ହିରୋର ଏହି ଅଫର ଜିତୁଛି ଲୋକମାନଙ୍କ ହୃଦୟ,କେବଳ ୨୫୦୦୦ ଟଙ୍କାରେ କିଣନ୍ତୁ Splendor Bike , ଜାଣନ୍ତୁ କେମିତି କଣ କିଣିବେ ?

0

Get real time updates directly on you device, subscribe now.

କରୋନା ଭାଇରସ ସଂକ୍ରମଣ ସମୟରେ କେବଳ ସାଧାରଣ ଲୋକଙ୍କ ଜୀବନ ନୁହେଁ ବରଂ କାରବାର ଜଗତକୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଯାହାକୁ ପୁରା କରିବାକୁ ପ୍ରତ୍ୟେକ କଠୋର ପ୍ରୟାସ କରିବାରେ ଲାଗିଛନ୍ତି। ଅଟୋମୋବାଇଲ କମ୍ପାନୀର ଅବସ୍ଥା ମଧ୍ୟ ଭେଣ୍ଟିଲେଟର ପରି ନଜର ଆସୁଛି।

ଅଟୋମୋବାଇଲ କମ୍ପାନୀ ଗୁଡ଼ିକ ନିଜର ଆମଦାନୀ ବଢ଼ାଇବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ଅଫର ନେଇଆସୁଛନ୍ତି କାରଣ ଆର୍ଥିକ ସ୍ଥିତି ଯେମିତି ସୁଧୁରିବ। ଏହାମଧ୍ୟରେ ହିରୋ ନିଜର ବାଇକକୁ ଏତେ ଶସ୍ତା କରିଦେଇଛି କି, ଯେଉଁଥିରେ ଆପଣଙ୍କ ବାଇକ କିଣିବାର ସ୍ୱପ୍ନ ସାକାର ହୋଇଯିବ। ହିରୋ ବାଇକ କିଣିଲେ ଏବେ ଆପଣଙ୍କୁ ଏକ ବଡ଼ ଫାଇଦା ମିଳିବାକୁ ଯାଉଛି। ଆପଣ ଏଥିରେ ବିଳମ୍ବ କରନ୍ତୁ ନାହିଁ।

ମାତ୍ର ଏତିକି ଟଙ୍କାର ବାଇକ କିଣନ୍ତୁ:-

ହିରୋ ମୋଟକାର୍ପର ପପୁଲାର ବାଇକ ହିରୋ ସ୍ପେଣ୍ଡର ପ୍ଲସ ନିଜର ମାଇଲେଜ ସହିତ ନିଜର ଷ୍ଟାଇଲିଶ ଲୁକ ପାଇଁ ମଧ୍ୟ ଜଣାଯାଇଥାଏ। ଯଦି ଆପଣ ଏହାକୁ ଶୋ-ରୁମରୁ କିଣୁଛନ୍ତି ତାହେଲେ ଆପଣଙ୍କୁ 70-72 ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଯଦି ଆପଣଙ୍କ ପାଖରେ ଏତେ ଟଙ୍କା ନାହିଁ ତାହେଲେ ଆପଣ ଅଫର୍ସ ଜରିଆରେ ଏହାକୁ 25,000 ଟଙ୍କା ଦେଉ କିଣିପାରିବେ।

ଯଦି ଆପଣ ହିରୋର ଏହି ସ୍ପେଣ୍ଡର ପ୍ଲସ ବାଇକକୁ ଶସ୍ତାରେ ନେବାକୁ ଚାହାଁନ୍ତି ତାହେଲେ ସେକେଣ୍ଡ ହ୍ୟାଣ୍ଡ ବାଇକ ୱେବସାଇଟ Quikr ରେ ଆପଣଙ୍କୁ ଏହି ବାଇକର 2012 ମଡେଲ ମିଳୁଛି ଯାହାକୁ ଆପଣ 15,000 ଟଙ୍କାରେ କିଣିପାରିବେ। ଏହାସହ କୌଣସି ଫାଇନାନ୍ସ ଓ ଅନ୍ୟ ଅଫର୍ସର ମିଳିବନାହିଁ।

ଅନ୍ୟ ଅଫରଟି CARANDBIKE ୱେବସାଇଟରୁ ଆସିଛି। ଏହି ବାଇକର 2014 ମଡେଲ ଏଠାରେ ଲିଷ୍ଟ କରାଯାଇଛି। ଯାହାର ଦାମ 18,000 ଟଙ୍କା ରଖାଯାଇଛି ଓ ଏହାସହ କୌଣସି ପ୍ଲାନ କିମ୍ବା ଅଫର୍ସ ଦିଆଯିବନାହିଁ।

ତୃତୀୟ ଅଫରଟି DROOM ୱେବସାଇଟରୁ ଆସିଛି। ଏଥିରେ ବାଇକ ର 2013 ମଡେଲ ଲିଷ୍ଟ କରାଯାଇଛି ଯାହାକି ଆପଣଙ୍କୁ 25,000 ଟଙ୍କା ପଡ଼ିବ ଓ ଏଥିରେ ଆପଣଙ୍କୁ ଫାଇନାନ୍ସ ମଧ୍ୟ ମିଳିଯିବ।

Leave A Reply

Your email address will not be published.