ବିଜନେସ ଆଇଡିଆ : ଚାକିରି ସହ ଏକ୍ସଟ୍ରା ଇନକମ ପାଇଁ ବିନା ଟଙ୍କା ଲଗାଇ ଘରେ ବସି ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ପ୍ରତି ମାସରେ ହେବ ମୋଟା ଅଙ୍କର ଆୟ

0

Get real time updates directly on you device, subscribe now.

ଯଦି ଆପଣ ଚାକିରି ସହ ଏକ୍ସଟ୍ରା ଆୟ କରିବାକୁ ଚାହୁଁଛନ୍ତି ତେଵେ ଏହି ଖବର ଆପଣଙ୍କ ପାଇଁ ଅଟେ|କାରଣ ମୁଁ ଆଜି ଏପରି ବ୍ୟବସାୟ ବିଷୟରେ ବତାଇବାକୁ ଯାଉଛି ଯାହାକୁ ଆପଣ ଵିନା ନିବେଶରେ ଘରେ ବସି ଆରମ୍ଭ କରି ପାରିବେ|ଏହି ମହଙ୍ଗା ସମୟରେ ଘର ଚଳାଇବା କଷ୍ଟକର ହୋଇଗଲାଣି ତେଣୁ ଆପଣ ପରିବାରକୁ ସବୁ ଫେସିଲିଟି ଦେବା ପାଇଁ ଘରେ ବସି ଏହି ବ୍ୟବସାୟ ଆରମ୍ଭ କରି ଭଲ ଆୟ କରିପାରିବେ|

ଅନଲାଇନ କ୍ଲାସ:

ଯଦି ଆପଣଙ୍କ ଏକାଡେମିକରେ ରୂଚି ରହିଛି ତେଵେ ଛୁଆଙ୍କୁ ଅନଲାଇନ କ୍ଲାସ ଦେଇ ପାରିବେ|କରୋନା ମହାମାରୀ ମଧ୍ୟରେ ଅନଲାଇନ୍ କ୍ଲାସର ଡିମାଣ୍ଡ ବହୁତ ଅଧିକ ବଢି ଯାଇଛି|ପ୍ରାରମ୍ଭିକ ପର୍ଯ୍ୟାୟରେ ଆପଣଙ୍କ ଆୟ କମ ହୋଇପାରେ କିନ୍ତୁ ଯେତେବେଳେ ଧିରେଧିରେ ଆପଣଙ୍କୁ ଲୋକ ଜାଣିଯିବେ ସେତେବେଳେ ଆୟ ବଢିବଢି ଚାଲିବ|

ବ୍ଲଗରେ କରନ୍ତୁ ଆୟ:

ଯଦି ଆପଣଙ୍କ ବ୍ଲଗିଙ୍ଗରେ ସଉକ ରହିଛି ତେଵେ ଆପଣଙ୍କ ଘରେ ବସି ବ୍ଲଗିଙ୍ଗ କରିପାରିବେ|ଯଦି ଆପଣ ବଡ ଲେବଲରେ ବ୍ଲଗିଙ୍ଗ କରିବାକୁ ଚାହାଁନ୍ତି ତେଵେ ଆପଣ କୈାଣସି ବି ୱେବସାଇଟ ବନାଇ ପାରିବେ|ଏହା ବ୍ୟତୀତ ଆପଣ ଫ୍ରି ଲାନ୍ସେସ ବ୍ଲଗିଙ୍ଗ କରିପାରିବେ|ଫଳରେ ଆପଣ ଚାକିରି ସହ ପାର୍ଟ ଟାଇମ୍ ଆୟ କରି ପାରିବେ|ବ୍ଲଗ ପଢୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି|

ଛୋଟ ଛୁଆଙ୍କ ଦେଖାଶୁଣା କରିବା:

ମହଙ୍ଗା ଯୋଗୁଁ ସହରରେ ଅଧିକାଂଶ ମାତାପିତା ଦୁହେଁ କାମ କରୁଛନ୍ତି ଓ ସାଧାରଣତଃ ଭରସାଯୋଗ୍ୟ ଚାଇଲ୍ଡ କେୟାର ସେଣ୍ଟର ଖୋଜୁଛନ୍ତି|ଯଦି ଆପଣ ଛୋଟ ଛୁଆଙ୍କ ସହ ଖେଳିବାକୁ ପସନ୍ଦ କରନ୍ତି ତେଵେ ଆପଣଙ୍କ ଘରକୁ ଛୋଟ ଡେ କେୟାର ସେଣ୍ଟର ବନାଇବା କଥା ଭାବି ପାରିବେ|ଛୁଆ ଖେଳିବା ପାଇଁ କିଛି ଖେଳନାର ଆବଶ୍ୟକ ହୋଇପାରେ|

Leave A Reply

Your email address will not be published.