ରିମୋଟ୍ ଦବାଇବା ମାତ୍ରେ ହିଁ ବଦଳିଯିବ ଫ୍ୟାନ୍ ର ସ୍ପିଡ୍,ହୋଇଯିବ ଅନ୍ ଆଉ ଅଫ୍, ମୂଲ୍ୟ ୩ହଜାରରୁ ବି କମ୍

0

Get real time updates directly on you device, subscribe now.

ମାର୍କେଟ ରେ ସିଲିଙ୍ଗ ଫ୍ୟାନର ବହୁତ ଚାହିଦା ଅଛି,ପ୍ରକୃତରେ ଫ୍ୟାନ ତ ସମସ୍ତେ ନିଜ ଘରେ ଲଗାଇ ଥାନ୍ତି,ତେବେ ଘରେ କେତେ ବି ଏୟାର କଣ୍ଡିସନର ଥାଉ ନା କାହିଁକି । ଏମିତି କି ଆପଣ ଏହିପରି ଜାଗାରେ ରହୁଛନ୍ତି ଯେଉଁଠି ମୌସମ ଥଣ୍ଡା ବନି ରହିଥାଏ ସେଠାରେ ମଧ୍ୟ ଲୋକ ନିଜ ଘରେ ସିଲିଙ୍ଗ ଫ୍ୟାନ ଲଗେଇବାକୁ ଭୁଲନ୍ତି ନାହିଁ ଏବଂ ଏହାର କାରଣ ଏହା କି ସିଲିଙ୍ଗ ଫ୍ୟାନ ଆବଶ୍ୟକ ହେବା ବେଳେ ଆପଣଙ୍କ ଘର ଆଉ ରୁମ କୁ ଥଣ୍ଡା ତ ରଖି ହିଁ ଥାଏ ଏହା ସହିତ ଏହା ଭେଣ୍ଟିଲେଶନ ରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି ପ୍ରମାଣିତ ହୋଇଛି ।

ଯଦି ଆପଣଙ୍କ ଘରେ ମଧ୍ୟ ସିଲିଙ୍ଗ ଫ୍ୟାନ ଲାଗିଛି ଆଉ ଆପଣ ଚାହୁଁଛନ୍ତି କି ବାରମ୍ବାର ଆପଣଙ୍କୁ ଏହାକୁ ଅନ କିମ୍ବା ଅଫ କରିବା କିମ୍ବା ପୁଣି ଏହାର ସ୍ପୀଡ଼ ବଢ଼େଇବା ପାଇଁ ଉଠିବାକୁ ନପଡୁ ତେବେ ଆପଣଙ୍କ ପାଇଁ ଆମେ ଗୋଟିଏ ବଢିଆ ପ୍ରଡକ୍ଟ ନେଇକି ଆସିଛୁ ଯାହା କି ରିମୋଟ କଣ୍ଟ୍ରୋଲ ସିଲିଙ୍ଗ ଫ୍ୟାନ ଅଟେ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ରିମୋଟ କଣ୍ଟ୍ରୋଲ ଵାଲା ସିଲିଙ୍ଗ ଫ୍ୟାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବଜେଟ ରେ ସହଜରେ ଫିଟ ହୋଇଯିବ ।

ଆପଣଙ୍କୁ କହିରଖୁଛୁ କି ଏହି ଫ୍ୟାନ ସହିତ ଆପଣଙ୍କୁ ଗୋଟିଏ ରିମୋଟ କଣ୍ଟ୍ରୋଲ ମିଳିଥାଏ । ଏହି ଫ୍ୟାନର ମୂଲ୍ୟ 2,916 ଟଙ୍କା ଅଟେ । ଯଦିଓ ଏହା ଏହି ଫ୍ୟାନର ଅସଲି ମୂଲ୍ୟ ନୁହେଁ । ଅସଲ ମୂଲ୍ୟ ବର୍ତ୍ତମାନ ମୂଲ୍ୟ ଠାରୁ ପ୍ରାୟ ଦୁଇଗୁଣ ଅଟେ କିନ୍ତୁ ଆପଣଙ୍କୁ ଏହି ଫ୍ୟାନ ଉପରେ ଭଲ ଡ଼ିସକାଉଣ୍ଟ ମିଳୁଛି ।

ଏହି ଫ୍ୟାନର ମୂଲ୍ୟ ହେଉଛି ପ୍ରାୟ 3 ହଜାର ଟଙ୍କା । ଏହି ଫ୍ୟାନର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା 2,633 ଟଙ୍କାରେ କିଣାଯାଇ ପାରେ । କହିରଖୁଛୁ କି ଏହି ଫ୍ୟାନ ରେ ମଧ୍ୟ ଆପଣଙ୍କୁ ଗୋଟିଏ ରିମୋଟ କଣ୍ଟ୍ରୋଲ ମିଳିଥାଏ ।

Leave A Reply

Your email address will not be published.