ମାଉସୀଙ୍କର କାଣ୍ଡ : ଚଟାଣରେ ଗଡି-ଗଡି ମହିଳା ଜଣଙ୍କ କଲେ ଏମିତି ଡ୍ୟାନ୍ସ,ଉଠାଇବାକୁ ଆସିଗଲେ ଅନେକ ଲୋକ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ବିବାହରେ ଆପଣଙ୍କୁ ସବୁ ପ୍ରକାରର ଲୋକ ମିଳିଯିବେ | ଖାସ କରି ବିବାହ ଦିନରେ ଡ୍ୟାନ୍ସ ଫ୍ଲୋରରେ ଆପଣଙ୍କୁ ଏମିତିକା ସବୁ ବିପଦ୍ଜନକ ଡ୍ୟାନ୍ସର ମିଳିବେ, ଯାହାଙ୍କ ବାବଦରେ ଆପଣ କେବେ ଭାବି ମଧ୍ୟ ପାରିବେନି | ଖାସ କରି ଭାରତୀୟ ମହିଳାମାନଙ୍କୁ ବାହାଘର ଦିନ ବହୁତ ଖୋଲା ଖୋଲି ଭାବେ ନାଚୁଥିବାର ଦେଖିବାକୁ ମିଳିଥାଏ | କିଛି ମହିଳାମନେ ଟା କେବେ-କେବେ ଏମିତି ଡ୍ୟାନ୍ସ କରନ୍ତି ଯାହା ଆଗରେ ପିଲା-ବୁଢା ସମସ୍ତେ ଫେଲ ହୋଇଯାଆନ୍ତି | ଏମିତି ହିଁ ଏକ ବହୁତ ମଜାଳିଆ ଡ୍ୟାନ୍ସ ଭିଡ଼ିଓ ଏହି ସମୟରେ ଇଣ୍ଟରନେଟରେ ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଲୋକମାନେ ହସି-ହସି ଗଡି ଯାଉଛନ୍ତି | ୟୁ-ଟ୍ୟୁବରେ ଥିବା ଏହି ଭିଡ଼ିଓ ଉପରେ ସୋସିଆଲ ମେଡ଼ିଆ ବ୍ୟବହାରକାରି ମନେ ବହୁତ ପ୍ରେମ ବର୍ଷା କରୁଛନ୍ତି |

ଏହି ଭିଡ଼ିଓ ରେ ଆପଣ ଦେଖିଆପାରିବେ ଯେ ଡ୍ୟାନ୍ସ ଫ୍ଲୋରରେ ମହିଳା ଜଣଙ୍କ ଚଟାଣ ଉପରେ ଗଡି ଗଡି ଡ୍ୟାନ୍ସ କରୁଛନ୍ତି | ଭିଡ଼ିଓରେ ତାଙ୍କୁ ‘ଦୋ ଘୁଟ ପିଲା ଦେ ସାକିଆ ଗୀତ’ ରେ ଝୁମ ଝୁମ କରି ନାଚୁଥିବା ଦେଖିବାକୁ ମିଳିପାରିବ | ଭିଡ଼ିଓରେ ସେ ହାତରେ ବୋତଲ ଧରି ଯେଉ ପ୍ରକାରରେ ସାରାବି ହେବାର ଆକ୍ଟିଙ୍ଗ କରୁଛନ୍ତି, ତାଙ୍କୁ ଦେଖି ଲୋକମାନେ ନିଜ ଡ୍ୟାନ୍ସକୁ କଣ୍ଟ୍ରୋଲ କରିପାରୁନାହାନ୍ତି | ମହିଳା ଜଣଙ୍କ ଷ୍ଟେଜରେ ତଳେ ଗଡିକରି ପୁରା ମୁଡ଼ର ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି | ଏହି ଭିଡ଼ିଓରେ ଏପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାର ଭ୍ୟୁଜ ମିଳିସାରିଛି | ଲୋକମାନେ ଏହା ଉପରେ ନିଜର ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି |

ଜଣେ ସୋସିଆଲ ମେଡ଼ିଆ ୟୁଜର ଏହି ଭିଡ଼ିଓରେ କମେଣ୍ଟ କରି ଲେଖିଛନ୍ତି କି, “ଆଣ୍ଟି କାଣ୍ଡ କରିଦେଲେ” | ଏହାପରେ ଅନ୍ୟ ଏକ ୟୁଜର ଲେଖିଛନ୍ତି କି, “ଆଣ୍ଟିକୁ କେହି ଉଠାଅ ଭାଇ” | ସେହିଠାରେ ଅନ୍ୟ ଏକ ୟୁଜର ଲେଖିଛନ୍ତି କି, “ଲୋକ ଏତେ ସାହସ ଆଣନ୍ତି କେଉଁଠୁ” | ଭିଡ଼ିଓରେ ଆପଣ ଦେଖିପାରିବେ ଯେ ମହିଳାଙ୍କୁ ଡ୍ୟାନ୍ସ ଫ୍ଲୋରରୁ ଉଠାଇବା ପାଇଁ ଅନ୍ୟ କିଛି ମହିଳାମାନେ ମଧ୍ୟ ଆସନ୍ତି, କିନ୍ତୁ ଆଣ୍ଟି ଉଠିବାର ନା ହିଁ ନିଅନ୍ତିନି |

Leave A Reply

Your email address will not be published.