ବଢ଼ିଆ ମୌକା! ଅଧା ଦାମରେ ମିଳୁଛି 1.5 ଟନ LG Window inverter Ac, ଜଲଦି କିଣନ୍ତୁ

0

Get real time updates directly on you device, subscribe now.

LG ଏସି ମାମଲାରେ ବହୁତ ଫିଟ ଅଟେ। ଏଲଜି split କିମ୍ବା window ଏସି ତୁଳନାରେ ବହୁତ ହିଟ ଅଟେ। ଯଦି ଆପଣ ବହୁତ ସମୟ ହେବ ଉଇଣ୍ଡୋ ଏସି କିଣିବାକୁ ମନ ବଳାଇଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ସଠିକ ସମୟ ଅଟେ। କାରଣ ଏଲଜିର ଉଇଣ୍ଡୋ ଏସିରେ ଭାରି ଛାଡ଼ ମିଳୁଛି। ଏହାସହ ବିଜୁଳି ବଞ୍ଚାଇବା ଓ ତ୍ୱରିତ ଶୀତଳତା ପାଇଁ ଏହା ସବୁଠାରୁ ଭଲ ଅଟେ। ଏହା କାରଣ ହେଉଛି କି, ଏଲଜି ଏହା ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସି ଅଟେ।

ଫ୍ଲିପକାର୍ଟରୁ ଆପଣ ଏଲଜିର ଏହି 1.5 ଟନ 5 ଷ୍ଟାର ଉଇଣ୍ଡୋ ସ୍ମାର୍ଟ ଏସି କିଣିବା ଉପରେ ଆପଣଙ୍କୁ 24%ଡିସ୍କାଉଣ୍ଟ ମିଳିଥାଏ। ଏହାର ଏମଆରପି 48,990 ଟଙ୍କା ଅଟେ ଓ ଡିସ୍କାଉଣ୍ଟ ପରେ ଆପଣ ଏହାକୁ36,999 ଟଙ୍କାରେ କିଣିପାରିବେ। ଏହି ଏସିରେ ପୂର୍ବରୁ ହିଁ 11,991 ଟଙ୍କାର ଡିସ୍କାଉଣ୍ଟ ଚାଲୁଛି। ଏହାସହ କେତେକ ବ୍ୟାଙ୍କ ଅଫର୍ସ ମଧ୍ୟ ଏଥିରେ ଲାଗୁ ହୋଇଛି। ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କାର୍ଡ଼ରେ ପେମେଣ୍ଟ କରିବାରେ ଆପଣଙ୍କୁ 5% ଡିସ୍କାଉଣ୍ଟ ମିଳିଥାଏ।

ଏହାସହ ଫ୍ଲିପକାର୍ଟ ପେ ଲେଟର ଜରିଆରେ ପେମେଣ୍ଟ କରିବା ଦ୍ୱାରା 100 ଟଙ୍କାର ସିଧା ଡିସ୍କାଉଣ୍ଟ ମିଳୁଛି। ଏଥିରେ କେତେକ ଅନ୍ୟ ଫିଚର୍ସ ମଧ୍ୟ ସାମିଲ ରହିଛି ଯାହାକି ଅନ୍ୟ ଏସି ଠାରୁ ଏହାକୁ ଭିନ୍ନ କରୁଛି। ଯେମିତିକି ଏହା ସମ୍ପୂର୍ଣ୍ଣ ଭାବରେ ସ୍ଵଚାଳିତ ଅଟେ। ଏଥିରେ ୱାଇଫାଇ କନେକ୍ଟ ର ଅପ୍ସନ ମଧ୍ୟ ଦିଆଯାଇଛି। ଏହା 1.5 ଟନ କ୍ଷମତା ସହିତ ଆସିଥାଏ। ଏହାକୁ 150 ବର୍ଗଫୁଟ ରୁମ ଭିତରେ ସ୍ଥାପିତ କରାଯାଇଥାଏ। ଏଥିରେ ଅଟୋ ରିଷ୍ଟାର୍ଟ ର ବିକଳ୍ପ ମଧ୍ୟ ରହିଛି।

ଏଲଜି ଉଇଣ୍ଡୋ ଏସି ଉପରେ ଥରେ ତାପମାନ ସେଟ ହେବାପରେ ଆଉଥରେ କୌଣସି କାମ ଏଥିରେ ହୋଇନଥାଏ, ଏହା ଆପେଆପେ ସେଟ ହୋଇଯାଏ। ଏହାଉପରେ 10 ଦିନର ରିପ୍ଲେସମେଣ୍ଟ ପଲିସି ମଧ୍ୟ ଲାଗୁ ହୋଇଛି। ଏଥିରେ ଜିଏସଟି ଛାଡ଼ ମଧ୍ୟ ଦିଆଯାଇଥାଏ ଏଥିରେ ଏଲଜିର ଡୁଆଲ ଇନ୍ଭର୍ଟର କମ୍ପ୍ରେସର ମଧ୍ୟ ସାମିଲ ରହିଛି। ଯାହାକି ଅଧିକ କୁଲିଂ କରିଥାଏ। ଏହାକୁ 5 ଷ୍ଟାର ବିଇଇ ରେଟିଂ ମଧ୍ୟ ମିଳିଛି।

Leave A Reply

Your email address will not be published.