ନିଜ ଆଧାର କାର୍ଡରେ ନିଅନ୍ତୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ, ଏପ୍ରିଲ 30 ତାରିଖ ସୁଦ୍ଧା ଏଠାରେ କରନ୍ତୁ ଅନଲାଇନ୍ ଆବେଦନ

0

Get real time updates directly on you device, subscribe now.

Aadhar Card Navi personal loan : ଡିଜିଟାଲ ଲୋନ ଦେଉଥିବା ଆପ ନଭି ନିଜ ଗ୍ରାହକଙ୍କୁ ଶୀଘ୍ର ପର୍ସନାଲ ଲୋନ ଦେଉଛି । ତାହା ପୁଣି ଆଧାର କାର୍ଡ ମାଧ୍ୟମରେ, ତେଣୁ ଏହି ଲୋନକୁ ଆଧାର ଲୋନ କୁହାଯାଉଛି । ଲୋନ ଦେବାପାଇଁ ବ୍ୟାଙ୍କ୍ କିମ୍ବା ଫାଇନାନ୍ସ କଂପାନୀମାନେ ଅନେକ ପ୍ରକାରର ଡକ୍ୟୁମେଣ୍ଟ ମାଗନ୍ତି । ଡକ୍ୟୁମେଣ୍ଟ ଏକାଠି କରିବାପାଇଁ ବ୍ୟକ୍ତି ହଇରାଣ ମଧ୍ୟ ହୋଇଥାଏ ।

କିନ୍ତୁ ଫିନଟେକ କଂପାନୀମାନେ ଏହି ହଇରାଣ ଦୂର କରିବାପାଇଁ କେୱାଈସି ଆଧାରରେ ହିଁ ଲୋନ ଦେବା ଆରମ୍ଭ କରିଛନ୍ତି । କେୱାଈସିରେ ଆଧାର ଏବଂ ପ୍ୟାନ ଦେଖି ଲୋନ ଦିଆଯାଉଛି । ନଭି ଆପରେ ମଧ୍ୟ ଆପଣ ଆଧାର ଏବଂ ପ୍ୟାନ ସାହାଯ୍ୟରେ ସହଜରେ ଲୋନ ନେଇପାରିବେ । ଏହା ସହିତ ଆପଣ ଇଏମଆଇ କାଲକୁଲେଟର ଦ୍ଵାରା ଇଏମଆଇର ରକମ ମଧ୍ୟ ଜାଣିପାରିବେ ।

ଆଧାର ଦ୍ଵାରା ନଭି ଲୋନ ନେବାପାଇଁ ସର୍ବନିମ୍ନ 18 ବର୍ଷ ବୟସ ହେବା ଉଚିତ୍ । ସ୍ୟାଲେରିଡ ଏବଂ ସ୍ଵ ରୋଜଗାର ଥିବା କର୍ମଚାରୀଙ୍କୁ ହିଁ ଆଧାର କାର୍ଡ ଦ୍ଵାରା ଲୋନ ଦିଆଯାଏ । ଲୋନ ନେଉଥିବା ବ୍ୟକ୍ତିଙ୍କ କ୍ରେଡିଟ ସ୍କୋର 650 କିମ୍ବା ତାଠାରୁ ଅଧିକ ହେବା ଉଚିତ୍ । ବ୍ୟାଙ୍କ୍ ପର୍ସନାଲ ଲୋନ କିମ୍ବା ଅନ୍ୟ ଲୋନ ଦେବାପାଇଁ ସିଭିଲ ସ୍କୋର 750 ମାଗିଥାଏ, କିନ୍ତୁ ନଭି ଲୋନରେ ଏହି ସ୍କୋର 650 ଥିଲେ ମଧ୍ୟ ଚଳିବ । ନଭି ଲୋନ ପାଇଁ କୌଣସି ସ୍ଥାନକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ, ବରଂ ଏହାର ଆପ ଦ୍ଵାରା ଆବେଦନ କରିପାରିବେ । ଫର୍ମରେ ଆଧାର ଏବଂ ପ୍ୟାନର ସୂଚନା ଦେବାକୁ ପଡିଥାଏ ।

ଆଧାର ଦ୍ଵାରା କିପରି କରିବେ ଆବେଦନ :-

1. ନଭି ଆପ ଡାଉନଲୋଡ କରନ୍ତୁ ।

2. ଆପକୁ ନିଜ ମୋବାଇଲ ନମ୍ବର ଦ୍ଵାରା ରେଜିଷ୍ଟର କରନ୍ତୁ ।

3. ନିଜର ପର୍ସନାଲ ଡିଟେଲ ଯେପରି ମନ୍ଥଲି ଇନକମ୍ ଏବଂ କମ୍ପାନୀର ନାମ ଇତ୍ୟାଦି ପୂରଣ କରନ୍ତୁ ।

4. ଲୋନର ଡିଟେଲ ଏବଂ ଅବଧି ବିଷୟରେ ସୂଚନା ଦିଅନ୍ତୁ ।

5. ବର୍ତ୍ତମାନ ଲୋନ ଆମାଉଣ୍ଟ ଏବଂ ଅବଧିକୁ ସିଲେକ୍ଟ କରନ୍ତୁ ।

6. ନିଜର ବ୍ୟାଙ୍କ୍ ଡିଟେଲ ମଧ୍ୟ ପୂରଣ କରନ୍ତୁ ।

ଭେରିଫିକେଶନ ହେବାପରେ ଆପଣଙ୍କ ବ୍ୟାଙ୍କ୍ ଖାତାରେ ଲୋନ ପଇସା ଟ୍ରାନସ୍ଫର୍ ହୋଇଯିବ । ନଭି ଆପ ଆଧାର କାର୍ଡ ମାଧ୍ୟମରେ 10 ହଜାର ଟଙ୍କାରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଇଥାଏ । ନଭି ସମ୍ପୂର୍ଣ୍ଣ ଭାବେ ପେପରଲେସ ଏବଂ ଅଟୋମେଟିକ ପ୍ରକ୍ରିୟାରେ ଆପରେ ପ୍ରତି ବର୍ଷ 9.9% ଦର ପିଛା 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତକାଳ ପର୍ସନାଲ ଲୋନ ଦେଇଥାଏ । ନଭି ଏଥିପାଇଁ 6 ବର୍ଷ ପର୍ଯ୍ୟନ୍ତ ଅବଧି ରଖିଛି, ଯେଉଁ ସମୟରେ ଲୋନର ପଇସା ସୁଝି ହେବ ।

Leave A Reply

Your email address will not be published.