Trending Proposal: ଯୁବତୀଙ୍କୁ ପ୍ରପୋଜ କରିବାକୁ ଯାଉଥିଲେ ଏହି ବ୍ୟକ୍ତି, ତାପରେ ଏମିତି କିଛି ହେଲା ଯେ ଉଡ଼ିଗଲା ହୋସ

0

Get real time updates directly on you device, subscribe now.

Entertaining Viral Video On Instagram: ହାତରେ ମୁଦି ଏବଂ ସୁନ୍ଦର୍ ଫୁଲର ବୁକେ ନେଇ ଜଣେ ଯୁବକ ବହୁତ୍ ଆଶାରେ ନିଜ ସାଙ୍ଗକୁ ପ୍ରପୋଜ କରିବାପାଇଁ ତାଙ୍କ ଘରେ ଅଚାନକ ପହଞ୍ଚି ଯାଆନ୍ତି । ଯୁବତୀଙ୍କୁ ସୋଫା ଉପରେ ଆରାମରେ ଶୋଇଥିବାର ଦେଖାଯାଇପାରେ ।

ଯୁବକଙ୍କର ଉଡ଼ିଗଲା ହୋସ :-

ଯୁବକ ଜଣକ ଆସି ନିଜ ପ୍ରେମକୁ ପ୍ରକାଶ ଅର୍ଥାତ୍ ପ୍ରପୋଜ୍ କରିବାକୁ ଯାଇଛି କି ନାଇ ଏତିକିରେ ଯୁବତୀ ଏମିତି କିଛି କରିଦିଅନ୍ତି ଯେ ବିଚରାର ହୋସ ଉଡିଯାଏ । ତାଙ୍କର ପ୍ରପୋଜାଲ ଗୋଟିଏ କମେଡି ସିନରେ ବଦଳିଯାଏ । ପୁରା ମାମ-ଲା ଜାଣିବା ପୂର୍ବରୁ ଇନ୍ଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭାଇରାଲ ଭିଡିଓକୁ ଥରେ ନିଶ୍ଚିତ ଭାବେ ଦେଖନ୍ତୁ ।

ଦେଖନ୍ତୁ ଭିଡିଓ :-

View this post on Instagram

A post shared by Meemlogy (@meemlogy)

ଚୁପଚାପ ସେଠାରୁ ଯିବାକୁ ଲାଗିଲେ ଯୁବକ :-

ଯୁବତୀଙ୍କ ନିଦ ଭାଙ୍ଗିବା ମାତ୍ରେ ହିଁ ସେ ଗ୍ୟାସ ଛାଡି ଦିଅନ୍ତି । ଏପରି ପରିସ୍ଥିତିରେ ଯୁବତୀଙ୍କୁ ହୁଏତ ହାଲକା ଅନୁଭବ ହୁଏ, କିନ୍ତୁ ଯୁବକଙ୍କର ଅବସ୍ଥା ଦେଖିଲା ଭଳି ହୋଇଯାଏ । ଯୁବକ ଜଣକ ଚୁପଚାପ୍ ସେଠାରୁ ପ୍ରାପୋଜ ନ କରି ଚାଲିଯାଏ । ଏହି ଭିଡିଓକୁ ଦେଖି ଲୋକମାନେ ନିଜର ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି । ଚିନ୍ତାର ବିଷୟ ଏହା ଯେ ଏପରି ହେବାରୁ ଯୁବକଙ୍କ ପ୍ରାପୋଜ୍ କରିବାର ସ୍ବପ୍ନ ହିଁ ଭାଙ୍ଗି ଯାଇଥିବ । ଯୁବତୀଙ୍କୁ ସରପ୍ରାଇଜ ଦେବାକୁ ଯାଉଥିବା ଯୁବକ ନିଜେ ଡିପ୍ରେସନକୁ ଚାଲିଗଲା ।

ଭିଡିଓ ହେଉଛି ଭାଇରାଲ :-

ଏହି ଭିଡ଼ିଓକୁ ଦେଖି ଅନେକ ସୋସିଆଲ ମିଡ଼ିଆ ୟୁଜର ଖୁବ୍ ଏଣ୍ଟରଟେନ୍ ହେଉଛନ୍ତି । ଏହି ଭିଡିଓକୁ କିଛି ସମୟ ମଧ୍ୟରେ 1,87,000 ରୁ ଅଧିକ ଲୋକ ଲାଇକ କରିଛନ୍ତି । କେବଳ ଏତିକି ନୁହେଁ, ଅନେକ ଲୋକ ଏହି ଫନି ପରିସ୍ଥିତିକୁ ମଜାକ ମଧ୍ୟ ଉଡ଼ାଉଥିବାର ଦେଖାଯାଇଛି । ୟୁଜର ମାନେ ବିଭିନ୍ନ ପ୍ରକାରର ମଜାଳିଆ ରିଆକ୍ସନ୍ ଦେଉଛନ୍ତି ।

Leave A Reply

Your email address will not be published.