15.6 ଟନର ତିନୋଟି ହେଲିକ୍ୟାପ୍ଟର ଟାଣି ବିଶ୍ଵ ରେକର୍ଡ଼ ବନାଇଲେ ଏହି ବ୍ୟକ୍ତି,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଟନ ଟନ ଓଜନର ଜିନିଷର ଟାଣି ‘Russian Hulk’ ନାମରେ ପରିଚିତ ସରଗେଇ ଅଗଜଜାନୟନ ଆଉ ଏକ ବିଶ୍ୱ ରେକର୍ଡ଼ ବନାଇ ସାରିଛନ୍ତି। ସେ ଗୋଟିଏ ଥରରେ ତିନୋଟି ହେଲିକ୍ୟାପ୍ଟରକୁ ଟାଣି ବିଶ୍ୱ ରେକର୍ଡ଼ ବନାଇଛନ୍ତି। ସରଗେଇ ଙ୍କ ସମସ୍ତ ଭିଡ଼ିଓ ଆପଣ ୟୁଟ୍ୟୁବରେ ଦେଖିପାରିବେ। ଏହି ଭିଡ଼ିଓ ଗୁଡ଼ିକରେ ଆପଣ ତାଙ୍କ କାରନାମା ଗୁଡ଼ିକୁ ଦେଖିପାରିବେ।

ଗୋଟିଏ ଥରରେ ଟାଣିଲେ ତିନୋଟି ହେଲିକ୍ୟାପ୍ଟର:-

ବଳର ପ୍ରୟୋଗ ସମୟର ଏହି ନଜାରା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ଧ୍ୟାନର ଦେବା କଥା ଏହାକି ଯେ, ସରଗେଇ ହେଲିକ୍ୟାପ୍ଟର ଟାଣୁଥିବା ସମୟରେ ନିଜ ମୁହଁରେ ଏକ ପ୍ରକାରର ଗରମ ପାଣି ବୋତଲ ଲଗାଇଥିଲେ ଯେପର୍ଯ୍ୟନ୍ତ ଏହା ଫୁଲି ଫାଟି ଯାଇନଥିଲା। ଭିଡ଼ିଓ ଦେଖିବା ପରେ ବହୁତ ସାରା ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି। ହଇରାଣ କରି ଦେବାଭଳି ରହି କାରନାମା ଦେଖି ଲୋକମାନେ ହଇରାଣ ହୋଇପଡିଛନ୍ତି।

ହେଲିକ୍ୟାପ୍ଟର ର ଓଜନ 15.6 ଟନ ଅଟେ:-

ଦୁଇଟି ଅନସେଟ ହେଲିକ୍ୟାପ୍ଟର ଓ ଏକ ଏମଆଇ-8 ହେଲିକ୍ୟାପ୍ଟର ମୋଟ ଓଜନ 15.6 ଟନ ହେବ। ଯାହାକୁ ସରଗେଇ 24.63 ସେକେଣ୍ଡରେ 4.3 ମିଟର ପର୍ଯ୍ୟନ୍ତ ଟାଣିଥିଲେ। ହେଲିକ୍ୟାପ୍ଟରକୁ ଏଥଲିଟଙ୍କ ସାମ୍ନା କରିବାପାଇଁ ଏଗୁଡ଼ିକୁ ସମାନ୍ତରାଳ ଭାବରେ ଛିଡ଼ା କରାଯାଇଥିଲା। ଯେତେବେଳେ Russian Hulk ଏହି ତିନୋଟିକୁ ଟାଣିବା ଆରମ୍ଭ କରିଥିଲେ ସେତେବେଳେ ଲୋକମାନଙ୍କ ଆଖି ଖୋଲା ରହିଯାଇଥିଲା।

ତିନୋଟି ପ୍ରୟାସ ଦ୍ୱାରା ସଫଳ ହେଲେ:-

ବର୍ଷା ହେବା କାରଣରୁ ରାସ୍ତା ଖସଡ଼ା ଥିଲା ଓ ଏଥିପାଇଁ ଏଥଲିଟ ଜଣକ ଲଗାତାର ତିନୋଟି ପ୍ରୟାସରେ ଏହାକୁ ଟାଣିଥିଲେ। ବର୍ତ୍ତମାନ ସେ ଏହି ରେକର୍ଡ଼ ଦର୍ଜ କରିସାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ଼ ରୁଷ ର ବାସିଲି ଗ୍ରିଶଚେଙ୍କଙ୍କ ନାମରେ ଦର୍ଜ ହୋଇଥିଲା।

Leave A Reply

Your email address will not be published.