ଦେଖନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ବାମନ ପରିବାରର ଏହି ଜବରଦସ୍ତ ଡ଼୍ୟାନ୍ସ, ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଆଜିକାଲି ସୋସିଆଲ ମିଡ଼ିଆ ଏମିତି ଏକ ଜାଗା ଅଟେ ଯେଉଁଠାରେ ଦେଶର ଲୁଚିଥିବା ଟାଲେଣ୍ଟ ବାହାରକୁ ଆସିପାରୁଛି ଓ ଲୋକମାନେ ନିଜର ଶର୍ଟ ଭିଡ଼ିଓ ବନାଇ ଫେମସ ମଧ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡ଼ିଆରେ ଲୋକେ ରାତାରାତି ଭାଇରାଲ ହୋଇ ସଫଳତାର ସିଡ଼ି ଚଢିଯାଆନ୍ତି। ସୋସିଆଲ ମିଡ଼ିଆରେ ସମସ୍ତେ ଫେମସ ହୋଇପାରନ୍ତି ନାହିଁ କେବଳ ସେହିମାନେ ହିଁ ଫେମସ ହୁଅନ୍ତି ଯାହାଙ୍କ ପାଖରେ ଏହି ଟାଲେଣ୍ଟ ରହିଛି। ଏବେ କିଛିଦିନ ହେବ ସୋସିଆଲ ମିଡ଼ିଆରେ ଏକ ବାମନ ପରିବାରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡ଼ିଓରେ ବାମନଙ୍କ ଛୋଟ ଛୋଟ ପରିବାର ଡ଼୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିପାରିବେ ଝିଅଟି ଯିଏକି ଏହି ଭିଡ଼ିଓରେ ହଳଦିଆ ରଙ୍ଗର ଡ୍ରେସ ପିନ୍ଧିଛି। ଏହାସହ ଏକ ଯୁବକ ବୋଧହୁଏ ସେ ଏହି ଝିଅଟିର ପତି ଯିଏକି ନୀଳ ରଙ୍ଗର ଶାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଛି। ସେହିପରି ଭିଡ଼ିଓରେ ଜଣେ ମହିଳା ରହିଛନ୍ତି ଯିଏକି ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ସାଧାରଣ ଲୋକଙ୍କ ଠାରୁ ତାଙ୍କର ଉଚ୍ଚତା ବହୁତ କମ କିନ୍ତୁ ସେମାନଙ୍କ ନାଚ ବହୁତ ରୋମାଞ୍ଚକର ଅଟେ।

ସୂଚନା ଅନୁଯାୟୀ ଜଣାଇଦେଉଛୁ କି, ଏହି ଭିଡ଼ିଓକୁ ଛୋଟେ ଛୋଟେ ପତି ପତ୍ନୀଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟର କରାଯାଇଥିଲା। ସେ ଏହି ଭିଡ଼ିଓରେ ମୁଡ଼ ମୁଡ଼ କେ ନା ଦେଖ ମୁଡ଼ ମୁଡ଼କେ ଗୀତରେ ନାଚୁଥିଲେ ଯାହାକୁ ନେହା କାକର ଓ ଟୋନି କାକର ଗାଇଥିଲେ। ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି। ସେହିପରି ସେମାନଙ୍କ ଫ୍ୟାନ ମଧ୍ୟ ଭିଡ଼ିଓରେ ଏହାକୁ ବହୁତ ଭଲ ହେଇଛି ବୋଲି କମେଣ୍ଟ କରିଛନ୍ତି। ଜଣେ ଭିଡ଼ିଓରେ କମେଣ୍ଟ କରି ଲେଖିଥିଲେ ବୋଧହୁଏ ତାଙ୍କ ମାଆଙ୍କର ମୁଡ଼ ନାହିଁ ନାଚିବାକୁ ସେହିପରି ଆଉଜଣେ କମେଣ୍ଟ କରି କହିଥିଲେ, ଭିଡ଼ିଓରେ ତାଙ୍କୁ ଦେଖିବାକୁ ବହୁତ ଭଲ ଲାଗୁଛି।

ଭିଡ଼ିଓରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା ହେଉଛି କି, ଏହି ଫ୍ୟାମିଲିର ସବୁ ଲୋକେ ସାଧାରଣ ଲୋକଙ୍କ ଠାରୁ ଉଚ୍ଚତାରେ ବହୁତ ଛୋଟ ଓ ପୂର୍ବରୁ ମଧ୍ୟ ତାଙ୍କର କେତେକ ଭିଡ଼ିଓ ଭାଇରାଲ ହୋଇସାରିଛି।

Leave A Reply

Your email address will not be published.