ସକାଳ ହେଉ ବା ରାତି ? ଗାଧୋଇବାପାଇଁ କ’ଣ ରହିବ ସଠିକ୍ ସମୟ,ଶୁଣନ୍ତୁ ଏକ୍ସପର୍ଟଙ୍କ ପାଖରୁ କଣ ରହିଛି ଆୟୁର୍ବେଦରେ ନିୟମ !

0

Get real time updates directly on you device, subscribe now.

ଦୈନିକ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ|ଗାଧୋଇବା ଫଳରେ ନା କେଵଳ ବହୁ ରୋଗରୁ ମୁକ୍ତି ମିଳିବା ସହ ପ୍ରଫୁଲ୍ଲ ମିଳିବ|ଏମିତିକା ଅଧିକାଂଶ ଲୋକ ସକାଳେ ଗାଧୋଇ ଥାନ୍ତି କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ସନ୍ଧ୍ୟାରେ ଅଫିସ ଆସିବା ପରେ,ଶୋଇବା ପୂର୍ବରୁ ବା ଜଳଖିଆ ଖାଇବା ପରେ ଗାଧୋଇବା ପସନ୍ଦ କରନ୍ତି|ଯଦି ଆପଣ ସେମାନଙ୍କ ମଧ୍ୟରୁ ଅଟନ୍ତି ତେଵେ ଆପଣ ଅଜାଣତରେ ବଡ ଭୁଲ କରୁଛନ୍ତି|

ଆୟୁର୍ବେଦରେ ସକାଳୁ ଗାଧୋଇବା ପାଇଁ କୁହାଯାଇଥାଏ ଫଳରେ ବହୁ ରୋଗରୁ ମୁକ୍ତି ମିଳିଥାଏ|ଏନସିବିଆଇ ଅନୁସାରେ ଗାଧୋଇବା ଫଳରେ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟରେ ସୁଧାର ଆସେ|ଆୟୁର୍ବେଦ ଡାକ୍ତର ଐଶ୍ୱର୍ଯ୍ୟା ସନ୍ତୋଷ କହିଛନ୍ତି ସ୍ନାନରେ ଯେଉଁ ଥେରୋପେଟିକ ଆକ୍ଟିଭିଟି ରହିଛି ଯାହା ମନ ଓ ଆତ୍ମାକୁ ଫ୍ରେଶ ରଖେ|

ଆୟୁର୍ବେଦରେ ଗାଧୋଇବାକକୁ ସ୍ନାନ କୁହାଯାଏ ଯାହା ଏକ ଚିକିତ୍ସୀୟ ଗତିବିଧି|ଯଦି ସଠିକରେ କରାଯାଏ ତେଵେ ଶରୀର ,ମନ ଓ ଆତ୍ମାକ ଶାନ୍ତି ଦେଉଥିବା ଏକ ପ୍ରଥା ହେଵ|

ଆୟୁର୍ବେଦ ଅନୁସାରେ ବ୍ୟାୟାମ କରିବା ପରେ ସ୍ନାନ କରିବା ଆବଶ୍ୟକ|ବ୍ୟାୟାମ ପରେ ଶରୀର ଥକି ଯାଇଥାଏ,ସ୍ନାନ ଫଳରେ ମୁକ୍ତିଲାଭ ମିଳେ| ସୂର୍ଯ୍ୟୋଦୟ ପୂର୍ବରୁ ତଥା ସୂର୍ଯ୍ୟାସ୍ତ ପୂର୍ବରୁ ସ୍ନାନ ଭଲ ବୋଲି ମାନାଯାଏ|

Leave A Reply

Your email address will not be published.