ମାସକୁ ସହଜରେ ରୋଜଗାର କରନ୍ତୁ 30,000 ଟଙ୍କା, ସ୍ତ୍ରୀକୁ 30 ବର୍ଷ ହୋଇଥିବା ଜରୁରୀ, ଏହିପରି ମିଳିବ ଫାଇଦା

0

Get real time updates directly on you device, subscribe now.

ଏହି ମୁଦ୍ରାସ୍ଫୀତି ଯୁଗରେ ସଞ୍ଚୟ କରିବା ବହୁତ୍ କଷ୍ଟକର ହୋଇପଡେ । ଲୋକମାନେ କଠିନ ପରିଶ୍ରମ କରି ସଞ୍ଚୟ କରନ୍ତି । ଯାହାଫଳରେ ଅସୁବିଧା ସମୟରେ ତାଙ୍କ ସଞ୍ଚୟ କାମରେ ଲାଗିଥାଏ । ଅନେକ ଲୋକ ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇବା ପାଇଁ ବିଭିନ୍ନ ପଦ୍ଧତିର ସାହାଯ୍ୟ ନେଇ ଏହି ସଞ୍ଚୟର ଲାଭ ଉଠାଇପାରିବେ ।

ତେବେ ସେହିପରି କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ସରକାରୀ ଯୋଜନାରେ ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇବାକୁ ଆଗ୍ରହୀ ଥାଆନ୍ତି । କାରଣ ସରକାରୀ ଯୋଜନାରେ ବିନିଯୋଗ ଗୋଟିଏ କମ୍ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁଥିରେ ଆପଣ ପ୍ରତି ମାସରେ 45 ହଜାର ଟଙ୍କା ରୋଜଗାର କରିବା ପରେ ବିନିଯୋଗ କରିପାରିବେ ଏବଂ ଲାଭ ନେଇପାରିବେ ।

କଣ ଏହି ନ୍ୟୁ ପେନ୍ସନ ସ୍କିମ ?

ସାଧାରଣ ଲୋକମାନେ ଭାବନ୍ତି ଯେ ସବୁବେଳେ ସରକାରୀ ସ୍କିମରେ ହିଁ ସଞ୍ଚୟ କରିବା ଉଚିତ୍ । ଯାହାଦ୍ଵାରା ପଇସା ସୁରକ୍ଷିତ ରୁହେ ଏବଂ
ରିଟର୍ଣ୍ଣ ମଧ୍ୟ ଭଲ ମିଳିଥାଏ । ଭାରତ ସରକାରଙ୍କ ଦ୍ଵାରା ଗୋଟିଏ ଯୋଜନା କରାଯାଇଛି, ଯାହାର ନାମ ହେଉଛି ନ୍ୟୁ ପେନ୍ସନ ସ୍କିମ(NPS) । ଏହି ଯୋଜନାରେ ଆପଣ କିପରି ଆବେଦନ କରିପାରିବେ, ଆସନ୍ତୁ ଆପଣଙ୍କୁ ଏ ବିଷୟରେ ସବୁକିଛି କହିବା ।

ଏହି ଯୋଜନାରେ ଭାଗ ନେବାକୁ ହେଲେ ଆପଣଙ୍କ ସ୍ତ୍ରୀଙ୍କୁ 30 ବର୍ଷ ବୟସ ହୋଇଥିବା ଜରୁରୀ ଅଟେ । ଏହି ଯୋଜନା ଅଧୀନରେ, ଆପଣଙ୍କ ସ୍ତ୍ରୀଙ୍କ ନାମରେ ମାସକୁ ମାତ୍ର 1000 ଟଙ୍କା ଜମା କରି ଗୋଟିଏ NPS ଆକାଉଣ୍ଟ ଖୋଲିବା ଅତି ସହଜ ହୋଇଥାଏ । କୁହାଯାଉଛି 60 ବର୍ଷ ବୟସରେ NPS ଆକାଉଣ୍ଟ ପରିପକ୍ୱତା ହେବା ଆରମ୍ଭ ହୋଇଯାଏ ।

ଧରାଯାଉ ଆପଣଙ୍କ ସ୍ତ୍ରୀଙ୍କୁ 30 ବର୍ଷ ବୟସ ହୋଇଛି ଏବଂ ଆପଣ NPS ଆକାଉଣ୍ଟରେ ପ୍ରତିମାସରେ 5000 ଟଙ୍କା ଜମା କରିବା ଜରୁରୀ ଅଟେ । ବର୍ତ୍ତମାନ ଏହି ପୁଞ୍ଜି ବିନିଯୋଗରେ ବର୍ଷକୁ ମନେକର 10% ରିଟର୍ନ କରେ, ତା’ପରେ 60 ବର୍ଷ ବୟସରେ ସମୁଦାୟ 1.12 କୋଟି ଟଙ୍କା ଆପଣଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ଜମା ହୋଇଯାଏ । ଏଥିମଧ୍ୟରୁ ଆପଣଙ୍କୁ 45 ଲକ୍ଷ ଟଙ୍କା ଏକାବେଳେ ମିଳିଯାଏ ଏବଂ ଅବଶିଷ୍ଟ ଟଙ୍କା ଦ୍ଵାରା ପ୍ରତି ମାସରେ 45000 ଟଙ୍କା ପେନ୍ସନ୍ ଭାବରେ ଦିଆଯାଇଥାଏ ।

Leave A Reply

Your email address will not be published.