ଦେଖନ୍ତୁ ଭିଡ଼ିଓ : ଝିଅଟି ନିଜ ଘର ଭିତରେ ହିଁ କରିଦେଲା ଭୟଙ୍କର ଆକ୍ସିଡେଣ୍ଟ, ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ

0

Get real time updates directly on you device, subscribe now.

ଭିଡ଼ିଓରେ ନଜର ଆସୁଛି ଏକ ଘରର ବ୍ୟାକୟାର୍ଡ଼ରେ ହାଉସ ପାର୍ଟି ହେବାର ନଜର ଆସୁଛି। ସମସ୍ତେ ପାର୍ଟି ମଧ୍ୟ ଉପଭୋଗ କରୁଛନ୍ତି। ଅତିଥିଙ୍କୁ ଟିକେବି ଜଣାନଥିଲା କି, ସେମାନଙ୍କ ସହିତ ଟିକକ ପରେ କଣ ଘଟିବାକୁ ଯାଉଛି।

ଘର ଭିତରେ ଘଟିଲା ଦୁର୍ଘଟଣା:-

ଭିଡ଼ିଓରେ ଜଣେ ଯୁବତୀ ଗାଡ଼ି ଚଳାଉଥିବା ସମୟରେ ତୁରନ୍ତ ଏହାଉପରେ ନିଜର କଣ୍ଟ୍ରୋଲ ହରାଇ ଦେଇ ବସୁଛି। ଏଥିରେ ପାର୍ଟିର ଖୁସି ଭରା ମୁହୂର୍ତ୍ତ ହଠାତ ଟେନସନର ମାହୋଲରେ ପରିଣତ ହୋଇଯାଉଛି। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଏକଦମ ଏପଟସେପଟ ହୋଇ ଦୌଡ଼ିବାକୁ ଲାଗୁଛନ୍ତି। ପ୍ରଥମେ ଆପଣ ଏହି ଭାଇରାଲ ଭିଡ଼ିଓକୁ ଦେଖନ୍ତୁ।

ରୋଷେଇ ଟେବୁଲ ହୋଇଗଲା ଛାରଖାର:-

ଝିଅଟି ଗାଡିଟିକୁ କଣ୍ଟ୍ରୋଲ କରି ନପାରି ସିଧା ରୋଷେୟା ଟେବୁଲକୁ ଧକ୍କା ଦେଲା ଓ ଏହାପରେ ସମସ୍ତ ଅତିଥି ଆଶ୍ଚର୍ଯ୍ୟ ସହକାରେ ପରସ୍ପରର ମୁହଁକୁ ଚାହିଁଥିଲେ। କାହାକୁ ଜଣାନଥିଲା ଏମିତି କିଛି ହୋଇଯିବ। ଭିଡ଼ିଓଟି ଭାଇରାଲ ହେବାପରେ କିଛିଲୋକ ଏହାର ମଜାକ ଉଡାଉଛନ୍ତି ଓ କିଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଭିଡ଼ିଓଟି ନିଆଁ ଭଳି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ଏପର୍ଯ୍ୟନ୍ତ 50 ଲକ୍ଷ ଲୋକ ଦେଖିସାରିଲେଣି। ଏହି ଭିଡ଼ିଓକୁ ଦେଖିବାପରେ ଲୋକେ ପୂର୍ବରୁ ମଧ୍ୟ ଏମିତି ଭିଡ଼ିଓ ଦେଖିଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.