ଆପଣଙ୍କ ପାଖରେ ମୋବାଇଲ ଓ ଇଣ୍ଟରନେଟ ଅଛି କି ? ତା ହେଲେ ମାସକୁ ରୋଜଗାର କରନ୍ତୁ ୫୦୦୦୦ ଟଙ୍କାରୁ ଅଧିକ …ଜାଣନ୍ତୁ କିପରି ?

0

Get real time updates directly on you device, subscribe now.

ଘରେ ବସି କିଏ ଅବା ଟଙ୍କା ରୋଜଗାର କରିବାକୁ ନଚାହେଁ। ଯଦି ଆପଣ ଜଣେ ଛାତ୍ର ଅଟନ୍ତି କିମ୍ବା କାମ କରୁଛନ୍ତି ତଥାପି ଘରେ ବସି ଏହିକାମ କରି ଏକ୍ସଟ୍ରା ଇଙ୍କମ ରୋଜଗାର କରିପାରିବେ। ବାଆସ ଆପଣଙ୍କ ପାଖରେ ଏକ ମୋବାଇଲ ଓ ଇଣ୍ଟରନେଟ କନେକ୍ସନ ରହିବା ଦରକାର। ଆସନ୍ତୁ ଜାଣିବା ଏହାବିଷୟରେ।

ଡାଉନଲୋଡ଼ କରନ୍ତୁ ଫ୍ରି କ୍ୟାଶ ଆପ:-

ଯଦି ଆପଣଙ୍କ ପାଖରେ ମୋବାଇଲ ଫୋନ ଅଛି ଓ ଏଥିରେ ଇଣ୍ଟରନେଟ ଅଛି ତାହେଲେ ପ୍ଲେ ଷ୍ଟୋରରୁ ଫ୍ରି କ୍ୟାଶ ନାମକ ଏକ ଆପ ଡାଉନଲୋଡ଼ କରନ୍ତୁ। ଏହି ଆପ ଦ୍ୱାରା ଆପଣଙ୍କୁ ଅଲଗା ଅଲଗା ପ୍ରକାରର ଟାସ୍କ ଦିଆଯାଇଥାଏ ଯାହାକୁ ପୂରଣ କରି ଆପଣ ପଇସା କମାଇପାରିବେ। 2020 ମସିହାରୁ ଏହି ଆପ ନିଜ ୟୁଜର୍ସଙ୍କୁ 70 ଲକ୍ଷ ଡ଼ଲାର ପେମେଣ୍ଟ କରିସାରିଲାଣି।

ଅନଲାଇନ ସର୍ଭେରେ ଭାଗ ନିଅନ୍ତୁ:-

ଅନଲାଇନ କିଛି ସର୍ଭେ ମଧ୍ୟ ଆପଣଙ୍କୁ ଟଙ୍କା କମାଇବାରେ ସହାୟତା କରିଥାର। କିଛି ୱେବସାଇଟ ମିଳିଯାଉଛି ଯେଉଁଥିରେ ଆପଣ କେବଳ ରେଜିଷ୍ଟର କରି ସର୍ଭେ ପାଇପାରିବେ। ଅନଲାଇନ ସର୍ଭେ ଜରିଆରେ ଆପଣଙ୍କୁ କୌଣସି ଏକ ବିଷୟ ଉପରେ ନିଜର ବିଚାର ଦେବାକୁ ହେବ। ଏହି ସର୍ଭେକୁ ପୁରା କରିବାପରେ ଆପଣଙ୍କୁ ଏକ ତୟ ଆମଉଣ୍ଟ ଦିଆଯାଇଥାଏ ଓ ଏହିପରି ଭାବରେ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ। Survey Junkey, Swagbucks, LifePoint ଭଳି କିଛି ୱେବସାଇଟ ଆପଣଙ୍କୁ ସର୍ଭେ ପ୍ରଦାନ କରିଥାଏ

ଭିଡ଼ିଓ ଗେମ ଖେଳି କମାନ୍ତୁ ଟଙ୍କା :-

ଆପଣ ଜାଣି ହଇରାଣ ହୋଇଯିବେ ଯେ, ଭିଡ଼ିଓ ଗେମ ଖେଳି ଆପଣ ଟଙ୍କା ରୋଜଗାର କରିପାରିବେ। ଗେମ ଟେଷ୍ଟିଂ ଜରିଆରେ ଆପଣ ଏକାଥରେ ହଜାର ଟଙ୍କା ଜିତିପାରିବେ। ଏମିତି କେତେକ ଗେମିଙ୍ଗ କମ୍ପାନୀ ରହିଛନ୍ତି ଯେଉଁମାନେ ନିଜର ଗେମକୁ ଟେଷ୍ଟିଂ କରିବାପାଇଁ ଏହାକୁ ଉପଲବ୍ଧ କରାଇ ଦେଇଛନ୍ତି। ଏହାକୁ ବ୍ୟବହାର କରି ଆପଣଙ୍କୁ କମ୍ପାନୀ ତରଫରୁ ଟଙ୍କା ଦିଆଯାଇଥାଏ। ଏହା ଟଙ୍କା କମାଇବାର ଏକ ସରଳ ଉପାୟ ଅଟେ, ରିଲାଏନ୍ସ ଗେମ୍ସ ଓ Rockstar India ଭଳି କମ୍ପାନୀ ଗେମର୍ସଙ୍କୁ ମୌକା ଦେଇଥାଏ।

Leave A Reply

Your email address will not be published.