କମ୍ ଉଚ୍ଚତା ଥିବା ପୁରୁଷମାନଙ୍କର ସେକ୍ସ ଲାଇଫକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖୁଲାସା : ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ !

0

Get real time updates directly on you device, subscribe now.

ସେକ୍ସ ସମସ୍ତଙ୍କୁ ଦରକାର । ପାର୍ଟନରଙ୍କ ସହ କ୍ୱାଲିଟି ଟାଇମ ସେୟାର କରି ସେକ୍ସର ଆନନ୍ଦ ନେବାକୁ ସମସ୍ତେ ଚାହାନ୍ତି । କପୁଲଙ୍କ ପାଇଁ ବିବାହ ଏକ ସାମାଜିକ ସ୍ୱିକୃତି ହୋଇଥିବା ବେଳେ ଅନେକ ବିବାହ ପୂର୍ବରୁ ସେକ୍ସ ପ୍ରତି ଅହେତୁକ ଆଗ୍ରହ ଦେଖାଇଥାନ୍ତି । ତେବେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।

ତେବେ ଆଜି କାଲି ର ପୁଅ ଝିଅ ଙ୍କ ର ମଧ୍ୟ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହି ସେକ୍ସ କୁ ନେଇ ପ୍ରତିଦିନ ଅନେକ ଭିଡିଓ ଆସିଥାଏ । କେଉଁଠି ସେକ୍ସ କରି ଧୋକା ମିଳିଲା ତ କେଉଁଠି ସେକ୍ସ ପାଇଁ ଧୋକା । ଏପରି ଖବର ଆମେ ନିତିଦିନ ପାଇଥାଉ । ତେବେ ଏକ ସର୍ଭେ କହୁଚି ଯେ ସେକ୍ସ କରିବାରେ ଅଧିକ ଉଚ୍ଚତା ବିଶିଷ୍ଟ ପୁରୁଷ ଠୁ କମ ଉଚ୍ଚତା ବିଶିଷ୍ଟ ପୁରୁଷ ମାନେ ମାହିର ହୋଇଥାନ୍ତି । ୫୩୧ ପୁରୁଷଙ୍କ ଉପରେ କରାଯାଇଥିବା ଏହି ଷ୍ଟଡିକୁ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ କରିଛନ୍ତି । ପ୍ରାୟ ସମସ୍ତ ଯୁବତୀ ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷଙ୍କୁ ଜୀବନ ସାଥୀ ରୂପେ ବାଛିଥାନ୍ତି । କାରଣ ଅଧିକ ଉଚ୍ଚତା ଥିବା ପୁରୁଷ ମାନେ ଦେଖିବାକୁ ହାଣ୍ଡସମ ହୋଇଥାନ୍ତି । ହେଲେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କର ମଧ୍ୟ ନିଜସ୍ୱ ବିଶେଷତା ରହିଛି ।

“ଦ ଜର୍ନାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍” ର ଏକ ନୂତନ ଅଧ୍ୟୟନରେ ଏକ ବିଶେଷତା ସମ୍ପର୍କରେ ସୂଚନା ଦିଆଯାଇଛି ଯାହା କି କମ୍ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ । ସେଥିରେ ଏହା କୁହାଯାଇଛି ଯେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ ମାନେ ସେକ୍ସୁଆଲି ଖୁବ୍ ଆକ୍ଟିଭ୍ ହୋଇଥାନ୍ତି । ସେମାନେ ନିଜ ପାର୍ଟନର କୁ ସେକ୍ସ ରେ ଅନେକ ଖୁସି ଦେଇଥାନ୍ତି । ତେବେ ଯେଉଁ ପୁରୁଷଙ୍କ ଉଚ୍ଚତା ୫ଫୁଟ ୯ ଇଞ୍ଚ୍ ରୁ କମ୍ ସେମାନଙ୍କ ସେକ୍ସ ଡ୍ରାଇଭ୍ ଭଲ । ତେବେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ ମାନେ କେବଳ ସେକ୍ସ ଡ୍ରାଇଭ୍ ରେ ଭଲ ନଥାନ୍ତି ସେମାନେ ନିଜ ପାର୍ଟନର୍ କୁ ଛାଡ଼ପତ୍ର ମଧ୍ୟ କମ୍ ଦେଇଥାନ୍ତି । ତେବେ କମ ଉଚ୍ଚତା ଥିବା ପୁରୁଷ ଲମ୍ବା ପୁରୁଷଙ୍କ ତୁଳନାରେ ଅଧିକ କାମ କରିଥାନ୍ତି ଓ ଭଲ ରୋଜଗାର ମଧ୍ୟ କରିଥାନ୍ତି ।

Leave A Reply

Your email address will not be published.