କୁକୁଡ଼ାକୁ ମା-ରିଦେଲେ ପୋ-ଲି-ସ,ଲୁହରେ ଭାସିଲା ସାରା ସହର,,,,,

0

Get real time updates directly on you device, subscribe now.

ନ୍ୟୁୟର୍କର ମିସିସିପିର ଏକ ଛୋଟ ସହରରେ ଗୋଟିଏ କୁକୁଡ଼ାକୁ ହ-ତ୍ୟା କରାଯାଇଛି । ତେଣୁକରି ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ସେହି ସମଗ୍ର ସହରରେ କୁକୁଡ଼ା ହ-ତ୍ୟାକୁ ନେଇ ଉତ୍ତେ-ଜନା ଦେଖା ଦେଇଛି । କୁକୁଡ଼ା ମୃ-ତ୍ୟୁକୁ ନେଇ ଲୋକଙ୍କ ଆଖିରେ ଏବେ ପର୍ଯ୍ୟନ୍ତ ମଧ୍ୟ ଲୁହ ଶୁଖୁନି । ଜଣେ ପୋ-ଲି-ସ କର୍ମଚାରୀ କୁକୁଡ଼ାକୁ ହ-ତ୍ୟା କରିଥିବା ନେଇ ଅଭି-ଯୋଗ ହୋଇଛି ।

ଲୋକମାନେ ସମ୍ପୃକ୍ତା ପୋ-ଲି-ସ ଅଧିକାରୀଙ୍କୁ କଠୋର ଦ-ଣ୍ଡ ଦେବାକୁ ଦାବି ଉଠାଇ ପ୍ର-ତିବା-ଦ କରିଛନ୍ତି । ତେବେ ଯାହା ଖବର ରହିଛି କୁକୁଡ଼ାଟିର ନାମ ହେଉଛି କାର୍ଲ । ସେ ଦିନରାତି ଓସେନ ସ୍ପ୍ରିଙ୍ଗ୍ସର ରାସ୍ତାରେ ବୁଲୁଥାଏ । ଏବଂ ସକାଳୁ ସକାଳୁ ସ୍ଥାନୀୟ ଲୋକଙ୍କ ଦୋକାନ ସବୁକୁ ଯାଇଥାଏ । ସେଠାରେ ସେହି କୁକୁଡ଼ାଟି ବହୁତ ଫେମସ୍ ଥିଲା । ସେ କଫି ଦୋକାନ ବୁଲି ବୁଲି କରି ପାଣି ପିଉଥିଲା ।

ଏପରିକି ସେ ଫିଟନେସ କ୍ଲାସରେ ବି ସାମିଲ ହେଉଥିଲା । ସେ ଏତେ ମେଳାପି ଥିଲା ଯେ ଲୋକଙ୍କ ପାଖକୁ ଯାଇ ଫଟୋ ପାଇଁ ପୋଜ୍‌ ମଧ୍ୟ ଦେଉଥିଲା । ତେବେ ସେ କିଛି ଦିନ ପୂର୍ବରୁ କୁଆଡ଼େ ହଜି ଯାଇଥିଲା । ସ୍ଥାନୀୟ ବାସିନ୍ଦା ବହୁତ ଖୋଜା ଖୋଜି କରିବା ସହିତ ପୋ-ଲି-ସରେ ମଧ୍ୟ ମିଶିଂ କମ୍ପ୍ଲେନ ଦେଇଥିଲେ ।

ତାକୁ ଜଣେ ମହିଳା ପୋ-ଲି-ସ କର୍ମଚାରୀ ଅପ-ହର-ଣ କରି ନେଇ ହ-ତ୍ୟା କରିଥିବା ଅଭି-ଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତାର ମୃ-ତଦେ-ହ ଏବେ ବି ମିଳିପାରି ନାହିଁ । କାର୍ଲଙ୍କ ସ୍ମୃତିରେ ସ୍ଥାନୀୟ କଳାକାର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଯେଉଁ ଟାଟୁ କଳାକାରଙ୍କ ପାର୍ଲରରେ କାର୍ଲ ରହୁଥିଲା ସେ କହିଛନ୍ତି, ସେ ଏପ୍ରିଲ ୨୫ରେ ତାଙ୍କ ଦୋକାନରେ ପହଞ୍ଚିଲେ । କାର୍ଲଙ୍କୁ ଆଉ ସେଠାରେ ଦେଖିବାକୁ ମିଳିଲା ନାହିଁ । ଏହାପରେ ସେ ଅନେକ ଦିନ ପର୍ଯ୍ୟନ୍ତ ଏଠାକୁ ନ ଆସିବାରୁ ତାର ସ-ନ୍ଧା-ନ ଆରମ୍ଭ ହୋଇଥିଲା ।

ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଏପ୍ରିଲ ୨୪ ସକାଳ ୩ଟାରେ ଜଣେ ମହିଳା ତିନିଜଣ ପୁରୁଷଙ୍କ ସହ ଆସି ତାଙ୍କୁ ଧରି ନେଇ ଯାଇଥିଲେ । ସିସିଟିଭି ଫୁଟେଜରେ ଦେଖାଯାଇଥିବା ମହିଳା ଜଣକ ହେଉଛନ୍ତି ଜୋନ୍ସ କାଉଣ୍ଟି ଜୁଭେନାଇଲ ଡିଟେନସନ୍‌ ସେଣ୍ଟରର ପୋ-ଲି-ସ ଅଧିକାରୀ କେନ୍ଦ୍ର ଶାଫର୍‌ ।

କୁକୁଡ଼ା ନେବାର ପ୍ରାୟ ୧୫ ମିନିଟ ପରେ, ଶାଫର୍‌ କାର୍ଲର ମୃ-ତଦେ-ହକୁ ପାର୍କିଂ ସ୍ଥାନରେ ପକାଉଥିବାର ସିସିଟିଭି ଫୁଟେଜରେ ଦେଖାଯାଇଥିଲା । ଏବେ ସୁଦ୍ଧା କାର୍ଲଙ୍କ ମୃ-ତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପଶୁଙ୍କ ପ୍ରତି ଅ-ତ୍ୟାଚା-ର ପାଇଁ ଶାଫରଙ୍କୁ ପୋ-ଲି-ସ ନୋଟିସ ଜା-ରି କରିଥିଲା ଏବଂ ତାଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଥିଲା ।

Leave A Reply

Your email address will not be published.