ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ,୧୫ ରୁ ଚେକିଙ୍ଗ ଆରମ୍ଭ,ହେଲମେଟ୍ ନ ପିନ୍ଧିଲେ,ବାଇକରେ ୩ ଜଣ ବସିଲେ ଦେବାକୁ ପଡିବ ଫାଇନ..

0

Get real time updates directly on you device, subscribe now.

ରାଜ୍ୟରେ ଅନେକ ସମୟରେ ଅନେକ ଘ-ଟ-ଣା ଘଟୁ ଥିବାର ଆମେ ଦେଖିବାକୁ ପାଇଛୁ । ଆଉ ଏହି ଘଟ-ଣାରେ କିଏ ମୃ-ତ୍ୟୁ ବ-ର-ଣ କରୁଚି ତ ଆଉ କିଏ ଗୁରୁ-ତର ଆ-ହ-ତ ହେଉଛନ୍ତି ।ଏହି ସବୁକୁ ଆଖିରେ ରଖି ରାଜ୍ୟର ଗାଡ଼ିଚାଳକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଚି ।

ଏବେ ଏହି ସବୁ ନିୟମ ନ ମାନିଲେ ଗାଡ଼ିଚାଳକ ମାନେ ଜ-ରିମା-ନା ଦେବା ସହ ସେମାନଙ୍କ ର ଲାଇସେନ୍ସ ବାତିଲ୍ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୧୫ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମାନଙ୍କରେ ହେଲମେଟ୍ ଚେକିଂ ଆରମ୍ଭ ହେବ ବୋଲି ସୂଚନା ଆସିଚି ।

ପ୍ରାୟ ୧୫ ତାରିଖ ରୁ ସ୍ୱତନ୍ତ୍ର ଭାବେ ହେଲମେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯିବ ପରେ ଏ ବା-ବ-ଦ ରେ ରାଜ୍ୟର ସମସ୍ତ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଜାରି କର ଯାଇଛି। ହେଲମେଟ୍ ଚେକିଂ ସହିତ ଦୁଇଚକିଆ ଯାନ ରେ ତିନି ଜଣ ବସିପାରିବେ ନାହିଁ ଛୋଟ ପିଲା ଚଳାଇବା ଆଦି ଯାଞ୍ଚ ହେବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।

ଚେକିଂ ସମୟ ରେ ଯେଉଁ ମାନେ ଧରାପଡ଼ିବେ ସେମାନଙ୍କର ଡ୍ରାଇଭିଂ ଲାଇ-ସେନ୍ସ ତିନିମାସ ପାଇଁ ରଦ୍ଦ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।ଗାଡ଼ିଚାଳକ ମାନଙ୍କର ହେଲମେଟ୍ ଚେକିଂ ବା-ବ-ଦ ରେ ରାଜ୍ୟ ପରିବହନ ବିଭାଗ ପକ୍ଷ ରୁ ସମସ୍ତ ଆରଟିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ରେ ଦୁଇଚକିଆ ଯାନ ଦୁର୍ଘ-ଟଣା ରେ ପ୍ରାୟ ରାଜ୍ୟ ରେ ୧୩୦୮ ଜଣ ପ୍ରା-ଣ ହରାଇଥିବା ର ସୂଚନା ମିଳିଛି ।

ସେମାନଙ୍କ ମଧ୍ୟ ରେ ୮୬୮ ଜଣ ଗାଡ଼ି ଚାଳକ ଥିବା ବେଳେ ୪୪୦ ଜଣ ବାଇକ୍ ପଛରେ ବସିଥିଲେ ବୋଲି ସୂଚନା ମିଳିଛି । ତେବେ ମୃତ-କଙ୍କ ମଧ୍ୟରେ ଅଧିକାଂଶ ହେଲମେଟ୍ ନା ପିନ୍ଧି ଗାଡି ଚଳାଚଳ କରୁଥିବା ର କଥା ମଧ୍ୟ ସାମ୍ନାକୁ ଆସିଚି ।

Leave A Reply

Your email address will not be published.