ଏମିତି ଭୟଙ୍କର ଘୁର୍ଣ୍ଣି ଝଡ଼ କେବେ ଦେଖି ନଥିବେ,ଆସନ୍ତୁ ଦେଖିବା ଛାତିଥରା ଘୁର୍ଣ୍ଣି ଝଡ଼

0

Get real time updates directly on you device, subscribe now.

ପ୍ରାୟ ସବୁ ବର୍ଷ ବାତ୍ୟା ବା ଘୂର୍ଣି ଝଡ଼ ତାର ତାଣ୍ଡବ ରଚାଇ ଚାଳିଛି । ପ୍ରତି ବର୍ଷ ପ୍ରାୟ ଅନେକ ସ୍ଥାନ ରେ ସେ ତାର ପ୍ରଭାବ ପକାଇ ଥାଏ । ଆଉ ଏଥି ରେ ଅନେକ କ୍ଷୟ କ୍ଷତି ମଧ୍ୟ ହେଇଥାଏ । କିଏ ନିଜର ଘର ହରାଇ ଥାଏ ତ ଆଉ କିଏ ନିଜର ଅନେକ ଜିନିଷ ହରାଇ ଥାଏ ଆଉ ଅଭଳି ପରିସ୍ଥିତି ରେ ଅନେକ ଲୋକୋ ତାଙ୍କର ନିଜର ଲୋକୋ କୁ ମଧ୍ୟ ହରାଇ ବସିଥାନ୍ତି ।

ସେହି ଭଳି ଏହି ବର୍ଷ ମଧ୍ୟ ଆସାମ ର ବାରପିଟା ଜିଲ୍ଳା ରେ ଶନିବାର ଦିନ ଏମିତି ଏକ ଦୃଶ୍ୟ ଦେଖିବା କୁ ମିଳିଥିଲା ଏହାକୁ ଦେଖି ଲୋକେ ଭୟରେ ଅନେକ ଆତଙ୍କିତ ମଧ୍ୟ ହୋଇ ଯାଇଥିଲେ ଘୁର୍ଣ୍ଣି ଝଡ଼ ଏପରି ଭୟଙ୍କର ତାଣ୍ଡବ ଲୋକଙ୍କୁ ଭୟଭୀତ କରାଇଥିଲା । ଘୁର୍ଣ୍ଣି ଝଡ଼ର ପ୍ରକୋପରେ ଯାହା ସାମ୍ନାକୁ ଆସିଲା ସବୁ ଆକାଶରେ ଉଡୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାସ୍ତା ରେ ଥିବା ଗଛ ଜମିରେ ଥିବା ଫସଲ ଏମିତିକି ଘର ର ଛାତ ମଧ୍ୟ ପବନରେ ଉଡୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ଘୁର୍ଣ୍ଣି ଝଡ଼ର ଅଭାଲି ଭୟଙ୍କର ରୂପ ଦେଖି ଲୋକେ ଭଗବାନଙ୍କ ନାମ ଧରି ଡାକୁଥିବା ର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଚି । ଏପରି ଭୟଙ୍କର ଘୁର୍ଣ୍ଣି ଝଡ଼ ଦେଖି ଲୋକେ ତ୍ରାହି ତ୍ରାହି ଡାକୁଥିଲେ । ସେଠାରେ କାର ପରିସ୍ଥିତି ଅନେକ କଷ୍ଟ ଦାୟକ ଥିଲା । ଆଉ ଏହି ଘୂର୍ଣୀ ଝଡ ଛାଡ଼ିବା ପରେ ସେଠାକାର ପରିସ୍ଥିତି ଅତି ସଚନୀୟ ଥିଲା । ସେଠାକାର ଅନେକ ଲୋକଙ୍କର ଘର ଘଙ୍ଗି ଯାଇଥିଲା ତା ଆଉ କିଛି ଲୋକ ତାଙ୍କର ଆତ୍ମୀୟ ସଜନକୁ ହରାଇ ଦେଇଥିଲେ । ଲୋକମାନେ ଖାଦ୍ୟ ପାଇଁ ହାହାକକାର ହେଉଥିବା ର ଦୃଶ୍ୟ ସାମ୍ନା କୁ ଆସି ଥିଲା ।

Leave A Reply

Your email address will not be published.