PNB ଗ୍ରାହକଙ୍କ ପାଇଁ ଖୁସି ଖବର: ଫ୍ରିରେ ମିଳୁଛି 8 ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କେମିତି?

0

Get real time updates directly on you device, subscribe now.

ଯଦି PNB ଗ୍ରାହକ ଅଟନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ଅଟେ। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଫାଇଦା ଦେଉଛି। ଯଦି ଆପଣଙ୍କୁ ଆପାତ ସ୍ଥିତିରେ ଟଙ୍କାର ଆବଶ୍ୟକତା ରହିଛି ତାହେଲେ ଆପଣଙ୍କୁ ଏପଟ ସେପଟ ସାହାର୍ଯ୍ୟ କିଛି ଆବଶ୍ୟକତା ପଡ଼ିବନାହିଁ। ପିଏନବି ଆପଣଙ୍କ ପାଇଁ ଏକ ଖାଆସ ସୁବିଧା ନେଇଆସିଛି। ଯେଉଁ ଆଧାରରେ ସେ ଗ୍ରାହକଙ୍କ ପାଇଁ 8 ଲକ୍ଷ ଟଙ୍କାର ସହଜ ସୁବିଧା ଦେଇପାରିବେ।

ମୋବାଇଲ ନମ୍ବର ଜରିଆରେ ମିଳିବ ଲୋନ:-

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଇଂଷ୍ଟା ଲୋନ ଜରିଆରେ ଆପଣଙ୍କୁ 8 ଲକ୍ଷ ଟଙ୍କାର ଲୋନ ମିଳିବ। ଯଦି ଆପଣ ଏହି ଲୋନ ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ନିଜର ମୋବାଇଲ ଓ ନମ୍ବର ଓ ଆଧାର ନମ୍ବର ଦେବାକୁ ହେବ। ଏହାପରେ ବହୁତ ସହଜରେ ଆପଣଙ୍କୁ ଲୋନ ମିଳିଯିବ। ବ୍ୟାଙ୍କ ନିଜର ସମ୍ପୂର୍ଣ୍ଣ ପ୍ରକ୍ରିୟା ବତାଇ ଦେଇଛନ୍ତି, ଆସନ୍ତୁ ଏହା ବିଷୟରେ ଜାଣିବା।

ପିଏନବି ବତାଇଛି ପ୍ରକ୍ରିୟା:-

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଟ୍ୱିଟ କରି ଜଣାଇଛି କି, ଏବେ ବ୍ୟାଙ୍କରୁ ଲୋନ ନେବା ଖାଦ୍ୟ ଅର୍ଡର କରିବା ଭଳି ସହଜ ହୋଇଯାଇଛି। ଯଦି ଆପଣ କମ ସୁଧଦରରେ ପର୍ସନାଲ ଲୋନ ନେବାକୁ ଚାହୁଁଛନ୍ତି ତାହେଲେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତରଫରୁ ଇଂଷ୍ଟା ଲୋନ ପାଇଁ ଆବେଦନ କରିପାରନ୍ତି। ଅଧିକ ସୂଚନା ପାଇଁ ଆପଣ tinyurl.com/t3u6dcnd କ୍ଲିକ କରି ୱେବସାଇଟକୁ ଯାଇପାରିବେ।

Leave A Reply

Your email address will not be published.