ବର୍ତ୍ତମାନ ବିନା ଲାଇନରେ ମଧ୍ୟ ଆଲୁଅ ଖେଳିଯିବ ଆପଣଙ୍କ ଗାଁରେ, ଆଜି ହିଁ କିଣନ୍ତୁ ଏହି ଶସ୍ତା ଅଜବ ବଲବ

0

Get real time updates directly on you device, subscribe now.

LED Inverter Bulb Price in India: ଆଜିର ସମୟରେ ଦେଶର ରାଜ୍ୟଗୁଡିକରେ ବିଦ୍ୟୁତ ସମସ୍ୟା ରହିଛି । କେବଳ ଏତିକି ନୁହେଁ, କିଛି ରାଜ୍ୟରେ ତ ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହେବାକୁ ଲାଗିଲାଣି । ରାଜ୍ୟର କିଛି ଗାଁରେ ବିଦ୍ୟୁତ ବେଳେବେଳେ କେବଳ ଦେଖିବାକୁ ହିଁ ମିଳିଥାଏ । ଯଦି ଆପଣ ମଧ୍ୟ ଲାଇନ୍ ନ ଆସିବା ସମସ୍ୟା କାରଣରୁ ଚିନ୍ତିତ ଅଛନ୍ତି, ତେବେ ଆମ ପାଖରେ ଏହାର ସମାଧାନ ରହିଛି । ଆଜି ଆମେ ଆପଣଙ୍କୁ ଗୋଟିଏ ସ୍ପେସାଲ ପ୍ରଡକ୍ଟ ବିଷୟରେ କହିବୁ । ଏହି ପ୍ରଡକ୍ଟ ଆପଣଙ୍କୁ 200 ଟଙ୍କାରୁ ମଧ୍ୟ କମ୍ ମୂଲ୍ୟରେ ମିଳିଯିବ । ଯାହାଦ୍ଵାରା ଆପଣ ବିନା ଲାଇନରେ ନିଜ ଘରକୁ ଆଲୋକିତ କରିପାରିବେ ।

ଏହି LED Inverter Bulb ବିନା ଲାଇନରେ ମଧ୍ୟ କାମ କରିବ :-

ଏହି ପ୍ରଡକ୍ଟ ହେଉଛି RSCT 9W Inverter LED Bulb, ଯାହା ଗୋଟିଏ ରିଚାର୍ଜେବଲ୍ ଏମର୍ଜେନ୍ସି ଏଲଇଡି ବଲବ ଅଟେ । ଏହି ବଲବର କଲର ଧଳା ଅଟେ ଏବଂ AC/DC ରେ ଆସିଥାଏ । ଏହା ଆପଣଙ୍କୁ 9W ପାୱାରରେ ଉପଲବ୍ଧ ହୋଇଯିବ । ଏହାକୁ 220-240V ର ବ୍ୟାଟେରୀ କାପାଶିଟି ଦ୍ଵାରା ସଜ୍ଜିତ କରାଯାଇଛି ଏବଂ 2200mAh ରିଚାର୍ଜେବଲ୍ ବ୍ୟାଟେରୀ ଦିଆଯାଇଛି । ପ୍ଲାଷ୍ଟିକ ଏବଂ ଆଲୁମିନିୟମରେ ତିଆରି ହୋଇଥିବା ଏହି ବଲବ ଯେକୌଣସି ସ୍ଥାନରେ ମଧ୍ୟ ବ୍ୟବହାର କରିପାରିବେ ।

ଏହି ଏଲଇଡି ବଲବକୁ ଫୁଲ୍ ଚାର୍ଜ କରିବାପାଇଁ 6 – 8 ଘଣ୍ଟା ସମୟ ଲାଗେ । ଯେତେବେଳେ ଲାଇନ୍ କଟିଯିବ, ସେତେବେଳେ ଏହାକୁ ବ୍ୟବହାର କରିପାରିବେ । ଏହି ଏଲଇଡି ଇନଭର୍ଟର ବଲବ ଆପଣଙ୍କୁ 5 ଘଣ୍ଟା ପର୍ଯ୍ୟନ୍ତ ଚମତ୍କାର ଵ୍ୟାକଅପ ଦେଇଥାଏ । ଆପଣ ଏହାକୁ ଆମାଜନରୁ 179 ଟଙ୍କାରେ କିଣିପାରିବେ ।

ଅନ୍ୟ ଏକ ଅପ୍ସନ୍ ଅଛି:

Boost 15W Inverter LED Bulb ମଧ୍ୟ ଗୋଟିଏ ଅନ୍ୟ ଅପ୍ସନ୍ ଅଟେ । ଏହା ମଧ୍ୟ ରିଚାର୍ଜେବଲ୍ ଏମର୍ଜେନ୍ସି ଏଲଇଡି ବଲବ ଅଟେ । ଏହି ବଲବର ମୂଲ୍ୟ 299 ଟଙ୍କା ଅଟେ । ଏହି ବଲବ 15W ର ପାୱାର ସହିତ ଆସିଥାଏ । ଏହା ମଧ୍ୟ ଏକ AC / DC ବଲବ ଅଟେ, ଯାହାକୁ ଆପଣ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ ।

ଏହି ବଲବ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ ଏହା ନିଜେ ଚାର୍ଜ ହୁଏ ଏବଂ ଲାଇଟ୍ ଯିବାପରେ ନିଜେ ନିଜେ ଅନ୍ ହୋଇଯାଏ । ଏହି ଇନଭର୍ଟର ବଲବକୁ ପଲି କାର୍ବୋନେଟ ଦ୍ଵାରା ତିଆରି କରାଯାଇଛି ଏବଂ ଏହାକୁ ଫୁଲ ଚାର୍ଜ ହେବାକୁ 4 ଘଣ୍ଟା ସମୟ ଲାଗିଥାଏ । ଏହି ବଲବକୁ ମଧ୍ୟ ଆମାଜନରୁ କିଣାଯାଇପାରିବ |

Leave A Reply

Your email address will not be published.