ବର୍ଷା ଦିନରେ ଆଉ କୀଟ ପତଙ୍ଗମାନେ ଆପଣଙ୍କର ଆଉ କିଛି ବି ଅସୁବିଧା କରିପାରିବେନି, ବାସ ଘରକୁ ଆଣନ୍ତୁ ଏହି ଛୋଟ ୧୦୦ ଟଙ୍କିଆ ଇଲେକ୍ଟ୍ରୋନିକ ଗ୍ୟାଜେଟଟି !

0

Get real time updates directly on you device, subscribe now.

ବର୍ଷାଦିନ ଆଗମନ କରୁଛି ଓ ଏହି ସମୟରେ କୀଟ ପତଙ୍ଗ ଘରେ ପଶି ଆପଣଙ୍କୁ ନିହାତି ତ ହଇରଣ କରିବେ। ବର୍ଷା ଦିନରେ ଏହି କୀଟ ପତଙ୍ଗ ଘର ଭିତରକୁ ଚାଲି ଆସନ୍ତି ଓ ଆପଣ ଯେଉଁ ଜାଗାରେ ରୁହନ୍ତୁ ନା କାହିଁକି ବର୍ଷା ଦିନରେ ନିହାତି ହଇରାଣ ହେବେ।

ଏଥିପାଇଁ ଲୋକେ କୀଟ ପତଙ୍ଗ ମାନଙ୍କ ଠାରୁ ବଞ୍ଚିବା ପାଇଁ ନାନାଦି ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ଏହି ସମୟରେ ଆମେ ଏକ ଇଲେକ୍ଟ୍ରୋନିକସ ଗ୍ୟାଜେଟ ଅପେକ୍ଷାରେ ରହିଥିଲୁ ଯାହାକି ଇ କମର୍ସ ୱେବସାଇଟରେ ବହୁତ ଶସ୍ତା ଦରରେ ମିଳିଯାଉଛି। ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକି ଆମକୁ ବର୍ଷା ଦିନରେ କୀଟ ମାନଙ୍କ ଠାରୁ ରକ୍ଷା ଦେବ।

Flipkart ରେ ମିଳୁଛି କେତେକ ପ୍ରଡକ୍ଟ:-

ଫ୍ଲିପକାର୍ଟ ଭଳି ଇକମର୍ସ ସାଇଟରେ ଏହି ଇଂସେକ୍ଟ କିଲର ମେସିନ ମିଳିବ। ଯାହାକି ବିନା କୌଣସି ଧୂଆଁ ଓ ରିଫିଲରେ କାମ କରିଥାଏ। ଏମିତି ଏକ ଇଲେକ୍ଟ୍ରୋନିକ ପ୍ରଡକ୍ଟ Woomyz ର ଅଟେ। ଏକ ପ୍ରଦକ5 ଏକ ଟ୍ରାପ ଭଳି କାମ କରିଥାଏ। ଏହାକୁ ଆପଣ ବଲବ ଭଳି କେଉଁଠି ବି ଟାଙ୍ଗି ଦେଇ ପାରିବେ।

ଏହି ଡିଭାଇସକୁ ଆପଣ ଘର ଭିତରେ କିମ୍ବା ବାହାରେ ଦୁଇ ଜାଗାରେ ରଖିପାରିବେ। ଖାଆସ କଥା ଏହା ହେଉଛି କି, ଏହି ଡିଭାଇସକୁ ଆପଣ ଚାର୍ଜ କରିପାରିବେ ଓ ଫ୍ଲିପକାର୍ଟରେ ଏହାର ଦାମ 539 ଟଙ୍କା ରହିଛି।

ଶସ୍ତା ଅପ୍ସନ ରହିଛି ଉପଲବ୍ଧ:-

ଏମିତିରେ ଆପଣଙ୍କୁ କିଛି ଶସ୍ତା ଅପ୍ସନ ମଧ୍ୟ ମିଳିଯିବ। ଏମିତି ହିଁ ଏକ ପ୍ରଡକ୍ଟ Shengshou Electric Insect Killer ଅଟେ। ଏହାର ଦାମ ମୋଟ 97 ଟଙ୍କା ଅଟେ। ଏହାର ବ୍ୟବହାର କେବଳ ଆପଣ ଘର ଭିତରେ କରିପାରିବେ। Woomzy ର ଇଲେକ୍ଟ୍ରିକ ଲାମ୍ପ ମଧ୍ୟ ଆପଣ କିଣିପାରିବେ। ଯାହାର ଦାମ 539 ଟଙ୍କା ଅଟେ।

ଏହାକୁ ଆପଣ ଏକ ଲଣ୍ଠନ ଭଳି ବ୍ୟବହାର କରିପାରବେ। ଏମିତି ଏକ ପ୍ରଡକ୍ଟ luzzo ର ମଧ୍ୟ ରହିଛି। ଏହି ସମସ୍ତ ପ୍ରଡକ୍ଟକୁ ଆପଣ ଆଫୋରଡେବୁଲ ପ୍ରାଇସରେ ଫ୍ଲିପକାର୍ଟରୁ କିଣିପାରିବେ।

ଏହାର କ୍ବାଲିଟି ଓ କ୍ଷମତା ପାଇଁ ପ୍ଲାଟଫର୍ମରେ ଉପସ୍ଥିତ ରହିଥିବା କଂଜୁମର୍ସଙ୍କ ରିଭ୍ୟୁ ଜରୁରୀ ପଢ଼ିବା ଉଚିତ। ଆପଣ ଦେଖିଥିବେ ଏହିଭଳି ଜିନିଷ ରେଷ୍ଟୁରାଣ୍ଟ ଓ ହୋଟେଲରେ ବ୍ୟବହାର ହୁଏ ଓ କୀଟ ପତଙ୍ଗ ଏହି ଜିନିଷ ଆଡ଼କୁ ମାଡ଼ି ଆସନ୍ତି। ଶେଷରେ ଇଲେକ୍ଟ୍ରିକ କରେଣ୍ଟ କାରଣରୁ ଏଗୁଡ଼ିକ ମରି ଯାଆନ୍ତି।

Leave A Reply

Your email address will not be published.