ଏକା ସାଥିରେ ଦୁଇ ଭାଉଜଙ୍କ ସହ ଖୁବ ନାଚିଲା ଦିଅର,ଆଉ ଏମିତି ଭାବରେ ସମସ୍ତେ ନାଚିଲେ ଯେ ଆପଣ ସେମାନଙ୍କର ଦିବାନା ହୋଇଯିବେ

0

Get real time updates directly on you device, subscribe now.

ବିବାହ ଏକ ପରମ୍ପରା ଯେଉଁଥିରେ ସମସ୍ତେ ଖୁସି ଦେଖାଯାଇ ଥାନ୍ତି|ପୂରା ପରିବାର ଏଥିରେ ମିଳିମିଶି ଏନ୍ଜୟ କରନ୍ତି|ଏହି ବିବାହରେ ଗୀତ ନାଚ ମଧ୍ୟ ଖୁବ ହୋଇଥାଏ|ବିନା ନାଚରେ ବିବାହ ସମ୍ପୁର୍ଣ୍ଣ ହୁଏ ନାହିଁ|ଏବେ ବିବାହର ସିଜନ ଚାଲିଛି|ସବୁଆଡେ ଢୋଲ ନିଶାଣର ଶଵ୍ଦ ଶୁଣାଯାଉଛି|ସୋସିଆଲ ମିଡିଆରେ ବିବାହ ଭିଡିଓର ଭଣ୍ଡାର ରହିଛି|ଏଵେ ଇଣ୍ଟରନେଟରେ ଦିଅର ଭାଉଜର ଏକ ଭିଡିଓ ଚର୍ଚ୍ଚିତ ରହିଛି|

ଦିଅର ଭାଉଜଙ୍କ ସମ୍ପର୍କ ସାଙ୍ଗ ମାନଙ୍କ ଭଳି ହୋଇଥାଏ|ଦୁହେଁ ସାଧାରଣତଃ ମିଶି ହସ ମଜାକ କରିଥାନ୍ତି|ଆବଶ୍ୟକ ସ୍ଥଳେ ଦୁହେଁ ଦୁହିଁଙ୍କ ସାଥ ଦେଇଥାନ୍ତି|ଆଜି ମୁଁ ଆପଣଙ୍କୁ ଏଭଳି ଦିଅର ସହ ମିଳାଇବାକୁ ଯାଉଛି ଯିଏ ବିବାହରେ ଦୁଇ ଦୁଇ ଭାଉଜଙ୍କ ସହ ନାଚ‌ କରୁଛନ୍ତି|ଏହି ଦିଅର ଦୁଇ ଭାଉଜଙ୍କ ସହ କମାଲ ନାଚ ନାଚିଥାନ୍ତି|ଏହି ନାଚ ଏତେ ମଜାଦାର ଯେ ଦେଖିବା ବାଲାକୁ ମଧ୍ୟ ମଜା ଆସେ|

ଏହି ନାଚର ଭିଡିଓକୁ ୟୁଟ୍ୟୁବରେ ସେୟାର କରାଯାଇଛି|ଏହି ନାଚ ଲୋକଙ୍କୁ ବଡ ପସନ୍ଦ ଆସୁଛି|ଦିଅର ଓ ଭାଉଜଙ୍କ ଯୋଡି ନାଚ ସୁପର କରନ୍ତି|ଗୋଟିଏ ଦିଅର ଓ ଗୋଟିଏ ଭାଉଜଙ୍କ ନାଚର ବହୁ ଭିଡିଓ ଦେଖିବାକୁ ମିଳେ|କିନ୍ତୁ ଦୁଇ ଭାଉଜଙ୍କ ସହ ଗୋଟିଏ ଦିଅରର ନାଚ କମ ଦେଖିବାକୁ ମିଳେ|ଦିଅର ସହ ନାଚୁଥିବା ଦୁଇ ଭାଉଜଙ୍କ ତଗଡା କମ୍ପିଟିସନ ଦେଖିବାକୁ ମିଳେ|

ଦୁଇ ଭାଉଜ ଯେତେବେଳେ ନାଚ କରନ୍ତି ସେତେବେଳେ ସଭିଙ୍କ ଧ୍ୟାନ ଆକର୍ଷିତ ହୋଇଥାଏ|ମଝିରେ ମଝିରେ ଦିଅର ଆସି ଠୁମକା ଲଗାଇଥାଏ|ଭିଡିଓ ଦେଖି ଜଣାପଡେ ଯେ ଦିଅର ଭାଉଜ ମଧ୍ୟରେ ଜବରଦସ୍ତ ସମ୍ପର୍କ ରହିଛି|ଉଭୟଙ୍କ ଭଲ ଜମେ|ଏଥିପାଇଁ ଭାଉଜ ମାନେ ଦିଅରଙ୍କ ସହ ଏତେ ସଜହୋଇ ନାଚୁଛନ୍ତି|

ଏହି ଭିଡିଓରେ ଲୋକମାନେ ବହୁ ମଜାଦାର କମେଣ୍ଟ କରିଛନ୍ତି|ଜଣେ କହିଛନ୍ତି ବହୁତ ମସ୍ତ ଡ୍ୟାନ୍ସ ଅଟେ|ଆଉଜଣେ କହିଛନ୍ତି ମୋତେ ଜୀବନରେ ମଧ୍ୟ ଏଭଳି କନଫିଡେନ୍ସ ଆବଶ୍ୟକ|ଆଉଜଣେ କହିଛନ୍ତି ଏଵେ ଯେତେ ନାଚିବାର ଅଛି ଭାଉଜ ନାଚି ଥାଅ ପରେ ଆପଣଙ୍କ ଶାସନ ଆସିବାର ଅଛି|ପତିଙ୍କ ଗାଳି ଶୁଣିବାକୁ ପ୍ରସ୍ତୁତ ରୁହ|ଏଭଳି ଆହୁରି ଭିଡିଓ ଆସିଛି|

Leave A Reply

Your email address will not be published.