ଜିଓ ୟୁଜର୍ସଙ୍କୁ ପାଇଁ ଖୁସି ଖବର : କେବଳ ୩୯୯ ଟଙ୍କାରେ ୩୩୦୦ GB ଡାଟା ସହିତ ଫ୍ରି କଲିଙ୍ଗର ସୁବିଧା,ଜାଣନ୍ତୁ ଏହିପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Jio Plan under 400: ଯଦି ଆପଣ ମଧ୍ୟ ଗୋଟିଏ ନୂତନ ବ୍ରାଡବ୍ୟାଣ୍ଡ କନେକ୍ସନ୍ ଲଗାଇବା ପାଇଁ ଚିନ୍ତା କରୁଛନ୍ତି, କିନ୍ତୁ ନ୍ୟୁ କନେକ୍ସନ୍ ନେବା ପୂର୍ବରୁ ସବୁ କମ୍ପାନୀର ପ୍ଲାନ୍ ଦେଖୁଛନ୍ତି ? ତେବେ ଆମେ ଆଜି ଆପଣଙ୍କ ପାଇଁ ଏମିତି ଗୋଟିଏ ଶସ୍ତା JioFiber Plan ବାହାର କରି ଆଣିଛି, ଯାହା 400 ଟଙ୍କାରୁ କମରେ ଆପଣଙ୍କୁ 3300GB ଡାଟା ଅଫର କରିବ । ଆଜ୍ଞା ହଁ, ଆପଣ ଠିକ୍ ପଢ଼ିଛନ୍ତି । ତେବେ ଚାଲନ୍ତୁ ଜାଣିବା ତାହା କେଉଁ ପ୍ଲାନ୍ ଅଟେ ଏବଂ ଏହି ପ୍ଲାନ୍ ସହିତ ଆପଣଙ୍କୁ କଣ୍ କଣ୍ ଲାଭ ମିଳିବ ।

JioFiber Plan :-

399 ଟଙ୍କା ମୂଲ୍ୟ ଥିବା ଏହି ପ୍ଲାନ୍ ସହିତ ୟୁଜରଙ୍କୁ 30Mbps ର ଫାଷ୍ଟ ସ୍ପିଡ ସହିତ ଅନଲିମିଟେଡ ଡାଟା ଅଫର କରାଯାଉଛି । ଡାଟା ବ୍ୟତୀତ ଏହି ପ୍ଲାନ୍ ସହିତ ୟୁଜରଙ୍କୁ ଅନଲିମିଟେଡ କଲିଙ୍ଗ ସୁବିଧା ମିଳିବ ।

ଏଠାରେ ଗୋଟିଏ ମୁଖ୍ୟ କଥା ହେଉଛି ଯେ ଏହି ପ୍ଲାନ୍ ସହିତ ୟୁଜରଙ୍କୁ ଅପଲୋଡ଼ ଏବଂ ଡାଉନଲୋଡ୍ ସ୍ପିଡ ସମାନ ମିଳିବ, ଅର୍ଥାତ୍ ଯଦି ଆପଣ ଏହି ପ୍ଲାନରେ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ 30Mbps ର ଅପଲୋଡ଼ ଏବଂ ଡାଉନଲୋଡ ସ୍ପିଡ ମିଳିବ ।

ଯଦି ଆପଣଙ୍କୁ ମଧ୍ୟ ଏହାର ମୂଲ୍ୟ ଦେଖିବାପରେ ପ୍ଲାନଟି ପସନ୍ଦ ହୋଇଛି ଏବଂ ଆପଣ ମଧ୍ୟ ପ୍ଲାନକୁ ରିଚାର୍ଜ କରିବାପାଇଁ ଚିନ୍ତା କରୁଛନ୍ତି, ତେବେ ଏଠାରେ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି ଯେ ଏହି ପ୍ଲାନ୍ ସହିତ ଆପଣଙ୍କୁ 18 ପ୍ରତିଶତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ ।

ଆଜ୍ଞା ହଁ, 399 ଟଙ୍କାରେ 18 ପ୍ରତିଶତର ଜିଏସଟି 71.82 ଟଙ୍କା ଲାଗିବ । ଅର୍ଥାତ୍ ଏହି ପ୍ଲାନ୍ ଆପଣଙ୍କୁ 470 ଟଙ୍କାର ପଡ଼ିବ । ଜିଏସଟିକୁ ନ ଦେଖିଲେ କମ୍ପାନୀ ନିଜର ଏହି ପ୍ଲାନର ମୂଲ୍ୟ 399 ଟଙ୍କା ସ୍ଥିର କରିଛି, ଅର୍ଥାତ୍ 400 ଟଙ୍କାରୁ କମ ମୂଲ୍ୟରେ 3300 ଯିବି ଡାଟାର ଫାଇଦା ମିଳିବ ।

Leave A Reply

Your email address will not be published.