ଚୋରି କରିବା ପାଇଁ ଯେମିତି ଘରେ ପସିଲା ଚୋ-ର,କବାଟରେ ହିଁ ଅଟକିଲା,ଦେଖନ୍ତୁ ଚୋ-ର ସହିତ କଣ ହେଲା ?

0

Get real time updates directly on you device, subscribe now.

ଚୋ-ର ଯଦିଓ ଚୋ-ରି କରିବାକୁ ହୁସିୟାର ଦେଖାଏ କିନ୍ତୁ ବେଳେବେଳେ ତାର ଗୋଟିଏ ଭୁଲ ତା ଉପରେ ଭାରି ପଡ଼ିଯାଏ|ଚୋ-ର ନାକ ତଳୁ ଚୋ-ରି କରିପାରେ କିନ୍ତୁ ଏହା ଜରୁରୀ ନୁହେଁ ସେ ସବୁଥର ସଫଳ ହେବ|ସାଧାରଣତଃ ଚୋ-ର ଦ୍ୱାରା ହେଉଥିବା ଚୋ-ରି ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥାଏ|

କିଛି ଏଭଳି ଏକ ଭିଡିଓ ଇନଷ୍ଟାଗ୍ରାମରେ ସାମ୍ନାକୁ ଆସିଛି|ଭିଡିଓରେ ଗୋଟିଏ ଚୋ-ର ଚୋ-ରି କରିବା ଲକ୍ଷ୍ୟରେ ଘରେ ପସିବାକୁ ଚେଷ୍ଟା କରେ କିନ୍ତୁ ସେ ଅସଫଳ ହୋଇଥାଏ|ଭିଡ଼ିଓରେ ଏଭଳି ଲାଗୁଛି ଯେ ଚୋ-ର ଘରେ ସେତେବେଳେ ପଶିଲା ଯେତେବେଳେ ଆଖପାଖରେ କେହି ନଥିଲେ|

ଭିଡିଓକୁ ଦେଖି ଅନୁମାନ କରାଯାଇପାରେ ଯେ ଚୋ-ର ଚୋ-ରି କରିବା ପାଇଁ ଛାତରେ ଚଢିଗଲା ଓ ଘରେ ପଶିବାକୁ ଚେଷ୍ଟା କଲା କିନ୍ତୁ କୁକୁର ପାଇଁ ସେ ଯାଇ ପାରିଲା ନାହିଁ|ନିଜକୁ ଦୁଇ କୁକୁର ଦ୍ୱାରା ଘେରାଉ ଦେଖି ଚୋ-ର ନିଜକୁ ବଞ୍ଚାଇବା ପାଇଁ କବାଟରେ ଲଟକି ରହିଲା|ଏହାମଧ୍ୟରେ କୁକୁର ମାନେ ମଧ୍ୟ ତାକୁ ଧରିବାକୁ ଚେଷ୍ଟା କରୁଛନ୍ତି ଓ ତଳକୁ ଆସିବାକୁ ଅପେକ୍ଷା କରୁଛନ୍ତି|

View this post on Instagram

A post shared by Gidda company (@gieddee)

ଭିଡିଓ ମଝିରେ ଅଟକିଯାଏ ଓ ଜଣାପଡ଼େ ନାହିଁ ଆଗକୁ କ’ଣ ଘଟିଲା|ଭିଡିଓକୁ ଇନଷ୍ଟଗ୍ରାମରେ gieddee ନାମକ ପେଜରେ ଅପଲୋଡ଼ କରାଯାଇଅଛି ଯାହାର କ୍ୟାପ୍ସନରେ ଲେଖାଅଛି,”ଆଗକୁ କ’ଣ ହେଲା?”

ସୋସିଆଲ ମିଡିଆରେ ଏହି ଭିଡିଓ ଜମେଇକି ଭାଇରାଲ ହେଉଛି|ଯେମିତି ଲୋକମାନେ ଏହାକୁ ଦେଖିଲେ ହସିହସି ଗଡ଼ିଗଲେ|କିଛି ୟୁଜର୍ସ ଆଗକୁ କ’ଣ ହେଲା ଜାଣିବାକୁ ଚାହିଁଲେ ଓ ଅନ୍ୟ ମାନେ ହସର ଇମୋଜି ଦେଲେ|ଜଣେ ୟୁଜର ଲେଖିଛନ୍ତି ମୋତେ ଲାଗୁଛି ଏଵେଵି ସେଠାରେ ଲଟକିଥିବ |ଆଉଜଣେ ୱଲକମ୍ ଫିଲ୍ମର ଲୋକପ୍ରିୟ ଡାଇଲକ ଲେଖିଲେ ,”ଏହି ରାଜ ମଧ୍ୟ ତା ସହ ଚାଲିଗଲା”|ଏପର୍ଯ୍ୟନ୍ତ ଏହି ଭିଡିଓକୁ ୫ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିଛନ୍ତି|ଏଥିରେ ଅନ୍ୟମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.