ଚମତ୍କାର ଅଟେ ଏହି ବିଜନେସ ଆଇଡିଆ, ପ୍ରଥମ ଦିନରୁ ହିଁ ରୋଜଗାର କରନ୍ତୁ 2800 ରୁ 6000 ଟଙ୍କା ପର୍ଯ୍ୟନ୍ତ,ଜାଣନ୍ତୁ ଏହି ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Business Idea in hindi : ବର୍ତ୍ତମାନ ଏମିତି କିଛି ବିଜନେସ ରହିଛି, ଯାହାକୁ ଷ୍ଟାର୍ଟ କରିବାପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡେନାହିଁ । କିନ୍ତୁ ଥରେ ସେଟଅପ ହୋଇଯିବା ପରେ ଆପଣ ପ୍ରତିଦିନ 1500 ଟଙ୍କାରୁ 12000 ଟଙ୍କା ପର୍ଯ୍ୟନ୍ତ ସହଜରେ ରୋଜଗାର କରିପାରିବେ । ଏଠାରେ ଆମେ ଆଜି ଆପଣଙ୍କୁ ଏପରି ଗୋଟିଏ ବିଜନେସ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ କେବେ ହେଲେ କ୍ଷତି ହେବ ନାହିଁ ।

ଆଜ୍ଞା ହଁ, ଆପଣ ଫ୍ରୁଟସର ୱେଫର୍ସ ତିଆରି କରନ୍ତି କିମ୍ବା କଦଳୀର ଚିପ୍ସ ଏବଂ ଆଳୁର ୱେଫର୍ସ ତିଆରି କରିବାର ବିଜନେସ ଷ୍ଟାର୍ଟ କରିପାରିବେ । ବର୍ତ୍ତମାନ ମାର୍କେଟରେ ଏହାର ଜବରଦସ୍ତ ଡିମାଣ୍ଡ ରହିଛି । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଏହି ମାର୍କେଟରେ ବଡ କମ୍ପାନୀ ଆସିନାହିଁ, ତେଣୁ ଆପଣଙ୍କୁ କୌଣସି ପ୍ରକାରର କମ୍ପିଟିସନକୁ ମଧ୍ୟ ସାମ୍ନା କରିବାକୁ ପଡ଼ିବ ନାହିଁ । ଆପଣ ଯଦି ଠିକ୍ ଭାବରେ କାମ କରିଚାଲିବେ, ତେବେ ଆପଣଙ୍କ ବିଜନେସ ଶୀଘ୍ର ଦିନକୁ ଦିନ ଚାରିଗୁଣା ବୃଦ୍ଧି ପାଇବ ।

କଞ୍ଚାମାଲ ଭାବରେ ଦରକାର୍ ହେବ ଏହି ଜିନିଷ :-

ଯଦି ଆପଣ କଦଳୀ ଚିପ୍ସ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର କଞ୍ଚା କଦଳୀ ଆବଶ୍ୟକ ହେବ । ଯଦି ଆପଣ ଆଳୁର ୱେଫର୍ସ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଆଉ ଦରକାର୍ ହେବ ଏବଂ ପନିପରିବା ତଥା ଫ୍ରୁଟସର ୱେଫର୍ସ ପାଇଁ ଆପଣଙ୍କର ପନିପରିବା ତଥା ଫ୍ରୁଟସ ଆବଶ୍ୟକ ହେବ ।

ଏହାସହିତ ମସଲା, ଲୁଣ ଏବଂ ଖାଦ୍ୟ ତେଲ ଆବଶ୍ୟକ ହେବ । ୱେଫର୍ସ ତିଆରି କରିବାକୁ ମେସିନ ଯେପରି କଦଳୀ, ଆଳୁ, ପନିପରିବାକୁ ଚାଞ୍ଛିବା, ଫୁଟାଇବା ଏବଂ ସେଗୁଡିକୁ ପତଳା ସ୍ଲାଇସେଜରେ କାଟିବାର ମେସିନ ମଧ୍ୟ ଦରକାର ହେବ । ଏହାସହିତ ଫ୍ରାଇ କରିବା ଏବଂ ମସଲା ମିଶାଇବାର ମେସିନ ମଧ୍ୟ ଦରକାର ପଡ଼ିବ । ଏସବୁ ମେସିନ 20 ହଜାର ଟଙ୍କାରୁ 40 ହଜାର ମଧ୍ୟରେ କିଣାଯାଇପାରିବ । ଏହିପରି ପାଉଚ ପ୍ରିଣ୍ଟୀଙ୍ଗ ମେସିନ ମଧ୍ୟ ଆପଣ ଭଡ଼ାରେ ନେଇପାରିବେ କିମ୍ବା ବାହାରେ ପ୍ରିଣ୍ଟ କରାଇ ପାରିବେ ।

ଏହିପରି ହେବ ଫାଇଦା :-

ମାର୍କେଟ ଏକ୍ସପର୍ଟଙ୍କ ଅନୁଯାୟୀ ପ୍ରାୟ 100 କିଲୋ ପ୍ରଡକ୍ଟ ତିଆରି କରିବାପାଇଁ ଆପଣଙ୍କୁ କଞ୍ଚା ଜିନିଷ, ମସଲା, ଖାଦ୍ୟ ତେଲ ଏବଂ ମେସିନରେ ବ୍ୟବହାର ହେଉଥିବା ଡିଜେଲ କିମ୍ବା ଇଲେକ୍ଟ୍ରିସିଟି ସହିତ ସବୁ ଖର୍ଚ୍ଚ ମିଶାଇ ପ୍ରାୟ 5000 ଟଙ୍କାରୁ ନେଇ 7000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ମାର୍କେଟରେ ଏହି ପ୍ରସ୍ତୁତ ମାଲ ର ମୂଲ୍ୟ ପ୍ରାୟ ଏକ କିଲୋ ପିଛା 150 ଟଙ୍କା ହିସାବରେ 15000 ଟଙ୍କା ହେବ । ଯଦି ଆପଣଙ୍କର ଖର୍ଚ୍ଚ ହିସାବ କରି ଲାଭ ଦେଖାଯାଏ ତେବେ ଏଥିରୁ ଆପଣ 8000 ଟଙ୍କା ଲାଭ ରୋଜଗାର କରିପାରିବେ ।

Leave A Reply

Your email address will not be published.