ବେଡ଼ ଉପରେ ଲାଗୁଛି ଏହି AC ! ଗୋଟିଏ ମିନିଟରେ ହେଉଛି ସର୍ବୋତ୍ତମ କୁଲିଙ୍ଗ,ମୂଲ୍ୟ ମଧ୍ୟ ବହୁତ କମ୍ ।

0

Get real time updates directly on you device, subscribe now.

ଆପଣ ସ୍ପିଲ୍ଟ ଏୟାର କଣ୍ଡିସନର ଏବଂ ୱିଣ୍ଡୋ ଏୟାର କଣ୍ଡିସନର ତ ନିଶ୍ଚିନ୍ତ ଦେଖିଥିବେ । ଗୋଟିଏ କୁ ଘରର ଝରକା ରେ ଲଗାଯାଇପାରେ ତେବେ ଅନ୍ୟଟି ଘରର ଭିତର କାନ୍ଥରେ ଲଗାଯାଏ । ତେବେ ଏହି ଦୁଇ ଏୟାର କଣ୍ଡିସନର ଆପଣଙ୍କୁ କୁଲିଙ୍ଗ ଦେବାକୁ କିଛି ମିନିଟର ସମୟ ନେଇଥାଏ । ଏମିତିରେ ଆମେ ଆପଣଙ୍କୁ ଆପଣଙ୍କ ପାଇଁ ଏମିତି ଏକ ଏୟାର କଣ୍ଡିସନର ନେଇକି ଆସିଛୁ ଯାହା ଆପଣଙ୍କ ବେଡ଼ର ଗଦି ଉପରେ ଫିଟ ହୋଇଯାଏ ଏବଂ ଯେମିତି ହିଁ ଆପଣ ଏହା ଉପରେ ଶୋଇବେ ସେମିତି ହିଁ ଏହା ବଢିଆ କୁଲିଙ୍ଗ ଅଫର କରିବାକୁ ଲାଗିଥାଏ,ଏହି ପୁରା ପ୍ରୋସେସ ରେ ଟିକେ ମଧ୍ୟ ସମୟ ଲାଗିନଥାଏ । ତାପରେ ଏହା ଆପଣ ଘରର କୌଣସି ବି କୋଣରେ ଥାଉ ନା କାହିଁକି ଏହି ଏୟାର କଣ୍ଡିସନର ଆପଣଙ୍କ ବେଡ଼ ର ଗଦିକୁ ଥଣ୍ଡା କରିଦିଏ । ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହା ବିଷୟରେ ଜାଣି ନଥିବେ ବୋଧ ହୁଏ ଏମିତିରେ ଆମେ ଆଜି ଆପଣଙ୍କୁ ଏହା ବିଷୟରେ ବିସ୍ତାର ରୂପେ କହିବାକୁ ଯାଉଛୁ ।

ଯଦି ଆପଣ ଏହି ଏୟାର କଣ୍ଡିସନରର ମୂଲ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କହିରଖୁଛୁ କି ଆଲିବାବା ଡଟ କମ ରେ ମିଳୁଛି ଏବଂ ଏହାକୁ ୧୫,୦୦୦ ଟଙ୍କାରୁ ୧୬,୦୦୦ ଟଙ୍କା ମଧ୍ୟରେ କିଣାଯାଇ ପାରିବ । କହିରଖୁଛୁ କି ଏହି ଏୟାର କଣ୍ଡିସନର ଗୋଟିଏ ନୁହେଁ ବରଂ ଦୁଇଟି ୟୁନିଟ ମିଶିକି ତିଆରି ହୋଇଛି । ଏହି ଦୁଇ ୟୁନିଟକୁ ମିଶେଇବା ପରେ ଏହି ଏୟାର କଣ୍ଡିସନର ସମ୍ପୂର୍ଣ୍ଣ ହୋଇଯାଏ ।

କେମିତି କରେ କାମ :-

ଆପଣଙ୍କୁ କହିରଖୁଛୁ ଯେ ଏହି ଏୟାର କଣ୍ଡିସନର ପ୍ରକୃତରେ ଗୋଟେ ମେଟ୍ରେସ ସାଥିରେ ଆସିଥାଏ ଯେଉଁଥିରେ ଏହାକୁ ଯୋଡ଼ା ଯାଇ ପାରିବ | ଗୋଟେ ପାଇପି ର ସାହାଯ୍ୟରେ ଏହି ଏୟାର କଣ୍ଡିସନର ମେଟ୍ରେସ ସହ ଯୋଡ଼ା ଯାଏ ଯାହା ବେଡ଼ ଉପରେ ବ୍ୟବହାର କରାଯାଏ | ଏହା ପରେ ଏହି ଏୟାର କଣ୍ଡିସନର ଥଣ୍ଡା କରିବା ଆରମ୍ଭ କରେ | ପ୍ରକୃତରେ ଏହି ଥଣ୍ଡା ପବନ ସିଧା ମେଟ୍ରେସର ଭିତରେ ଯିବାକୁ ଲାଗେ ଯାହା ପରେ ଏହା ଥଣ୍ଡା ହେବା ଆରମ୍ଭ ହୋଇଯାଏ ଏବଂ ଏହାପରେ ଯଦି କୌଣସି ବ୍ୟକ୍ତି ଏହା ଉପରେ ଶୁଅନ୍ତି ତେବେ ତାଙ୍କୁ ଥଣ୍ଡା ଥଣ୍ଡା ଅନୁଭବ ହୋଇଥାଏ

Leave A Reply

Your email address will not be published.