ମାତ୍ର ୧୯ ହଜାର ଟଙ୍କାର କିଣନ୍ତୁ ହିରୋର ଏହି ଶାନଦାର ମାଇଲେଜ ଦେଉଥିବା ବାଇକ,ଜାଣନ୍ତୁ କେମିତି କିଣିବେ !

0

Get real time updates directly on you device, subscribe now.

ଦେଶରେ ଆପଣଙ୍କୁ ଟୁ ହ୍ବିଲର ବଜେଟ ସେଗମେଣ୍ଟରେ 110cc ବାଇକର ଲମ୍ବା ରେଞ୍ଜ ଦେଖିବାକୁ ମିଳିଯାଇଥାଏ। ଏହି ସେଗମେଣ୍ଟର ବାଇକ ହିରୋ ସୁପର ସ୍ପେଣ୍ଡର ଅଟେ ଯିଏକି ଆକର୍ଷକ ଲୁକ ସହିତ ଏକ ଭଲ ମାଇଲେଜ ପାଇଁ ଲୋକଙ୍କ ମଧ୍ୟରେ ବେଶ ପପୁଲାର ଅଟେ। ଏହି ବାଇକର ଦାମ ଭାରତୀୟ ବଜାରରେ 74,200 ରୁ ନେଇ ଟପ ଭ୍ୟାରିଏଣ୍ଟ ଯାଏଁ ଏହାର ଦର 79,600 ପର୍ଯ୍ୟନ୍ତ ରହିଛି।

ଏହି ବାଇକରେ ମିଳୁଥିବା ବଢ଼ିଆ ଡ଼ିଲର ଫାଇଦା ଉଠାଇ ଏହାକୁ 30,000 ରୁ କମ ଦାମରେ ମଧ୍ୟ କିଣିପାରିବେ। ଆପଣଙ୍କୁ ଜଣାଇଦେଉଛୁ କି, ଏହି ବାଇକର ପୁରୁଣା ଟୁ ହ୍ବିଲର ବାଇକ ଗୁଡ଼ିକୁ ବେପାର କରୁଥିବା ୱେବସାଇଟରେ ଏହାର ଭଲ ଦାମ ଆପଣ ପାଇଯିବେ।

OLX ୱେବସାଇଟରେ ଏହାର ଅଫର:-

OLX ୱେବସାଇଟରେ 2011 ମଡେଲ ହିରୋ ର ଏହି ସ୍ପେଣ୍ଡର ବାଇକକୁ 18,999 ଟଙ୍କାରେ କିଣା ଯାଇପାରିବ। ଫାଇନାନ୍ସ ସୁବିଧା କଥା କହିବାକୁ ଗଲେ ଏହି ବାଇକରେ କୌଣସି ଫାଇନାନ୍ସ ପ୍ଲାନ ଉପଲବ୍ଧ କରାଯାଇନାହିଁ।

DROOM ସାଇଟରେ ମଧ୍ୟ ଅଫର:-

DROOM ୱେବସାଇଟରେ ହିରୋ ସୁପର ସ୍ପେଣ୍ଡରର 2010 ମଡେଲକୁ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଏହି ଶାନଦାର ଟୁ ହ୍ବିଲରକୁ 26,520 ଟଙ୍କାରେ କିଣାଯାଇପାରିବ। ଫାଇନାନ୍ସ ସୁବିଧା କଥା କହିବାକୁ ଗଲେ ଏହି ବାଇକରେ ଆପଣଙ୍କୁ ଫାଇନାନ୍ସ ପ୍ଲାନ ମଧ୍ୟ ଉପଲବ୍ଧ କରାଯାଉଛି।

QUIKR ୱେବସାଇଟରେ ଏହାର ଅଫର:-

କ୍ୱିକର ୱେବସାଇଟରେ ହିରୋ ସୁପର ସ୍ପେଣ୍ଡରର 2012 ମଡେଲ ବିକ୍ରି କରିବାପାଇଁ ଉପଲବ୍ଧ କରାଯାଇଛି। ଏହି ଶାନଦାର ଟୁ ହ୍ବିଲରକୁ 27,999 ଟଙ୍କାରେ କିଣାଯାଇ ପାରିବ। ଫାଇନାନ୍ସ ସୁବିଧା କଥା କହିବାକୁ ଗଲେ ଏହି ବାଇକରେ କୌଣସି ଫାଇନାନ୍ସ ସୁବିଧା ମହଜୁଦ ନାହିଁ।

ହିରୋ ସୁପର ସ୍ପେଣ୍ଡର ବାଇକର ସ୍ପେସିଫିକେସନ:-

ହିରୋ ସୁପର ସ୍ପେଣ୍ଡର ବାଇକରେ 124.7cc ର ଇଞ୍ଜିନ ଦିଆଯାଇଛି। ଏହି ବାଇକ 10.8 ps ମାକ୍ସିମମ ପାୱାର ସହିତ 10.6 nm ପିକ ଟର୍କ ବନାଇବାରେ ମଧ୍ୟ ସକ୍ଷମ ଅଟେ। କମ୍ପାନୀ ନିକର ଏହି ବାଇକ ଇଞ୍ଜିନ ସହିତ 4 ସ୍ପିଡ଼ ଗିୟର ବକ୍ସ ଉପଲବ୍ଧ କରାଇଛି।

ଏହି ବାଇକରେ ମିଳୁଥିବା ମାଇଲେଜ କଥା କହିବାକୁ ଗଲେ କମ୍ପାନୀ ଦାବି କରୁଛି କି, ଏକ ଲିଟର ପେଟ୍ରୋଲରେ ଆପଣ ବାଇକକୁ 75 କିଲୋମିଟର ପର୍ଯ୍ୟନ୍ତ ଚଲାଇ ପାରିବେ।

Leave A Reply

Your email address will not be published.