ଆରାମରେ ଦେଖନ୍ତୁ IPL Playoffs 2022! ଏହିଭଳି ଭାବରେ ମାଗଣାରେ ମଜା ଉଠାଇବାକୁ ହୋଇଛି ବନ୍ଦୋବସ୍ତ

0

Get real time updates directly on you device, subscribe now.

Vi Launches Add-On Recharge Plan ଯାହାର ମୂଲ୍ୟ Rs 151:ଆମ ମଧ୍ୟରେ ଏପରି କମ ଲୋକ ଥିବେ ଯେଉଁମାନେ ବୋଧହୁଏ ମାଗଣା ଲାଭ ଵା ସୁଯୋଗରେ ଖୁସି ହେଉନଥିବେ|ଯଦି ଆମେ କୈାଣସି ଜିନିଷକୁ ମାଗଣାରେ ଫାଇଦା ଉଠାଉଛନ୍ତି ତେଵେ ଖୁସି ଦ୍ୱିଗୁଣିତ କରିଥାଏ|ଦୁଇମାସ ଧରି ଆଇପିଏଲ ୨୦୨୨ ଦେଶରେ ଧୂମ ମଚାଉଛି ଓ ଆଗକୁ ପ୍ଲେଅଫ୍ ମୁକାବିଲା ଆରମ୍ଭ ହେବ|ଆଜି ମୁଁ ଆପଣଙ୍କୁ କହିବି କିପରି ଏହି ପ୍ଲେ ଅଫ ମୁକାବିଲା ମାଗଣାରେ ଦେଖିବେ:

ଆପଣଙ୍କୁ କହିରଖେ ଯେ ପ୍ରାଇଭେଟ୍ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆ ମାନେ ଭିଆଇ ଗୋଟିଏ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛନ୍ତି|ଏହି ପ୍ଲାନର ଦାମ କମ ରହିଛି ଓ ଏହାକୁ କିଣି ଆପଣ ଆଇପିଏଲ ପ୍ଲେ ଅଫ ୨୦୨୨ର ସମସ୍ତ ମ୍ୟାଚ ମାଗଣାରେ ଦେଖିପାରିବେ|ଚାଲନ୍ତୁ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା:

ଭିଆଇ ର ନୂଆଁ ରିଚାର୍ଜ ପ୍ଲାନର ମୂଲ୍ୟ ୧୫୧ ଟଙ୍କା ଅଟେ|ଏହା ଏକ ପ୍ରିପେଡ ଅନ ପ୍ୟାକ ଯାହାର ବୈଧତା ୩୦ ଦିନ ରହିଛି|ଭିଆଇର ଏହି ନୁଆ ରିଚାର୍ଜ ପ୍ଲାନ କୈାଣସି ସର୍ଭିସ ଭ୍ୟାଲିଡିଟି ସହ ଆସେ ନାହିଁ|ଏହି ୧୫୧ ପ୍ଲାନରେ ସର୍ବମୋଟ ୮ ଜିବି ହାଏ ସ୍ପିଡ ଡାଟା ଓ ତିନି ମାସ ପାଇଁ ଡିସନି + ହଟଷ୍ଟାର ସବସ୍କ୍ରିପ୍ସନ ଦିଆଯାଉଛି|ଏଥିରେ ଆଇପିଏଲ ପ୍ଲେ ଅଫ ୨୦୨୨ ଦେଖି ପାରିବେ|

ଯଦିଓ ଏହି ପ୍ଲାନ କେଵଳ ଭିଆଇ ୟୁଜର୍ସ ମାନଙ୍କ ପାଇଁ କିନ୍ତୁ ଯଦି ଆପଣ ଏୟାରଟେଲ ବା ଜିଓ ୟୁଜର ତେଵେ ଆପଣ ମଧ୍ୟ ମାଗଣାରେ ଦେଖିପାରିବେ|କହିରଖେ କିଛି ଦିନ ପୂର୍ବେ ଏୟାରଟେଲ ଦୁଇଟି ପ୍ଲାନ ଜାରି କରିଛନ୍ତି ଯେଉଁଥିରେ ଡିସନି + ହଟଷ୍ଟାର ସବସ୍କ୍ରିପସନ ସାମିଲ ରହିଛି|ଜିଓ ମଧ୍ୟ ଡିସନି + ହଟଷ୍ଟାର ସବସ୍କ୍ରିପସନ ବାଲା ପ୍ଲାନ ଅଫର କରିଥାଏ|

Leave A Reply

Your email address will not be published.