Love Story: ଟିମ ଇଣ୍ଡିଆର ଏହି ଖେଳାଳୀଙ୍କର ହେଲା ବ୍ରେକଅପ, ଗାର୍ଲଫ୍ରେଣ୍ଡ କଲେ ଅନଫୋଲୋ

0

Get real time updates directly on you device, subscribe now.

2020 ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଆଫେୟର ଥିବା ଖବର ଚାଲିଥିଲା । ଖବର ଅନୁଯାୟୀ ପ୍ରାଚୀ ସିଂହ ଏବଂ ପୃଥ୍ବୀ ଶା ଲଗାତାର ପରସ୍ପରକୁ ଡେଟ କରୁଥିଲେ । ସୋସିଆଲ ମିଡ଼ିଆ ଆକ୍ଟିଭିଟିଜ କାରଣରୁ ସେମାନଙ୍କ ନିକଟତାକୁ ଅନୁମାନ କରିହେଉ ଥିଲା, କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରକୁ ଇନ୍ଷ୍ଟାଗ୍ରାମରେ ଅନଫୋଲୋ କରି ଦେଇଛନ୍ତି ।

ପ୍ରାଚୀ ସିଂହ ଇନ୍ଷ୍ଟାଗ୍ରାମରେ 200 ଲୋକଙ୍କୁ ଫୋଲୋ କରନ୍ତି, ଏହି ଲିଷ୍ଟରେ ପୃଥ୍ବୀ ଶା ମଧ୍ୟ ଥିଲେ । ପୃଥ୍ବୀ ଶା ମଧ୍ୟ 245 ଲୋକଙ୍କୁ ହିଁ ଫୋଲୋ କରନ୍ତି । ଏହାପରେ କୁହାଯାଉଛି ଯେ ଦୁହିଙ୍କ ମଧ୍ୟରେ ବ୍ରେକଅପ ହେଇଗଲା । ଏମାନେ ଦୁହେଁ ପରସ୍ପରଙ୍କ ପ୍ରତ୍ୟେକ ପୋଷ୍ଟକୁ ଲାଇକ ଏବଂ କମେଣ୍ଟ କରି ଚାଲନ୍ତି ।

ପ୍ରାଚୀ ସିଂହଙ୍କର ଜନ୍ମ ଜୁଲାଇ 22 ତାରିଖ 1995 ରେ ମୁମ୍ବାଇରେ ହୋଇଥିଲା । ପ୍ରାଚୀ ବହୁତ୍ ସୁନ୍ଦର୍ ଅଟନ୍ତି ଏବଂ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ୍ ଆକ୍ଟିଭ ରୁହନ୍ତି । ପ୍ରାଚୀ 2019 ମସିହାରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ତାଙ୍କର ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ନାମ ରହିଛି ।

ପୃଥ୍ବୀ ଶାଙ୍କ ରୁମର୍ଡ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ପ୍ରାଚୀ ସିଂହ ମୁମ୍ବାଇ ୟୁନଭରସିଟିରେ ପାଠ ପଢ଼ିଛନ୍ତି । ପ୍ରାଚୀ ସିଂହ ଜଣେ ଭଲ ଆକ୍ଟର ସହିତ ସେ ଭଲ ଡାନ୍ସର ମଧ୍ୟ ଅଟନ୍ତି ।

ଆଇପିଏଲ 2022 ଆରମ୍ଭ ପୂର୍ବରୁ ପୃଥ୍ବୀ ଶାଙ୍କୁ ତାଙ୍କର ଟିମ୍ ଦିଲ୍ଲୀ କ୍ୟାପିଟାଲ ରିଟେନ କଲେ, ସେତେବେଳେ ତାଙ୍କର ରୁମର୍ଡ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ପ୍ରାଚୀ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ପୂର୍ବରୁ ମଧ୍ୟ ପ୍ରାଚୀ ସିଂହ ପୃଥ୍ବୀ ଶାଙ୍କୁ ଅଭିନନ୍ଦନ ଜଣାଇ ସାରିଛନ୍ତି ।

Leave A Reply

Your email address will not be published.