ଉଭୟ ପେଟ୍ରୋଲ ଓ ଇଲେକ୍ଟ୍ରିକରେ ଚାଲିବ ଏହି ସ୍କୁଟି,ଜାଣନ୍ତୁ ଏହା କେଉଁ ସ୍କୁଟି ଏବଂ ଏହାର ମୂଲ୍ୟ କେତେ ?

0

Get real time updates directly on you device, subscribe now.

Yamaha Fluo ନାମରେ 125cc ସ୍କୁଟର ଲଞ୍ଚ କରିଛି । କମ୍ପାନୀ ସ୍କୁଟରକୁ ବ୍ରାଜିଲରେ ଲଞ୍ଚ କରିଦେଇଛି । ଏହି ସ୍କୁଟରରେ ତିନୋଟି କଲର ଅପ୍ସନ୍ ରହିଛି, ବ୍ଲାକ, ବ୍ଲୁ ଏବଂ ହ୍ଵାଇଟ । ଏଥିରେ ABS, ଡିଜିଟାଲ ଇନ୍ଷ୍ଟ୍ରୁମେଣ୍ଟ କୋନସୋଲ, ଗୋଟିଏ 12 ୱାଲ୍ଟ ଚାର୍ଜୀଙ୍ଗ ସକେଟ, LED ଲାଇଟ, ଅଟୋ ଷ୍ଟାର୍ଟ /ଷ୍ଟପ ଫିଚର୍ସ ରହିଛି । ଏହାସହିତ ଏଥିରେ 25 ଲିଟର ଅଣ୍ଡର – ସିଟ ଷ୍ଟୋରେଜ ମଧ୍ୟ ଦିଆଯାଇଛି ।

ଇଣ୍ଡିଆରେ ପ୍ରତିଦିନ କିଛି ନା କିଛି ବାଇକ୍ ଏବଂ ସ୍କୁଟର ଲଞ୍ଚ ହେଉଛି । ବର୍ତ୍ତମାନ ଇଲେକ୍ଟ୍ରିକର ଜମାନା ଆସିଯାଇଛି । ଏପରି ପରିସ୍ଥିତିରେ ସବୁ କମ୍ପାନୀମାନଙ୍କ ମଧ୍ୟରେ ଗୋଟିଏ ଲକ୍ଷ୍ୟ ରହିଛି ଯେ କିଏ ସବୁଠାରୁ କମ ମୂଲ୍ୟରେ ଭଲ ଫିଚର୍ସ ଦେବ । ନୂତନ ଷ୍ଟାର୍ଟଅପ ମଧ୍ୟ ଏଥିରେ ପଛରେ ନାହିଁ । ଲୋକଙ୍କ ଇଚ୍ଛା ବିଷୟରେ କହିବାକୁ ଗଲେ ଇଣ୍ଡିଆରେ ମାଉଥ ପୁବ୍ଲିସିଟି ହିଁ କାମ କରିଥାଏ । ପଡ଼ୋଶୀକୁ ଦେଖି ହିଁ ପଡୋଶୀ ନିଜକୁ ଅପଡେଟ କରିଥାଏ । ଧିରେ ଧିରେ ଇଲେକ୍ଟ୍ରିକର ମାର୍କେଟ ହିଁ ଇଣ୍ଡିଆରେ ଅଧିକ ଚାଲିବ ।

ଜାଣନ୍ତୁ ଫିଚର୍ସ :-

ଏଥିରେ 125cc ରେ 2 ବଲବ, 4 ଷ୍ଟ୍ରାଙ୍କ, ଏୟାର କୋଲ୍ଡ ଇଞ୍ଜିନ, ଯାହାକି 8000 rpm ରେ 9.5 bhp ର ପାୱାର ଏବଂ 55000rpm ରେ 10.3nm ର ପିକ ଟର୍ଚ୍ଚ ଜେନେରେଟ ହୋଇଥାଏ । ସାଇଲେଣ୍ଟ ଷ୍ଟାର୍ଟର ମୋଟରକୁ CVT ଅଟୋମେଟିକ ଗେୟର ବାଇକ୍ ସହିତ ମିଶାଯାଇଛି ।

ଜାଣନ୍ତୁ ମୂଲ୍ୟ :-

ଏହି ସ୍କୁଟରର ଓଜନ 102kg ଏଵଂ ଫ୍ୟୁଲ ଟ୍ୟାଙ୍କ 4.2 ଲିଟର ଅଟେ । Yamaha Fluo ର ମୂଲ୍ୟ 13,390 ବ୍ରାଜିଲିୟ ରୀୟଲ ଅତି କମରେ 216, 587 ଟଙ୍କା ଅଟେ । ତେବେ ଏତେ ମହଙ୍ଗା ବାଇକ୍ ଏବଂ ସ୍କୁଟର ଇଣ୍ଡିଆରେ ବହୁତ୍ କମ୍ ଲୋକ କିଣନ୍ତି, କିନ୍ତୁ ୟୁଥଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିବା ମଡେଲ ବହୁତ୍ ବିକ୍ରି ହୋଇଥାଏ ।

Leave A Reply

Your email address will not be published.