ଗୁରୁ ହେବ ତ ଏମିତି….ଦେଖନ୍ତୁ ପ୍ରଥମେ ଭିଡ଼ିଓ

0

Get real time updates directly on you device, subscribe now.

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ତେବେ ସୋସିଆଲ ମିଡ଼ିଆ ରେ ଏହି ଶିକ୍ଷକ ଙ୍କ ଭିଡିଓ ଅନେକ ମାତ୍ରା ରେ ଲୋକ ଦେଖୁଛନ୍ତି ।

ଶିକ୍ଷକ ଜଣକ ଏଭଳି ଭାବରେ ଚିତ୍ରଟିଏ ଆଙ୍କୁଛନ୍ତି ଯେ ପିଲାମାନେ ଉତ୍ସାହିତ ହୋଇ ଯାଉଛନ୍ତି । ଶିକ୍ଷକ ଜଣକ ପ୍ରଥମେ ହିନ୍ଦୀ ଭାଷାରେ ସ ଅକ୍ଷର ଟି ଲେଖିଦେଲେ । ଏହାର ଠିକ ଉପରକୁ ଡାହାଣ କଡରେ ଇଂରାଜୀ ୫ ଲେଖିଦେଲେ । ସେହି ଅଙ୍କ କୁ ଏହିଭଳି ଅଙ୍କାବଙ୍କା ବାଡି ବୁଲାଇ ଦେଇ ଆଖି, ସିଙ୍ଘ, ନାକ ଏବଂ କାନ ବନାଇ ଦେଲେ ଯାହା ଗାଈ ହୋଇଗଲା । ପିଲାମାନେ ଏହା ଦେଖି ଅନେକ ଉତ୍ସାହ ର ସହିତ ଶିଖୁଛନ୍ତି । ତେବେ ଏହି ଶିକ୍ଷକ ଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏଭଳି ଭାବରେ ଭାଇରାଲ ହେଉଛି ଯେ ଏହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଅନେକ ଦର୍ଶକ କମେଣ୍ଟ ମଧ୍ୟ ଦେଇଛନ୍ତି ଯେ ସମସ୍ତ ଶିକ୍ଷକ ଙ୍କ ର ଏଭଳି ପାଠ ପଢାଇବାର ତଥା ଚିତ୍ର ଆଙ୍କିବାର ପ୍ରଣାଳୀ ଯଦି ହୁଆନ୍ତା ତେବେ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟ ନାମରେ ଡରିବେ ନାହିଁ । ଏହି ଶିକ୍ଷକ ଙ୍କ ର ଅନେକ ଭିଡିଓ ରହିଛି । କେଉଁଥିରେ ସେ ଗାଈ କରୁଛନ୍ତି ତ କେଉଁଥିରେ ମାଙ୍କଡ । ଅନେକ ସହଜ ରେ ସେ ଆଙ୍କି ଦେଇଛନ୍ତି ଏସବୁ ଚିତ୍ର । ଆଜିଭଳି ଦିନରେ କିଛି ଶିକ୍ଷକ ଏଭଳି ଅଛନ୍ତି ଯେଉଁମାନେ ଛାତ୍ର ଛାତ୍ରୀ ଙ୍କର ଅଧିକ ପ୍ରିୟ ହୋଇଥାନ୍ତି ।

Leave A Reply

Your email address will not be published.