ଯଦି ଚାକିରୀ ଚାଲିଯିବାର ଭୟ ରହୁଛି ତାହେଲେ ଘରେ ବସି ଆରମ୍ଭ କରନ୍ତୁ ଏହି ୩ଟି ସାଇଡ଼ ବିଜନେସ,ହେବ ଶାନଦାର ରୋଜଗାର,ଜାଣନ୍ତୁ ସମସ୍ତ ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

ଯଦି ଆପଣ ଚାକିରୀ ସହିତ ନିଜର ସାଇଡ଼ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଖବରଟି ଖାଆସ ଆପଣଙ୍କ ପାଇଁ ଅଟେ। କାରଣ ଆମେ ଆଜି ଆପଣଙ୍କ ପାଇଁ ଏମିତି ବିଜନେସ ଆଇଡ଼ିଆ ନେଇଆସିଛୁ ଯାହାକୁ ଆପଣ କମ ଟଙ୍କାରୁ ଆରମ୍ଭ କରିପାରିବେ। ପ୍ରତ୍ୟେକ ବିଜନେସର ନିଜର ଫାଇଦା ଓ କ୍ଷତି ରହିଥାଏ। କୌଣସି ବିଜନେସର ଆରମ୍ଭରୁ ଆପଣଙ୍କୁ ଧୈର୍ଯ୍ୟ ଓ ଇଛାଶକ୍ତି ରଖିବାକୁ ଆବଶ୍ୟକ।

କାରଣ ଯଦି ଆପଣ ଭାବୁଥାନ୍ତି ବିଜନେସ ଆରମ୍ଭ କରିବା କ୍ଷଣୀ ହିଁ ଆପଣ ହିଟ ହୋଇଯିବେ ଓ ପ୍ରଥମ ମାସରୁ ହିଁ ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ଲାଗିବେ ତାହା ଅସମ୍ଭବ। ଏହା ଏଥିପାଇଁ କାରଣ ମାର୍କେଟରେ ପୂର୍ବରୁ ହିଁ ଭିଡ଼ ରହିଛି ଓ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ମୁକାବିଲା କରିବାକୁ ପଡ଼ିବ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ସଫଳ ବିଜନେସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ବହୁତ କମ ଟଙ୍କାରୁ ଆରମ୍ଭ କରିପାରିବେ।

କୁକରି କ୍ଳାସେସ:-

ଯଦି ଆପଣଙ୍କୁ ଖାଦ୍ୟ ବନାଇବା ପସନ୍ଦ ତାହେଲେ ଆପଣ କୁକରି କ୍ଲାସ ଆରମ୍ଭ କରିପାରିବେ। ଆପଣ ଲୋକଙ୍କୁ ଖାଦ୍ୟ ଶିଖାଇବା ଆରମ୍ଭ କରିପାରିବେ। ଖାଆସ କରି ଭାରତୀୟ ଖାଦ୍ୟ ଭାରତ ସହିତ ବିଦେଶରେ ମଧ୍ୟ ପ୍ରସିଦ୍ଧ ଅଟେ। ଗୋଟିଏ ବ୍ଲଗ ଆପଣ ବନାଇ ପାରିବେ ଓ ଅନ୍ୟକୁ ଖାଦ୍ୟ ବନାଇବା ଶିଖାଇ ପାରିବେ।

ଡ଼୍ୟାନ୍ସ ସେଣ୍ଟର:-

ଯଦି ଆପଣ ଏକ ଭଲ ଡ଼୍ୟାନ୍ସର କିମ୍ବା କୋରିଓଗ୍ରାଫର ଅଟନ୍ତି ତାହେଲେ ଆପଣ ଏକ ଡ଼୍ୟାନ୍ସ ସେଣ୍ଟର ଖୋଲିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କାର ସମସ୍ୟା ରହିଛି ତାହେଲେ ଆପଣ ଅନଲାଇନ ଲୋକଙ୍କୁ ଡ଼୍ୟାନ୍ସ ଶିଖାଇ ପାରିବେ। ବର୍ତ୍ତମାନ ସମୟରେ ଡ୍ୟାନସିଂ କ୍ରେଜ ବହୁତ ମାତ୍ରାରେ ବଢ଼ିଯାଇଛି।

Home Bakery:-

ଲୋକମାନେ ଆଜିକାଲି ସ୍ୱଚ୍ଛ ଓ ପରିଷ୍କାର ବେକିଙ୍ଗ ଆଇଟମ ପସନ୍ଦ କରୁଛନ୍ତି। ଯଦି ଆପଣଙ୍କ ପାଖରେ ବେକିଙ୍ଗ ସ୍କିଲ ଅଛି ତାହେଲେ ଆପଣ ନିଜର ଏହି ଶୋଉକକୁ ଏକ ପ୍ରଫେସନରେ ବଦଳାଇ ପାରିବେ। ଏହି ବିଜନେସରେ ଆପଣଙ୍କୁ ନିବେଶ କରିବାର ଆବଶ୍ୟକତା ନାହିଁ କାରଣ ଅର୍ଡର ମିଳିବାପରେ ଜିନିଷ ପ୍ରସ୍ତୁତ କରାଯାଇଥାଏ। ଆପଣଙ୍କୁ କେବଳ କଞ୍ଚାମାଲର ଆବଶ୍ୟକତା ହିଁ ପଡ଼ିବ। ସୋସିଆଲ ମିଡ଼ିଆ ଜରିଆରେ ଆପଣ ନିଜ ପ୍ରଡକ୍ଟର ପ୍ରଚାର ମଧ୍ୟ କରିପାରିବେ।

Leave A Reply

Your email address will not be published.