ଗୋଟିଏ ଲୋକ ଲିଙ୍ଗରେ ପୁରାଇ ଦେଲେ୧୮ ସେମି ଲମ୍ବା ତାର ଆସନ୍ତୁ ଜାଣିବା କାରଣ କଣ ?

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଆମ ପଡସି ଦେଶ ପାକିସ୍ତାନ ରେ,ଜଣେ ବୁଢା ଲୋକ ତାଙ୍କ ର ପରିସ୍ରା ରେ କିଛି ଅସୁବିଧା ଯାହା ସେ ବହୁତ କଷ୍ଟ ପାଉଥିଲ।ଏହି ବୃଦ୍ଧ ଜଣକ ପରିସ୍ରାରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଥିଲେ, ଯାହାଫଳରେ ତାଙ୍କ ଜୀବନ ବିପଦରେ ପଡିଗଲା ।ସେ କାହା କୁ କିଛି ନପଚାରି ଏମିତି କାମ କରିଛନ୍ତି ।

ବହୁତ ଦିନ ହୋଇଯିବ ତାଙ୍କ ଲିଙ୍ଗରେ ଅସୁବିଧା ଥିଲା ପ୍ରରିଶ୍ର କଲେ କଷ୍ଟ ହଉଥିଲା ।ସେ ସେହି କଷ୍ଟ ରୁ ମୁକ୍ତି ପାଇବା ପାଇଁ ସେ ଭାବିଲେ କି ମୁଁ ପରିସ୍ରା କୁ ବନ୍ଦ କରିଦେଲେ ସବୁ ଠିକ ହୋଇଯିବ ତେଣୁ ସେ ଲିଙ୍ଗରେ ଇଲେକ୍ଟ୍ରିକ୍ କେବୁଲ ଭର୍ତ୍ତି କରିଥିଲେ ।ଯାହା ସେ ବହୁତ ଅସୁବିଧା ରେ ସମ୍ମୁଖିନ ହାଇଥିଲେ ।ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ କୁ ନିଅ ଗଲା ଡାକ୍ତର ଦେଖି ପଚାରିଲେ ଏସବୁ ସବୁ କିଏ କରେ ।ତା ପରେ ବହୁତ କଷ୍ଟ ରେ ସେ ଲିଙ୍ଗରୁ ୧୮ ସେଣ୍ଟିମିଟର ଲମ୍ବା କେବୁଲ ବାହାର କରିଥିଲେ ।କହିବା ଅନୁସାରେ ପାକିସ୍ତାନ ରେ ଗୋଟେ ଲୋକ ୫୬ ତା ର ବୟସ ଯାହା ତାର କିଛି ଦିନ ହବ ଲିଙ୍ଗ ଜନିତ ଅସୁବିଧା ଯାହା ସେ ବହୁତ କଷ୍ଟ ପାଉଥିଲେ ।ତେଣୁ ସେ ଭାବିଲେ ବନ୍ଦ କରିବା ପାଇଁ ତେଣୁ ସେ ନିଜ ମୂତ୍ରାଶୟରେ ୧୮ ସେମି ଲମ୍ବା ତାର ପୂରାଇଦେଇଥିଲେ, କିନ୍ତୁ ତାହା ଅଧିକ ଭିତରକୁ ପଶିଯାଇଥିଲା ।

ଏହି ଘଟଣା ପରେ ବୃଦ୍ଧଙ୍କୁ କରାଚିସ୍ଥିତ ଅୱାସି ମେଡିକାଲରେ ଭର୍ତ୍ତି କରାଯାଇଥିଲ। ଡାକ୍ତର କହିବା ଅନୁସାରେ ତାର ଟି ଲିଙ୍ଗ ଭିତରକୁ ଅଧିକାର ପଶିଯାଇଛି ଯାହା ସେଠା ରେ ରକ୍ତ ଜମା ହୋଇଯାଇଛି ।ଆଉ ସେମାନେ କେମେରା ପୂରାଇବାକୁ ଯୋଜନା କରିଥିଲେ । କିନ୍ତୁ, ତାରର ଗୋଟିଏ ପାଖ ଭାଗ ବୃଦ୍ଧ ମୂତ୍ରାଶୟକୁ ବିସ୍ତାର କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ଡାକ୍ତରମାନେ ଚିମୁଟା ସାହାଯ୍ୟରେ ମୂତ୍ରାଶୟରେ ଫସି ରହିଥିବା ତାରକୁ ବାହାର କରିଥିଲେ ।ତେଣୁ ଏବେ ତାଙ୍କ ଜୀବନ କୁ ମଧ୍ୟ ବିପଦ ଅଛି ।

Leave A Reply

Your email address will not be published.