JCB ସାହାଯ୍ୟରେ ATM କୁ ଉଠାଇ ନେଇଗଲେ ଚୋର,୨୭ ଲକ୍ଷ ଟଙ୍କା ଚୋରୀ,ଦେଖନ୍ତୁ ATM ଚୋରି ସମୟର ଭିଡିଓ

0

Get real time updates directly on you device, subscribe now.

ଏହି ସମୟରେ ବୁଲଡୋଜର ବହୁ ଚର୍ଚ୍ଚିତ|ବୁଲଡୋଜର କାରଣରୁ ପ୍ରଦେଶରେ ସରକାର ବନିବାକୁ ଯାଉଛି|ଦେଖାଯାଏ ତ ବୁଲଡୋଜର ସାହାଯ୍ୟରେ ଆମେ କନଷ୍ଟ୍ରକ୍ସନ କାମ କରିଥାଉ|କିନ୍ତୁ ମହାରାଷ୍ଟ୍ରରେ ଏକ ଅଜବ ମାମଲା ଶୁଣିବାକୁ ମିଳିଛି|ପ୍ରକୃତରେ ଚୋରମାନେ ଜେସିବି ସାହାଯ୍ୟରେ ଅଜବ ଘଟଣା ଘଟାଇଛନ୍ତି|ଚୋରମାନେ ଏଟିଏମକୁ ଖାଲି କରି ଦେଇଛନ୍ତି|ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଗଲା|ସୂଚନା ଅନୁସାରେ ଏଟିଏମ୍ ମେସିନରେ ୨୭,୦୦,୦୦୦ ଟଙ୍କା ଥିଲା|

ଏହି ଭିଡିଓ ଲୋକଙ୍କୁ ବହୁ ଆଶ୍ଚର୍ଯ୍ୟ କରିଛି|ଏମିତିରେ ସୋସିଆଲ ମିଡିଆରେ ବହୁ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ଏହି ଭିଡିଓ ଟିକେ ହଟକରି ଅଟେ|ଏହି ଚୋରମାନେ ବୁଲଡୋଜର ସାହାଯ୍ୟରେ ୨୭ ଲକ୍ଷ ଟଙ୍କା ଚୋରି କରିଛନ୍ତି|ଏହାକୁ ସୋସିଆଲ ମିଡ଼ିଆର ସବୁ ପ୍ଲାଟଫର୍ମରେ ସେୟାର କରାଯାଇଛି|

Leave A Reply

Your email address will not be published.