ଲମ୍ପଟ ସ୍ୱାମୀର ଅସଲ ମୁଖା ଖୋଲିଦେଲେ ସ୍ତ୍ରୀ

0

Get real time updates directly on you device, subscribe now.

ଆମ ସମାଜ ରେ ଏବେ ଅନେକ ଆଶ୍ଚର୍ଯ୍ୟଜନକ ଘାଟଣା ଦେଖିବା କୁ ମିଳୁଛି। ତେବେ ଆଜି କାଲି ଲଭ , ସେକ୍ସ ଏସବୁ ଅଧିକ ମତ୍ରା ରେ ଦେଖିବା କୁ ମିଳୁଛି। ଖାଲି ସେତିକି ନୁହଁ ବିବାହିତ ମହିଳା ବା ପୁରୁଷ ମାନଙ୍କ କ୍ଷେତ୍ର ରେ ଏହା ଅଧିକ ଦେଖିବା କୁ ମିଳୁଛି। ଜଣ ଙ୍କୁ ବିବାହ କରି ସରିବା ପରେ ଅନ୍ୟ ଜଣା ଙ୍କ ସହ ରିଲେସନ୍ ରେ ରହୁଛନ୍ତି। ତେବେ ଏହା ଆଇନ ଅନୁସାରେ ଅପରାଧ ।

କିନ୍ତୁ ଆଜି ର ଏହି ଯୁଗ ଯେତେ ଆଗକୁ ଯାଉଛି , ସମାଜ ରେ ଲୋକ ମାନେ ସେତେ ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି। ତେବେ ସେମିତି ଏକ ଘଟଣା ଦେଖିବା କୁ ମିଳିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ।ଅନ୍ତର୍ଗତ ନଟାପଡା ଗ୍ରାମର ନରେନ୍ଦ୍ର ବିଦାନ୍ତ, ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ତେବେ ସେ ଆଗରୁ ଜଣା ଙ୍କୁ ବିବାହ କରିଥିଲେ। କିନ୍ତୁ ବାହାରେ ରହିବ ସମୟ ରେ ରାୟଗଡ଼ା ଜିଲ୍ଲା ର ସୋନାଲି ଙ୍କୁ ଭଲ ପାଇ ଥିଲେ। ଆଉ ଦୁଇ ଜଣ ଙ୍କ ମଧ ରେ ଶାରୀରିକ ସମ୍ପର୍କ ରହି ଥିଲା।ତେବେ ନରେନ୍ଦ୍ର ସୋନାଲି କୁ ବିବାହ କରିବେ ବୋଲି କିହି ଥିଲେ। ଆଉ କିଛି ଦିନ ପରେ ସେମାନେ ରାୟଗଡ଼ା ଆସି ଏକ ଶିବ ମନ୍ଦିର ରେ ବିବାହ କରିଥିଲେ। ତେବେ ବିବାହ ପରେ ନରେନ୍ଦ୍ର ଶଶୁର ଘରେ ରହୁ ଥିଲେ। କିନ୍ତୁ କିଛି ଦିନ ପରେ ନିଜ ଘର କୁ ଯାଉଛି କହି ବହୁତ ଦିନ ପର୍ଯ୍ୟନ୍ତ ଫେରି ନ ଥିଲେ କିମ୍ବା ଫୋନ ମଧ୍ୟ ଉଠାଉ ନ ଥିଲେ। ତେବେ ସେହି ସମୟ ରେ ସୋନାଲି ୩ ମାସ ର ଗର୍ଭବତି ଥିଲେ। ତେଣୁ ସେ ସ୍ୱାମୀ କୁ ଖୋଜିବା ପାଇଁ ତାଙ୍କ ଘର କୁ ଚାଲି ଗଲେ ।

ଆଉ ସେଥି ପହଁଚିବା ପରେ ଯାହା ଜାଣିଲେ। ତାହା ସେ ଆଗରୁ କେବେ ଭାବି ନ ଥିଲେ। ନରେନ୍ଦ୍ର ଆଗରୁ ଅନ୍ୟ ଜଣା ଙ୍କୁ ବିବାହ କୋରିଥିଲ୍ର୍। ଆଉ ତାଙ୍କର ଗୋଟିଏ ୬ ବର୍ଷ ର ପୁଅ ମଧ୍ୟ ରହିଛି। ତେବେ ଏହା ଶୁଣିବା ପରେ ସୋନାଲି ଥାନା ରେ ଅଭିଯୋଗ କରିଥିଲେ।ଖଇରା ପୋଲିସ ନରେନ୍ଦ୍ରଙ୍କୁ ରବିବାର ରାତିଅଧିଆ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତେବେ ସୋନାଲି ଗର୍ଭବତି ଥିବାରୁ ସ୍ୱାମୀ ପାଖରେ ରହିବା କୁ ଚାଁହୁ ଥିଲେ। କିନ୍ତୁ ଆଇନ ଦୃଷ୍ଟି ରୁ ଦୁଇଟି ସ୍ତ୍ରୀ ରହିବା ଅପରାଧ ।

Leave A Reply

Your email address will not be published.