

Get real time updates directly on you device, subscribe now.

କଣ ଆପଣ ବି ଜିନିୟସ ଅଟନ୍ତି କି? ପ୍ରଶ୍ନଟି ଶୁଣି ପ୍ରତ୍ୟେକ ଲୋକ କହିବେ ହଁ ମୁଁ ଅଟେ। ଠିକ ଅଛି ଚାଲନ୍ତୁ ଏବେ ଆମେ ଆପଣଙ୍କ ମସ୍ତିଷ୍କର ଟେଷ୍ଟ ନେବୁ। ଯଦି ଆପଣ 20 ସେକେଣ୍ଡ ଭିତରେ ସଠିକ ଜବାବ ଦେଇଦେବ ତାହେଲେ ଆମେ ମାନିଯିବୁ ଆପଣ ବହୁତ ଚତୁର। ଆପଣ ପ୍ରଶ୍ନ ଏକ ଅପ୍ଟିକାଲ ଭ୍ରମିତ କରୁଥିବା ଏକ ଫୋଟୋ ଉପରେ ରହିଛି।

ଅପ୍ଟିକାଲ ଇଲୁଜନକୁ ଆପଣ ନିଜ ଆଖିର ଧୋକା ମଧ୍ୟ କହିପାରିବେ। ଏଥିରେ ଆପଣଙ୍କୁ ଏକ ଫୋଟୋ ଦେଖାଇ ଯାଇଥାଏ ଓ ଏଥିରେ ଲୁଚିଥିବା ଏକ ଜାନୁଆରକୁ ଖୋଜିବାପାଇଁ ମଧ୍ୟ କୁହାଯାଇଥାଏ। ଏହା ଏତେ ସହଜ ମଧ୍ୟ ହୋଇନଥାଏ। ଏହି ଜାନୁଆର ଆଖପାଖ ବାତାବରଣରେ ଏଭଳି ଭାବରେ ମିଶିଯାଏ ଯେ, ଆପଣଙ୍କୁ ଖୋଜିବାରେ ବହୁତ ସମସ୍ୟା ହୋଇଥାଏ। ଜିନିୟସ ଲୋକମାନେ ମଧ୍ୟ ଖୋଜିବାରେ ବହୁତ ଅସମର୍ଥ ହୋଇଯାଆନ୍ତି।

ଜଙ୍ଗଲରେ ଲୁଚି ରହିଛି ଗଧିଆ, କଣ ଆପଣ ଦେଖିପାରୁଛନ୍ତି?:-

ଏହି ଫୋଟୋକୁ ଧ୍ୟାନର ସହକାରେ ଦେଖନ୍ତୁ। ଏହା ଏକ ଜଙ୍ଗଲର ଦୃଶ୍ୟ ଅଟେ। ଏଥିରେ ଆପଣଙ୍କୁ ବହୁତ ସାରା ଗଛ ଦେଖିବାକୁ ମିଳିବ। ଏବେ ଆପଣଙ୍କୁ ମାତ୍ର 20 ସେକେଣ୍ଡ ମଧ୍ୟରେ ହିଁ ଲୁଚି ରହିଥିବା ଗଧିଆକୁ ଖୋଜିବାପାଇଁ ପଡ଼ିବ। ଗଧିଆ ଏତେ ଚତୁର ଅଟନ୍ତି କି, ସେମାନେ ନିଜ ଶିକାରକୁ ପାଇବା ପାଇଁ ଏମିତି ଲୁଚି ବସିଥାନ୍ତି କି, କେହି ଜାଣି ପାରନ୍ତି ନାହିଁ। ଗଧିଆ ବହୁତ ବିଚକ୍ଷଣ ମଧ୍ୟ ହୋଇଥାଆନ୍ତି। ଅଚାନକ ଆକ୍ରମଣ ମଧ୍ୟ କରିଦେଇଥାନ୍ତି।

କଣ ଆପଣଙ୍କୁ ଏହି ଜଙ୍ଗଲରେ ଲୁଚି ରହିଥିବା ଗଧିଆ ନଜର ଆସିଲା? ଟିକେ ଧ୍ୟାନର ସହକାରେ ଦେଖନ୍ତୁ। 20 ସେକେଣ୍ଡ ହୋଇଯାଇଛି ଖୋଜିବାର ଚେଷ୍ଟା ତ କରନ୍ତୁ। ନିଜ ଚେଷ୍ଟା ଉପରେ ଟିକେ ଚାପ ପକାନ୍ତୁ। ଯଦି ଆପଣ ଗଧିଆ ଖୋଜି ନେଉଛନ୍ତି ତାହେଲେ ଆପଣଙ୍କ ନଜର ବହୁତ ତୀକ୍ଷ୍ଣ ଅଟେ।

ଏଠାରେ ଲୁଚି ବସିଛି ଗଧିଆ:-

ଚାଲ ଆମେ ଆପଣଙ୍କୁ ଦେଖାଉଛୁ ଗଧିଆ କେଉଁଠି ଲୁଚିଛି। ଗଧିଆଟି ବାମପାର୍ଶ୍ୱ ପଛପଟ ଏକ ଗଛ କଡ଼ରେ ଲୁଚିଛି। ଧ୍ୟାନର ସହକାରେ ଦେଖିଲେ ଆପଣ ଗଧିଆକୁ ଦେଖିପାରିବେ। ଗଧିଆଟି ଗଛ ମାନଙ୍କ ସହିତ ବହୁତ ସହଜରେ ମିଶି ଯାଉଥିବାରୁ, ଏହା ସହଜରେ ନଜର ଆସେନାହିଁ।

Leave A Reply

Your email address will not be published.