ଶୁଣିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ,ବରମୁଣ୍ଡା ଟ୍ରେଏଙ୍ଗଲ ଠାରୁ ମଧ୍ୟ ଏ ହେଉଛି ଭୟଙ୍କର ସ୍ଥାନ !

0

Get real time updates directly on you device, subscribe now.

ଭୟ କାହାକୁ ନାହିଁ ,କିଏ ଡରେ ପାଣିକୁ,କିଏ ପୁଣି ନିଆଁ କୁ କିଏ ପୁଣି ଡରେ ଉଚ୍ଚସ୍ଥାନକୁ ଭୟ ସବୁଠି ଲାଗିରହିଛି |ଆମ ଭାରତରେ କିଛି ଏପରି ଭୟଙ୍କର ଜାଗା ଅଛି ଯାହାର ନାମ ଶୁଣିଲେ ମଧ୍ୟ ଭୟରେ ଛାତିଥରି ଉଠିବ ଆସନ୍ତୁ ଜାଣିବା ତାହା ବିଷୟରେ।ଦୁନିଆରେ ଅନେକ ଖତରନାକ ରହସ୍ୟ ମହି ସ୍ଥାନ ରହିଛି କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ଘଟଣାକୁ ବୈଜ୍ଞାନିକ ମାନେ ମଧ୍ୟ୍ୟ ଜାଣି ପାରିନାହାନ୍ତି |

ଯଦି ପୃଥିବୀରେ ଖତରନାକ ଏବଂ ରହସ୍ୟମୟ ସ୍ଥାନ ବିଷୟରେ କଥା ହେବା ତାହାଲେ ସର୍ବପ୍ରଥେମେ ମନକୁ ଆସିବ ବରମୁଣ୍ଡା ଟ୍ରେଏଙ୍ଗଲ ଏବଂ ଆମେରିକାର ଥିବା ଏରୀୟା 51 ନାମା ।ତେବେ ଦୁନିଆରେ ଏମିତି ବି ସ୍ଥାନ ଅଛି ଯାହା ବରମୁଣ୍ଡା ଟ୍ରେଏଙ୍ଗଲ ଏବଂ ଆମେରିକାର ଏରିୟା 51ଠାରୁ ମଧ୍ୟ୍ୟ ଭୟଙ୍କର |

ଏହି ରହସ୍ୟମୟୀ ସ୍ଥାନ ପଶ୍ଚିମ ଆମେରିକାର ରେନ ପ୍ରିଶୋ ଏବଂ ଲସ ବେଗସ ମଧ୍ୟ୍ୟରେ ରହିଛି |ଏହି ଭୟାନକ ସ୍ଥାନକୁ ମଧ୍ୟ୍ୟ ନେଭେଲା ଟ୍ରାୟେଙ୍ଗଲ କୁହାଯାଏ |ଏହି ଜାଗା ଦେଇ ଯାଉଥିବା ଜାହାଜ କେବେ ଫେରିକି ଆସିନାହିଁ ଏକ ରିପୋର୍ଟରୁ କୁହାଯାଇଛି ଯେ ଗତ 60ବର୍ଷରେ ଏହି ସ୍ଥାନରେ 2000ରୁ ଅଧିକ ଜାହାଜ କ୍ରସ ହେଲାଣି |

ଯେଉଁଥିରେ ସହ ସହ ପାଇଲଟ ମୃତ୍ୟୁ ମଧ୍ୟ ହୋଇସାରିଲାଣି |ଲୋକଙ୍କ କହିବା କଥା ହେଲା ଏଠାରେ କୌଣସି ଏକ ଶକ୍ତି ଅଦୃଶ୍ୟ ଶକ୍ତି ରହିଛି ।ଏହି ଶକ୍ତି ଏଠାରୁ ଯାଉଥିବା ବିମାନକୁ ନିଜ ଆଡକୁ ଆକର୍ଷିତ କରି ଟାଣିନିଏ ।ନେଭଦା ଟ୍ରାଏଙ୍ଗଲରେ ବିମାନ ଦୁର୍ଘଟଣା କାହିଁକି ହେଉଛି ଏହାର ରହସ୍ୟ ଏବେ ଯାଏଁ କେହି ବି ଖୋଜି ବାହାର କରିପାରିନାହାଁନ୍ତି। କେବଳ ଏତିକି ନୁହେଁ ଏଠାରେ ଏଲିୟନ୍ସ ଥିବା କଥା ମଧ୍ୟ ଲୋକ କୁହନ୍ତି, ହେଲେ ଏ ରହସ୍ୟ ଉପରୁ ଏ ପ୍ରଯ୍ୟନ୍ତ ଏହି ରହସ୍ୟରୁ ପରଦା ଉଠି ପାରିନାହିଁ।

Leave A Reply

Your email address will not be published.