ଆଜି କାଲି ସମସ୍ତଙ୍କ ବିଶ୍ୱାସ ମଣିଷ ମାନଙ୍କ ଠାରୁ ବ୍ୟାଙ୍କ ଉପରେ ଅଧିକ |ଆଉ ଯଦି ସେ ବ୍ୟାଙ୍କ ଟଙ୍କାକାଟିବ ତେବେ କଣ ପାଇଁ ତାହା ମଧ୍ୟ ବୁଝାଇବା ଜନସାମଜକୁ ଜରୁରୀ ଦାୟିତ୍ୱ ଅଟେ|ଯଦି ଆପଣଙ୍କର ଆକାଉଣ୍ଟ ଏସବିଆଇରେ ଅଛି ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ |ଏବେ କିଛି ଏସବିଆଇ ଗ୍ରାହକଙ୍କ ପାଖକୁ ଆକାଉଣ୍ଟରୁ 147.50ଟଙ୍କା କଟିଥିବା ନେଇ ମେସେଜ ଆସୁଛି |ଏହି ମେସେଜ ଆସିବା ପରେ ଲୋକମାନେ ବୁଝିପାରୁନାହାନ୍ତି ଯେ କାହିଁକି ତାଙ୍କ ଆକାଉଣ୍ଟରୁ ଶତାଧିକ ଟଙ୍କା କଟିଛି |
ଏ ନେଇ ଜାଣିବା ପାଇଁ ସେମାନେ ବ୍ୟାଙ୍କ ବ୍ରାଞ୍ଚ ଅଫିସକୁ ଯାଉଛନ୍ତି |ଯଦି ଆପଣଙ୍କ ସହ ସେମିତି ହେଇଚି ତେବେ ଆଦ୍ଵାଓ ବ୍ୟତି ବ୍ୟସ୍ତ ହୁଅନ୍ତୁ ନାହିଁ |ଏହି ଟଙ୍କା କଟିବାର କାରଣ ସମ୍ପର୍କରେ ନିକଟରେ SBI ପକ୍ଷରୁ ସୂଚନା ଦିଆଯାଇଛି |ବ୍ୟାଙ୍କର ସୂଚନା ମୁତାବକ SBI ପକ୍ଷରୁ ହିଁ ଏହି ଟଙ୍କା କଟାଯାଇଛି |ଏହି ଟଙ୍କା ଏଟିଏମ ଚାର୍ଜ ବାବଦକୁ କଟିଛି |ପ୍ରତିବର୍ଷ ୟୁଜର୍ଷଙ୍କୁ ଏଟିଏମ କାର୍ଡ ବ୍ୟବାହାର କରୁଥିବାରୁ କିଛି ଟଙ୍କା ପୋୟୀଠୋ କରିବାକୁ ପଡିଥାଏ |ଏ ବାବଦକୁ ଆକାଉଣ୍ଟରୁ 147:50କାଟିଛି ବ୍ୟାଙ୍କ ଏ ନେଇ ଏସବିଆ ଇ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି |
ନିକଟରେ ଜଣେ ବ୍ୟାଙ୍କ ଆକାଉଣ୍ଟଧାରି ତାଙ୍କ ଖାତାରୁ ପଇସା କାଟିଥିବା ନେଇ ଟ୍ୱିଟ କରି କହିଥିଲେ ତାଙ୍କ ଟ୍ୱିଟର ଉତ୍ତର ଦେବା ଅବସରରେ SBI ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପ୍ରତିବର୍ଷ SBI ପକ୍ଷରୁ ATM ବା ଡେବିଟ କାର୍ଡ ପାଇଁ ସବୁ କଷ୍ଟମରଙ୍କ ଆକାଉଣ୍ଟରୁ 147:50ଟଙ୍କା ଅଟେ |ଏବେ ବି ସେଥିପାଇଁ ଏହି ଟଙ୍କା କାଟ ହୋଇଛି |ସୂଚନାଯୋଗ୍ୟ SBI ହେଉଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏହା ର ଗ୍ରାହକଙ୍କ ସଂଖ୍ୟା ବି ଅନ୍ୟ ସବୁ ବ୍ୟାଙ୍କ ଠାରୁ ଅଧିକ |ଏଣୁ ବ୍ୟାଙ୍କ ବିଷୟରେ ସମସ୍ତ ତଥ୍ୟ ଗ୍ରାହକଙ୍କ ପାଖରେ ପହଂଚିବା ଆବଶ୍ୟକ |
ତେବେ SBI ପକ୍ଷରୁ କେତେକ ନିୟମର ପରିବର୍ତନ କରାଯାଇଛି |ଯଦି ବର୍ତମାନ ଆପଣଙ୍କ ଆକାଉଣ୍ଟ ରେ କମ ବାଲାନ୍ସ ଥିବାରୁ ATM ଟ୍ରଜାଂକ୍ସନ ଫେଲ ହେଉଛି |ତେବେ ଗ୍ରହକୋଙ୍କୁ ଏଏଥିପାଇଁ ଫାଇନ ଦେବାକୁ ପଡୁଛି |ବ୍ୟାଙ୍କ ର ସୂଚନା ମୁତାବକ ଯଦି ଆପଣଙ୍କ ଆକାଉଣ୍ଟରେ ବାଲାନ୍ସ ନାହିଁ ଆଉ ସେଥିପାଇଁ ଟ୍ରାଞ୍ଚକ୍ସନ ଫେଲ ହେଉଛି ତେବେ ଏଥି ପାଇଁ ଗ୍ରାହକଙ୍କୁ 20 ଟଙ୍କା ଫାଇନ ଗଣିବାକୁ ପଡିବ |ଏଥି ପାଇଁ gst ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡିବ ଏଣୁ ATM ରୁ ଟଙ୍କା ଉଠାଣ ପୂର୍ବରୁ SBI ପକ୍ଷରୁ ଗ୍ରାହକ ଙ୍କୁ ମେସେଜ ଓ ମିସଡ଼ କଲ ମାଧମରେ ବାଲାନ୍ସ ଚେକ କରିବାକୁ ସୁଯୋଗ ଦିଆଯାଇଛି |ଏହା ମାଧ୍ୟ୍ୟମରେ ଗ୍ରାହକ ପ୍ରଥମେ ନିଜ ବାଲାନ୍ସ ଚେକ କରିବେ ତା ପରେ ଟଙ୍କା ଉଠେଇବା ପାଇଁ SBI ପରାମର୍ଶ ଦେଇଛି|