ମଶା ମାନଙ୍କ ପାଇଁ ଯମରାଜ ସାବ୍ୟସ୍ତ ହେଲା 698 ଟଙ୍କିଆ ଏହି ଲ୍ୟାମ୍ପ। ଅନ କରିବା କ୍ଷଣୀ ମଶା ମାନଙ୍କୁ ଟାଣି ଆଣିଥାଏ

0

Get real time updates directly on you device, subscribe now.

ପ୍ରତ୍ୟେକ ବ୍ୟକ୍ତି ଶାନ୍ତି ନିଦ୍ରା ପାଇବାପାଇଁ ମଶାଙ୍କ ଠାରୁ ବର୍ତ୍ତିବାକୁ ଚାହାଁନ୍ତି ଓ ଏଥିପାଇଁ ସେ ବିଭିନ୍ନ କୌଶଳ ଆପଣାଇ ଥାଆନ୍ତି କିନ୍ତୁ ମଶା ମାନଙ୍କ ଠାରୁ ବର୍ତ୍ତି ପାରନ୍ତି ନାହିଁ। ଘରେ ଥିବା ସମୟରେ ଯଦି ଆପଣ ପଢୁଥାନ୍ତି କିମ୍ବା ଶୋଇଥାନ୍ତି ଠିକ ଏହିସମୟରେ ମଶା ମାନେ ଆସି ଆପଣଙ୍କୁ କାମୁଡ଼ିବା ଦ୍ୱାରା ଆପଣଙ୍କ ଧ୍ୟାନ ହଟିଯାଏ ଓ ଆପଣ ଚିନ୍ତିତ ହୋଇଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ଏକ Mosquito killer ମେସିନ ନେଇଆସିଛୁ ଯାହାକୁ ଅନ କରିବା କ୍ଷଣୀ ଏହା ମଶା ମାନଙ୍କୁ ଟାଣି ଆଣି ମାରିବା ଆରମ୍ଭ କରିଦେଇଥାଏ।

ଏହି ମେସିନ ରୁ ବାହାରୁଥିବା ଲାଇଟ ମଶା ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ ଓ ଏହାପରେ ମଶା ମାନେ ସଫା ହୋଇଯାଆନ୍ତି। ଏହି ମେସିନ 360 ଡିଗ୍ରୀ ମସକ୍ୟୁଟୋ କିଲର ଅଟେ ଯିଏକି ବହୁତ କମ ଶବ୍ଦ କରିଥାଏ।

ଆପଣ ଏହି ମେସିନକୁ ଟେବୁଲ ଉପରେ ରଖିବା ସହ କାନ୍ଥରେ ଟାଙ୍ଗି ଦେଇପାରିବେ। ଯଦି ଆପଣ ଘରେ Laptop ରେ ବସି କାମ କରୁଥାନ୍ତି ତାହେଲେ ଏହାକୁ USB ସହିତ କନେକ୍ଟ କରି ଚାଲୁ କରିପାରିବେ। ଜଣାଇଦେଉଛୁ ଏହି ମେସିନ ବିନା କୌଣସି କେମିକାଲ ଦ୍ୱାରା ମଶା ମାନଙ୍କୁ ମାରି ଦେଇଥାଏ।

ଏହି ମେସିନ ସହିତ ଆପଣଙ୍କୁ ଏକ ମସକ୍ୟୁଟୋ କିଲିଂ ଲାମ୍ପ ଓ ଏକ USB ଚାର୍ଜିଂ କେବୁଲ ଓ କିଲିଂ ପାଇଁ ବ୍ରଶ ମିଳିବ। ଏହାକୁ ସଫା କରିବା ବହୁତ ସହଜ ଓ ପୋର୍ଟେବଲ ହୋଇଥିବାରୁ ଏହାକୁ ଆପଣ ବହୁତ ସହଜରେ ନେଇପାରିବେ।

Forcado Electronic LED Mosquito Killer Machine ର ଦାମ ଆପଣଙ୍କୁ Amazon ରେ 698 ଟଙ୍କା ପଡ଼ିବ।

Leave A Reply

Your email address will not be published.