ଅଜବ ପ୍ରେମର ଗଜବ କାହାଣୀ ! ଏକ କାରକୁ ପ୍ରେମ କରି ବସିଲା ଯୁବକ, ଆଉ ଶାରିରୀକ ସମ୍ଵନ୍ଧ ବନାଇଥିବାର ମଧ୍ୟ କରୁଛି ଦାବି

0

Get real time updates directly on you device, subscribe now.

ଏହି ଦୁନିଆ ଅଜବ-ଗଜବ ଲୋକଙ୍କ ମଧ୍ୟରେ ଘେରି ରହିଛି ଓ ଆପଣଙ୍କୁ ପ୍ରତ୍ୟେକ ଦିନ କିଛି ନା କିଛି ଦେଖିବାକୁ ମିଳିଯିବ। ଯେଉଁଥିରେ ଆପଣ ଭାବିବାକୁ ବାଧ୍ୟ ହୋଇଯିବେ କି, କଣ ସତରେ ଏହା ହୋଇଥାଏ? ଏହି ସମୟରେ ପୁଣି ଏକ ଅଜବ କାହାଣୀ ସାମ୍ନାକୁ ଆସିଛି। ବହୁତ ସାରା ଲୋକଙ୍କୁ କାର ପସନ୍ଦ ଆମେ ସମସ୍ତେ ଜାଣିଛେ କଣ ଆପଣ ଜାଣନ୍ତି ଜଣେ ବ୍ୟକ୍ତି କାରକୁ ପସନ୍ଦ କରିବା ସହିତ କାର ସାଙ୍ଗରେ ଫିଜିକାଲ ମଧ୍ୟ ହୋଇଛି। ଯାହାକି ବହୁତ ହଇରାଣ କରି ଦେବାଭଳି ଘଟଣା ଅଟେ।

କାର ସହିତ ହେଲା ପ୍ରେମ:

27 ବର୍ଷୀୟ ନାଥେନିଏଲଙ୍କ କହିବାହେଲା ସେ ନିଜର 1998 ମସିହା ଶେଭି ମଣ୍ଟେ କାର୍ଲେ କାର ସହିତ ରିଲେଶନସିପରେ ରହିଛି। ସେ କାର କୁ ବହୁତ ଭଲ ପାଉଥିବାରୁ କହିଥିଲେ। 2005 ମସିହାରେ ସେ ଏହି କାରକୁ ଜଣେ ଡ଼ିଲରଙ୍କ ଠାରୁ କିଣିଥିବାର କହିଥିଲେ। ତାଙ୍କର କହିବାହେଲା କାର କୁ ଦେଖିବା କ୍ଷଣୀ ତାଙ୍କୁ କାର ସହିତ ପ୍ରେମ ହୋଇଗଲା ଓ ସେ କାର ସହିତ ରିଲେସନସିପରେ ଆସିଥିଲେ।

କାର ସହିତ ଫିଜିକାଲ ରିଲେସନ:-

ଏହାସହ ସେ ଦାବି କରି କହିଛନ୍ତି କି, ସେ ବହୁତବାର କାର ସହିତ ଫିଜିକାଲ ହୋଇସାରିଛନ୍ତି। ତାଙ୍କର କହିବାହେଲା ସେ ନିଜ କାର ସହିତ ସିରିୟସ ରିଲେସନରେ ରହିଛନ୍ତି। ଏକ ଫୋଟୋରେ ନାଥେନିଏଲ ନିଜ କାରକୁ ଆଉଁସିବାର ଓ କିସ କରିବାର ସାମ୍ନାକୁ ଆସିଥିଲା। ନାଥେନିଏଲଙ୍କ କହିବା ହେଲା ଯେତେବେଳେ ସେ ଏହି କାରକୁ ପ୍ରଥମଥର ଦେଖିଥିଲେ ସେତେବେଳେ ତାଙ୍କୁ ପ୍ରଥମ ନଜରରେ ହିଁ ପ୍ରେମ ହୋଇଯାଇଥିଲା।

କାର ସହିତ କଥାବାର୍ତ୍ତା ହୁଅନ୍ତି:-

ନାଥେନିଏଲ ନିଜ କାରକୁ ଚେସ ନାମରେ ଡ଼ାକିଥାନ୍ତି ଓ ସେ ନିଜର କାର ସହିତ ଟେଲିପାଥି ଜରିଆରେ କଥାବାର୍ତ୍ତା ହୁଅନ୍ତି। ଲୋକଙ୍କୁ ନିର୍ଜୀବ ବସ୍ତୁ ଭଲ ଲାଗିଥାଏ କିନ୍ତୁ ଯେଉଁ ଲୋକଙ୍କୁ ନିର୍ଜୀବ ବସ୍ତୁ ସହିତ ଇମୋଶନାଲ ଓ ଫିଜିକାଲ ହେବାର ଦେଖାଯାଇଥାଏ ସେହିପରି ଲୋକଙ୍କୁ ‘ଆବଜେଟୋଫିଲିଆ’ କୁହାଯାଇଥାଏ।

Leave A Reply

Your email address will not be published.