୧୦୦୦୦ ଟଙ୍କା ଇନଭେଷ୍ଟମେଣ୍ଟ କରି ପାଆନ୍ତୁ ପୁରା ୧୬ ଲକ୍ଷ ଟଙ୍କା,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଟଙ୍କାକୁ ନେଇ କିଏ ଅବା ସଚେତନ ନଥାଏ ଯାହାର ଯେତେ ଟଙ୍କା ତାର ସେତେ ଚିନ୍ତା |କୋଉଠି ରଖିବ କୋଉଠି ରଖିଲେ 2ଗୁଣା ଲାଭ ପାଇବ ସେଇ ଚିନ୍ତାରେ ବିବ୍ରତ ସମସ୍ତେ |କିଏ କେତେ କାମରେ ଆଣି ଲଗେଇବା ପାଇଁ ସଦା ସର୍ବଦା ବିୟସ୍ତ କିଏ ଝିଅର ବାହାଘର କରିବାକୁ ନେଇ ବିୟସ୍ତ ପୁଣି କିଏ ଟିକେ ସୁଧ ବଢ଼ି ବଢ଼ି ଅଧିକ ହେଲେ ଜାଗା କିଣିବ କିଏ ଗାଡି କିଣିବ କିଏ କେତେ ଚିନ୍ତା କରିଥାନ୍ତି |ଏବେ ଆମର ସେଇ ଚିନ୍ତାକୁ ଦୂରୀଭୂତ କରିବା ପାଇଁ ପୋଷ୍ଟଲ ମଧ୍ୟ୍ୟମରେ ଆମ ପାଖକୁ ଆସିଛି ଏକ ନୂଆ ସୁବର୍ନଣ ସୁଯୋଗ ଯାହାକୁ ଥରେ ଆମେ ଖୋଲି ଦେଲା ପରେ ଟଙ୍କା ସୁରକ୍ଷିତ ହି ସୁରକ୍ଷତ ନା ଡର ନା ଭୟ ଟଙ୍କା ଆମର ଚିର ସୁରକ୍ଷ|

*କେମିତି ଆରମ୍ଭ କରିବେ ପୋଷ୍ଟ ଅଫିସ ଆରଡି:-

ପୋଷ୍ଟ ଅଫିସର ଛୋଟ ସଞ୍ଚୟ ଯୋଜନା ଆପଣଙ୍କ ପାଇଁ ସବୁଠାରୁ ଭଲ ହୋଇପାରିବ। ଏଥିରେ ରିସ୍କ ମଧ୍ୟ କମ୍‌ ରହିଛି। ତାସହିତ ରିଟର୍ନ ମଧ୍ୟ ବଢ଼ିଆ ମିଳିଥାଏ |ପୋଷ୍ଟ ଅଫିସ ଆରଡି ଡିପୋଜିଟ ଆକାଉଣ୍ଟ ଭଲ ସୁଧ ଦର ସହିତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗ୍ୟାରେଣ୍ଟୀ ଯୋଜନା। ଏଥିରେ ଆପଣ ପ୍ରାୟ ୧୦୦ ଟଙ୍କାର ଛୋଟ ରାଶିରୁ ବି ନିବେଶର ଆରମ୍ଭ କରିପାରିବେ। ନିବେଶର ଅଧିକତମ ଲିମିଟ୍‌ ନାହିଁ, ଅର୍ଥାତ୍‌ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଏଥିରେ ଇନଭେଷ୍ଟ କରିପାରିବେ |ଏଏହି ଆକାଉଣ୍ଟ 5 ବର୍ଷ ପାଇଁ ଖୋଲା ଯାଇଥାଏ |ବ୍ୟାଙ୍କ ଛଅ ମାସ, ଏକ ବର୍ଷ, ୨ ବର୍ଷ, ୩ ବର୍ଷ ପାଇଁ ରିକରିଙ୍ଗ ଡିପୋଜିଟ୍‌ ଆକାଉଣ୍ଟ ସୁବିଧା ଦେଇଥାଏ।

*କେତେ ଟଙ୍କା ମିଳିବ ସୁଧ:-

ଏଥିରେ ଜମା ଖାତା ଉପରେ ସୁଧ ମିଳିଥାଏ |ପୋଷ୍ଟ ଅଫିସ ଆରଡି ଡିପୋଜିଟ ଆକାଉଣ୍ଟ ଭଲ ସୁଧ ଦର ସହିତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗ୍ୟାରେଣ୍ଟୀ ଯୋଜନା। ଏଥିରେ ଆପଣ ପ୍ରାୟ ୧୦୦ ଟଙ୍କାର ଛୋଟ ରାଶିରୁ ବି ନିବେଶର ଆରମ୍ଭ କରିପାରିବେ। ରିକରିଙ୍ଗ ଡିପୋଜିଟ ସ୍କିମରେ ୫.୮ ପ୍ରତିଶତ ସୁଧ ମିଳୁଛି। ଏହି ନୂଆ ଦର ୧ ଏପ୍ରିଲ ୨୦୨୦ରୁ ଲାଗୁ ହୋଇଛି।

*ଆରଡି ଆକାଉଣ୍ଟ ବିଷୟରେ କିଛି ତଥ୍ୟ:-

ଖାତାରେ ଆପଣଙ୍କୁ ରେଗୁଲାର ଟଙ୍କା ଜମା କରିବାକୁ ପଡିଥାଏ। ଯଦି ଆପଣ ଟଙ୍କା ଜମା କରିପାରିବେନି ତାହେଲେ ଆପଣଙ୍କୁ ପ୍ରତି ମାସ ଏକ ପ୍ରତିଶତ ଜରିମାନା ଦେବାକୁ ହେବ। ୪ଟି କିସ୍ତି ଭରିବା ପରେ ଆପଣଙ୍କ ଖାତାକୁ ବନ୍ଦ କରିଦିଆଯାଏ।ନିବେଶର ଅଧିକତମ ଲିମିଟ୍‌ ନାହିଁ, ଅର୍ଥାତ୍‌ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଏଥିରେ ଇନଭେଷ୍ଟ ମନ ଇଚ୍ଛା କରି ପାରିବେ |ଯେଉଁ ବ୍ୟକ୍ତିର କୌଣସି ଟ୍ୟାକ୍ସେବଲ ଇନକମ୍‌ ନାହିଁ ତାହେଲେ ସେ ଫର୍ମ ୧୫ଜି ଭରି ଟିଡିଏସ ଉପରେ ଛାଡ ପାଇପାରିବେ।ଡିପୋଜିଟ୍‌ ୪୦,୦୦୦ ଟଙ୍କାରୁ ଅଧିକ ତାହେଲେ ୧୦ ପ୍ରତିତଶତ ବାର୍ଷିକ ଦରରେ ଟ୍ୟାକ୍ସ ଲାଗିଥାଏ। ଆରଡିରେ ମିଳୁଥିବା ସୁଧ ଦର ଉପରେ ମଧ୍ୟ ଟ୍ୟାକ୍ସ ଲାଗିଥାଏ। କିନ୍ତୁ ମ୍ୟାଚୁରିଟୀ ଆମାଉଣ୍ଟ ଉପରେ ଟ୍ୟାକ୍ସ ଲାଗିନଥାଏ।

Leave A Reply

Your email address will not be published.