ଜନଧନ ଖାତାଧାରୀଙ୍କୁ ମିଳିବାକୁ ଯାଉଛି ଖୁସି ଖବର,ମିଳିବାକୁ ଯାଉଛି ଜବରଦସ୍ତ ଲାଭ …

0

Get real time updates directly on you device, subscribe now.

ଜନଧନ ଖାତାଧାରକଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି। ଖାତାଧାରୀଙ୍କୁ 3 ହଜାର ଟଙ୍କା ମିଳିବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ଏମିତି ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ 3 ହଜାର ଟଙ୍କାର ଲାଭ ବହୁତ ସହଜରେ ହେବ।

3 ହଜାର ଟଙ୍କାର ଫାଇଦା ମିଳୁଛି:-

ଆଜି ଆମେ ଆପଣଙ୍କୁ ଏକ ଏମିତି ସୂଚନା ଦେବାକୁ ଯାଉଛୁ ଯାହାଦ୍ୱାରା ଆପଣ ସରକାରଙ୍କ ତରଫରୁ 3 ହଜାର ଟଙ୍କା ସହାୟତା ରାଶି ପାଇବେ। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ନାମରେ ସାମ୍ନାକୁ ଆସିଛି।

ଏହି ଯୋଜନାରେ ଦେଖାଯାଏ ତ ମିଳୁଥିବା ଟଙ୍କା ଆପଣଙ୍କୁ ପେନସନ ଆଧାରରେ ମିଳିଥାଏ ଯାହାକି ଆପଣଙ୍କୁ ଫାଇଦା ଦେଇଥାଏ। ଏହାର ଟଙ୍କା ଜନଧନ ଖାତାଧାରକଙ୍କୁ ମିଳିଥାଏ।

ବାର୍ଷିକ 36,000 ଟଙ୍କାର ଫାଇଦା ହୋଇଥାଏ:-

ସରକାରଙ୍କ ଏହି ଯୋଜନା ବିଷୟରେ କହିବାକୁ ଗଲେ, 18 ବର୍ଷ ରୁ ଉର୍ଦ୍ଧ୍ବ କୌଣସିବି ବ୍ୟକ୍ତି ଓ 40 ବର୍ଷରୁ କମ କୌଣସିବି ବ୍ୟକ୍ତି ଏଥିରେ ଆକାଉଣ୍ଟ ଖୋଲି ଲାଭ ଉଠାଇପାରିବେ।

ଯଦି କୌଣସି ବ୍ୟକ୍ତି 60 ବର୍ଷର ହୋଇଯାଆନ୍ତି ସେତେବେଳେ ତାଙ୍କ ଆକାଉଣ୍ଟକୁ ବାର୍ଷିକ 36,000 ଟଙ୍କା ଆସିଥାଏ ଯେଉଁଥିରେ ତାଙ୍କୁ ବହୁତ ସହାୟତା ହୋଇଥାଏ।

ସ୍କିମରେ ଲାଭ ଦିଆଯାଇଥାଏ:-

ଏହି ସ୍କିମର ଲାଭ ଅସଙ୍ଗଠିତ କ୍ଷେତ୍ରର ଲୋକଙ୍କୁ ମିଳିବା ଆରମ୍ଭ ହୋଇଯାଇଥାଏ। ଷ୍ଟ୍ରିଟ ବେଣ୍ଡର, ମିଡ ଡେ ମିଲ ୱାର୍କର, ହେଡ଼ ଲୋଡ଼ର, ଇଟାଭାଟି ମୂଲିଆ, ମୋଚି, ଧୋବା, ରିକ୍ସା ଚାଳକ ଆଦିଙ୍କୁ ଏହି ଫିଇଦା ମିଳିଥାଏ।

ଏହି ସ୍କିମରେ ନିବେଶ କରିବାପରେ ଅସଙ୍ଗଠିତ କ୍ଷେତ୍ରର ଲୋକଙ୍କୁ ଫାଇଦା ମିଳିବା ଆରମ୍ଭ ହୋଇଯାଇଥାଏ। ଯାହାଦ୍ୱାରା ଆପଣ ମାଲାମାଲ ହୋଇପାରିବ ଓ ଆପଣଙ୍କୁ ଏଥିରେ ବହୁତ ଲାଭ ମଧ୍ୟ ମିଳିବ। ଏହାସହ ଆପଣଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିବା ଆରମ୍ଭ ହୋଇଥାଏ।

Leave A Reply

Your email address will not be published.