ଫନି ଭିଡିଓ : ସ୍କୁଟିରେ ଆସିଲା,ଆଉ ଗାର୍ଲଫ୍ରେଣ୍ଡର ଫୋନ ଧରିକି ଫେରାର,ଆଉ ତାପରେ ଯାହା ହେଲା…ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

Boyfriend Girlfriend Video : ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ମଜାଦାର ଭିଡ଼ିଓ ଭାଇରାଲ୍ ହେଉଛି , କିନ୍ତୁ ଆଜିକାଲି ଯେଉଁ ଭିଡ଼ିଓ ଭାଇରାଲ ହେଉଛି । ତାକୁ ଦେଖି ଆପଣଙ୍କ ହୋସ ହିଁ ଉଡି ଯିବ । ଏହି ଭିଡ଼ିଓ ବୟଫ୍ରେଣ୍ଡ – ଗାର୍ଲଫ୍ରେଣ୍ଡ ସହ ଜଡିତ । ଏହି ଭିଡ଼ିଓରେ କିଛି ଏମିତି ହୋଇଥାଏ,ଯାହାକୁ ବୋଧହୁଏ ଆପଣ ପ୍ରଥମ ଥର ଦେଖୁଥିବେ । ବାସ୍ତବରେ ଭିଡ଼ିଓରେ ଗାର୍ଲଫ୍ରେଣ୍ଡର ଫୋନ ଛଡେଇ ନେବାର ନଜର ଆସୁଛନ୍ତି ।

ମଜାଦାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ :-

ଭିଡ଼ିଓ ଦେଖିକରି ଆପଣ ସମ୍ପୂର୍ଣ୍ଣ ଭାବରେ ହଲିଯିବେ । ଏହି ପୁରା ଘଟଣା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଗଲା ।
ଭିଡ଼ିଓ ରେ ଦେଖିପାରିବେ କି ଗୋଟିଏ ଝିଅ ବହୁତ ହିଁ ଆରାମ ରେ ନିଜ ମୋବାଇଲ ରେ କଥା ହେଇ ରାସ୍ତାରେ ଯାଉଛି । ଏହା ମଧ୍ୟରେ ପଛରୁ ଗୋଟିଏ ସ୍କୁଟି ଆସେ ଏବଂ ସ୍କୁଟି ଚଳାଉଥିବା ଲୋକ ତା ପାଖରେ ପହଞ୍ଚି ତାଙ୍କ ହାତରୁ ମୋବାଇଲ ଛଡେଇନିଏ ଏବଂ ସେଠାରୁ ଫେରାର ହୋଇଯାଏ । ଭିଡ଼ିଓ ରେ ଆପଣ ଦେଖିପାରୁଥିବେ କି ବ୍ୟକ୍ତି ମୋବାଇଲ ଛଡେଇବା ପରେ
ଝିଅକୁ ଧକା ମାରି ତଳେ ପକାଇ ଦେଇଥିଲା ।

ଏହା ପରେ ଭିଡ଼ିଓରେ ଦେଖାଯାଇପାରେ କି କିଛି ଲୋକ ବାଇକ ରେ ମୋବାଇଲ ଚୋରେଇ ଥିବା ଲୋକଙ୍କ ପିଛା କରନ୍ତି ।
ଭିଡ଼ିଓ ରେ ଦେଖାଯାଇପାରେ କି କିଛି ବାଟ ଯିବା ପରେ ଶେଷରେ ଲୋକମାନେ ମୋବାଇଲ ଚୋର କୁ ଧରିନେଲେ । ଏହା ପରେ ତାକୁ ଜମେଇକି ମାଡ଼ପିଟ କଲେ ଏବଂ ଝିଅ ସାମ୍ନା ରେ ଆଣି ଛିଡା କଲେ । ଝିଅଟି ଯେମିତି ହିଁ ସେ ଯୁବକକୁ ଦେଖେ,ଆଶ୍ଚର୍ଯ୍ୟ ହୋଇଯାଏ । ଏହା ପରେ ଲୋକ ପଚାରିଲେ କି କଣ ସେ ତାକୁ ଜାଣିଚି ? ଦେଖନ୍ତୁ ଭିଡ଼ିଓ –

ଝିଅଟିର ବୟଫ୍ରେଣ୍ଡ ହେଉଛି ମୋବାଇଲ ଚୋର :-

ସେତେବେଳେ ଝିଅଟି କହିଲା କି ପୁଅଟି ହେଉଛି ତାର ବୟଫ୍ରେଣ୍ଡ । ଏମିତି କହିଲା ପରେ ଝିଅଟି ଆଉ ଥରେ କାନ୍ଦିବାକୁ ଲାଗେ । ଫ୍ରେମରେ ଏହି ଦୃଶ୍ୟ ବହୁତ ମଜାଦାର ଲାଗୁଚି । ଭିଡ଼ିଓ punjabi_industry ନାମର ଇଷ୍ଟାଗ୍ରାମ ପେଜ ରେ ଅପଲୋଡ଼ କରାଯାଇଛି । ଆପଣ ଦେଖିପାରୁଥିବେ କି ଝିଅଟି ଯେତେବେଳେ କୁହେ କି ମୋବାଇଲ ଚୋରେଇବା ଵାଲା ଲୋକଟି ତାଙ୍କ ବୟଫ୍ରେଣ୍ଡ,ତ ସେଇଠି ଉପସ୍ଥିତ ଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି । ବର୍ତ୍ତମାନ, ଆମେ ଭିଡ଼ିଓର ସତ୍ୟତାର ପୃଷ୍ଟି କରୁନାହୁଁ । ହୁଏତ ଏହା ମଜା ପାଇ ତିଆରି ହୋଇଥାଇ ପାରେ ।

Leave A Reply

Your email address will not be published.