ଇନଷ୍ଟାଗ୍ରାମ ରିଲରେ ଏପରି ଅଜବ ଷ୍ଟଣ୍ଟ ଦେଖିଲେ ଆପଣଙ୍କର ମଧ୍ୟ ଉଡ଼ିଯିବ ହୋସ, ଭିଡିଓ ହେଉଛି ଭାଇରାଲ

0

Get real time updates directly on you device, subscribe now.

Watch Upside Down Exercises: ଆଜିକାଲି ରିଲ୍ସ ଏବଂ ଭିଡିଓ ମାଧ୍ୟମରେ ଲୋକମାନେ ନିଜର ଖୁବ୍ ଟ୍ୟାଲେଣ୍ଟ ଦେଖାଉଛନ୍ତି ଏବଂ ଲୋକଙ୍କ ମଧ୍ୟରେ ବହୁତ୍ ପ୍ରସିଦ୍ଧ ମଧ୍ୟ ହେଉଛନ୍ତି । ଏପରି ପରିସ୍ଥିତିରେ ଏହି ଭିଡ଼ିଓରେ ଷ୍ଟଣ୍ଟ କରୁଥିବା ଏହି ଯୁବତୀ ମଧ୍ୟ ଭାଇରାଲ ହେଉଛନ୍ତି । ଆପଣ ମଧ୍ୟ ଏହି ଭିଡିଓକୁ ଦେଖିଲେ ଚକିତ ହୋଇଯିବେ ।

ଭାଇରାଲ ହେଲେ ଷ୍ଟଣ୍ଟ କରୁଥିବା ଏହି ଯୁବତୀ :-

ଏହି ରିଲରେ ଟିକେ ବି ଏପଟ ସେପଟ ନ ହୋଇ ନୂଆଁ ଟ୍ରେଣ୍ଡସକୁ ଫୋଲୋ କରୁଥିବାର ଦେଖାଯାଉଥିବା ଏହି ଯୁବତୀ ବହୁତ୍ ଟ୍ରେଣ୍ଡ କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଏହି ଯୁବତୀ କେତେ କଷ୍ଟକର ଷ୍ଟଣ୍ଟ କରୁଛନ୍ତି । ଆପଣ ମଧ୍ୟ ନିଶ୍ଚିତ ଭାବେ ଥରେ ଏହି ଭିଡ଼ିଓକୁ ଦେଖନ୍ତୁ ।

ଏଠାରେ ଦେଖନ୍ତୁ ଭିଡିଓ :-

View this post on Instagram

A post shared by Micah Moon (@micahmoonyogi)

କଳା ପୋଷାକ ପିନ୍ଧିଥିବା ଯୁବତୀ କଲେ ଚମତ୍କାର :-

ଏହି ଯୁବତୀ ରିଲରେ ଜିମ ଭଳି କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଭିଡ଼ିଓରେ ଏହି ଯୁବତୀ ଓଲଟା ହୋଇ ଏକ୍ସସରସାଇଜ କରୁଥିବାର ଦେଖାଯାଉଛି । ଏହାର ଫ୍ଲେକ୍ସିବିଲିଟି ଦେଖି ସମସ୍ତେ ସରପ୍ରାଇଜ ହେଉଛନ୍ତି । ସୋସିଆଲ ମିଡ଼ିଆ ୟୁଜର ମଧ୍ୟ ଏହି ଭିଡ଼ିଓରେ ଅନେକ ପ୍ରକାରର କମେଣ୍ଟ କରି ଯୁବତୀଙ୍କୁ ବହୁତ୍ ପ୍ରଶଂସା କରୁଛନ୍ତି ।

ୟୁଜର୍ସ ହୋଇଗଲେ ଫ୍ୟାନ :-

ଏହି ଯୁବତୀଙ୍କ ଏହି ଭିଡିଓ ଦେଖି ବହୁତ୍ ଗୁଡାଏ ସୋସିଆଲ ମିଡ଼ିଆ ୟୁଜର୍ସ ଏହାର ଫ୍ୟାନ ହୋଇଯାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଗ୍ରାଭିଟି କେଉଁଠି ଅଛି । ଆଉ ଜଣେ ୟୁଜର କହିଛନ୍ତି ଯେ ନ୍ୟୁଟନ ଲ କୁଆଡେ ଗଲା ? ଏହି କଷ୍ଟକର ଷ୍ଟଣ୍ଟ ପାଇଁ ସତରେ ଯୁବତୀଙ୍କ ପ୍ରାକଟିସକୁ ପ୍ରଶଂସା କରିବାକୁ ପଡ଼ିବ ।

Leave A Reply

Your email address will not be published.